Jump to content

ଏମ୍. ରାମକୃଷ୍ଣ

ଉଇକିପିଡ଼ିଆ‌ରୁ
ଏମ୍. ରାମକୃଷ୍ଣ
ଜନ୍ମ
ଏମ୍. ରାମକୃଷ୍ଣ

(1984-08-06) ୬ ଅଗଷ୍ଟ ୧୯୮୪ (ବୟସ ୪୧)
ସାରଳା, ଓଡ଼ିଶା, ଭାରତ[]
ଶିକ୍ଷାନୁଷ୍ଠାନରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୨୦୧୦  ଏବେଯାଏଁ
ବୈବାହିକ-ସାଥୀବିନୁତନା

ଏମ୍. ରାମକୃଷ୍ଣ (ଜନ୍ମ: ୬ ଅଗଷ୍ଟ ୧୯୮୪) ଜଣେ ଭାରତୀୟ ଅଭିନେତା । ସେ ତାଙ୍କର ମଞ୍ଚ ନାମ ଶତ୍ରୁ ଭାବରେ ଜଣାଶୁଣା । ସେ ମୁଖ୍ୟତଃ ତେଲୁଗୁ ଓ ତାମିଲ କଥାଚିତ୍ର ଜଗତରେ କାମ କରନ୍ତି ।[] ସେ କୃଷ୍ଣା ଗାଦି ବୀରା ପ୍ରେମା ଗାଧ (୨୦୧୬), ରଙ୍ଗସ୍ଥଳମ୍ (୨୦୧୮), କଡାଇକୁଟ୍ଟି ସିଙ୍ଘମ୍ (୨୦୧୮) ଏବଂ ପୁଷ୍ପା: ଦି ରାଇଜ୍ (୨୦୨୧) ଭଳି କଥାଚିତ୍ରରେ ଅଭିନୟ ପାଇଁ ଜଣାଶୁଣା ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ରାମକୃଷ୍ଣ ଓଡ଼ିଶାବରଗଡ଼ ଜିଲ୍ଲାର ସାରଳା ଗ୍ରାମରେ ଏକ ତେଲୁଗୁ ଭାଷାଭାଷୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଏମ୍. ସତ୍ୟନାରାୟଣ ଏବଂ ମାଆଙ୍କ ନାମ ଏମ୍. ସରୋଜିନୀ ଦେବୀ ଅଟେ । ସେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ମାଇକ୍ରୋ ବାୟୋଲୋଜିରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ।[]

ଅଭିନୟ ଜୀବନ

[ସମ୍ପାଦନା]

ସ୍ନାତକ ଡିଗ୍ରୀ ହାସଲ କରିବା ପରେ, ସେ ଅଭିନୟ କରିବା ପାଇଁ ହାଇଦ୍ରାବାଦ ଚାଲିଯାଇଥିଲେ ।[] ୨୦୧୦ ମସିହାରେ, ସେ ତେଲୁଗୁ କଥାଚିତ୍ର ଲିଡର୍‌ରେ କାମ କରିଥିଲେ । ୨୦୧୬ ମସିହାର କଥାଚିତ୍ର କୃଷ୍ଣା ଗାଦି ବୀରା ପ୍ରେମା ଗାଧରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ ।[] ୨୦୧୬ ମସିହାରେ, ସେ କଥାକଲି ଜରିଆରେ ତାମିଲ ଜଗତରେ କାମ କରିଥିଲେ । ୨୦୧୮ ମସିହାରେ, ସେ ଅନ୍ୟ ଏକ ତାମିଲ କଥାଚିତ୍ର କଡାଇକୁଟ୍ଟି ସିଙ୍ଘମ୍ରେ ଖଳନାୟକ ଭାବରେ କାମ କରିଥିଲେ ।[][]

ଅଭିନୀତ କଥାଚିତ୍ର

[ସମ୍ପାଦନା]

ତେଲୁଗୁ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ଆଧାର
୨୦୧୦ଲିଡର୍ଧନୁର୍ଜୟଙ୍କ ସହଯୋଗୀ
୨୦୧୧ସୋଲୋ
୨୦୧୩ଆଲିଆସ୍ ଜାନକୀମାଇସା
ଅତ୍ତାରିଣ୍ଟିକି ଦରେଦି
୨୦୧୪ଲଭ୍ ୟୁ ବଙ୍ଗାରାମ୍ନାଗ
ଲିଜେଣ୍ଡପୋଲିସ୍ ଅଧିକାରୀ
ଆଗାଡ଼ୁଦୁର୍ଗା
୨୦୧୫ସୁବ୍ରମଣ୍ୟମ୍ ଫର୍ ସେଲ୍ବାଲା
ଲୋଫର୍
୨୦୧୬କୃଷ୍ଣା ଗାଦି ବୀରା ପ୍ରେମା ଗାଧରାମରାଜୁ
ଇଜମ୍
୨୦୧୭ମିଷ୍ଟର୍ଶତ୍ରୁ
ବାହୁବଳି ୨: ଦି କନ୍‌କ୍ଲୁଜନ୍ପିଣ୍ଡାରୀ ଆଦିବାସୀ ନେତା
ଦେବଡ଼ା ଜଗନ୍ନାଧମ୍ବଡ଼ା ଷ୍ଟିଫେନ୍ ପ୍ରକାଶ
ଜୟ ଲବ କୁଶ
୨୦୧୮ରଙ୍ଗସ୍ଥଳମ୍କାଶି
ଭରତ ଆନେ ନେନୁଜଗଦୀଶ
ଶୈଲଜା ରେଡ୍ଡି ଅଲ୍ଲୁଡ଼ୁ
୨୦୧୯କଳ୍କୀପେରୁମାଲ୍ଲୁ[]
ଜର୍ଜ ରେଡ୍ଡିକିଷାନ ସିଂହ[]
୨୦୨୦ୱାର୍‌ଲ୍ଡ ଫେମସ୍ ଲଭର୍ପଟ୍ଟନାୟକ
୨୦୨୧ ଲକ୍ଷ୍ୟରାହୁଲ[୧୦]
ପୁଷ୍ପା: ଦି ରାଇଜ୍ଡିଏସ୍‌ପି ଗୋବିନ୍ଦପ୍ପା[]
୨୦୨୨ବୀମଳା ନାୟକ
ଆଚାର୍ଯ୍ୟଖିଲ୍ଲା
ସୀତା ରାମମ ଲେଫ୍ଟନାଣ୍ଟ ବିକାଶ
ଯଶୋଦା ରିଶି ଆଇପିଏସ୍
୨୦୨୩ ଉଗ୍ରମ୍ ଭିକ୍ଟର୍
ନରକାସୁର କେଶବ [୧୧]
୨୦୨୪ ଦେବକୀ ନନ୍ଦନ ବାସୁଦେବ
୨୦୨୫ ପୋଥୁଗାଡ୍ଡା ମାଧୁରୀ ଭାସ୍କର

ତାମିଲ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା
୨୦୧୬କଥାକଲି
୨୦୧୭ବାହୁବଳି ୨: ଦି କନ୍‌କ୍ଲୁଜନ୍ପିଣ୍ଡାରୀ ଆଦିବାସୀ ନେତା
୨୦୧୮କଡାଇକୁଟ୍ଟି ସିଙ୍ଘମ୍କୋଡିୟାରାସୁ
୨୦୨୨ ପଟ୍ଟତୁ ଅରାସନ୍ସଦାଗୋପ୍ପାନ
ଗଟ୍ଟା କୁସ୍ତିଲୋକେଶ
୨୦୨୩ଚନ୍ଦ୍ରମୁଖି ୨

କନ୍ନଡ଼ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା
୨୦୧୯ରୁସ୍ତମବଣ୍ଟି ଯାଦବ

ଟେଲିଭିଜନ

[ସମ୍ପାଦନା]
ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା ନେଟୱାର୍କ ଆଧାର
୨୦୨୧ ଇଲେଭେନ୍‌ଥ୍ ଆୱାର୍ ରାଜବର୍ଦ୍ଧନ ରାଠୋର ଆହା [୧୨]
  1. "Odisha-born actor in Allu Arjun starrer Pushpa". 17 January 2022.
  2. "Odia actor M Ramakrishna plays an important role in Pushpa movie". KalingaTV (in ଆମେରିକୀୟ ଇଂରାଜୀ). 2022-01-17. Retrieved 2022-01-18.
  3. 1 2 Dundoo, Sangeetha Devi (18 December 2021). "'Pushpa - the Rise' movie review: Allu Arjun shoulders a story with a few sparkling moments, but Fahadh Faasil's role is a disappointment". The Hindu.
  4. Otv, News Desk. "Pushpa-The Rise: Meet M Ramakrishna From Odisha Who Played A Key Role In The Flick". Pushpa-The Rise: Meet M Ramakrishna From Odisha Who Played A Key Role In The Flick (in ଇଂରାଜୀ). Retrieved 2022-01-18.
  5. 1 2 "Shatru in Karthi's film". The Hindu. 13 July 2018.
  6. Uddagiri, Nikisha. "Satiate your cravings". Telangana Today. Archived from the original on 6 June 2020.
  7. Kavirayani, Suresh (16 July 2018). "Chinababu movie review: Karthi steals the show". Deccan Chronicle.
  8. Dundoo, Sangeetha Devi (28 June 2019). "Kalki review: This Dr Rajashekar film is steeped in mythological references". The Hindu.
  9. "George Reddy movie review: A missed opportunity". 24 November 2019.
  10. "Lakshya movie review: The archer hits mark, but film fails to". The New Indian Express. 2021-12-10.
  11. Sistu, Suhas (3 November 2023). "'Narakasura' review: Interesting revenge drama". The Hans India.
  12. "11th Hour review: Tamannaah Bhatia tries her best, but is let down by the show's unflattering storyline". 11 April 2021.

ବାହାର ଲିଙ୍କ୍

[ସମ୍ପାଦନା]