Jump to content

ଏମ୍. ମଲ୍ଲେଶ ବାବୁ

ଉଇକିପିଡ଼ିଆ‌ରୁ
ଏମ୍. ମଲ୍ଲେଶ ବାବୁ
ସାଂସଦ: ୧୮ଶ ଲୋକ ସଭା
Assumed office
୪ ଜୁନ ୨୦୨୪
ପୂର୍ବ ଅଧିକାରୀଏସ୍. ମୁନିସ୍ୱାମୀ
ନିର୍ବାଚନ ମଣ୍ଡଳୀକୋଲାର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1974-06-30) ୩୦ ଜୁନ ୧୯୭୪ (ବୟସ ୫୧)
କମ୍ବୁରହାଲ୍ଲି, କୋଲାର ଜିଲ୍ଲା, କର୍ଣ୍ଣାଟକ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ (ଏସ୍)
ଜୀବନ ସାଥୀମଞ୍ଜୁଳା (ବିବାହ: ୧୪ ଫେବୃଆରୀ ୨୦୦୫)
ସନ୍ତାନ
ବାପା/ବୋଉସି. ମୁନିସ୍ୱାମୀ (ବାପା)
ଜି. ମାଙ୍ଗମ୍ମା (ମାଆ)

ମୁନିସ୍ୱାମୀ ମଲ୍ଲେଶ ବାବୁ ଜଣେ ଭାରତୀୟ ରାଜନେତା ।[] ସେ ଭାରତୀୟ ରାଜନୀତିରେ ଜନତା ଦଳ (ସେକ୍ୟୁଲାର)ର ସଦସ୍ୟ ଭାବରେ ସକ୍ରିୟ ଅଛନ୍ତି ।[][] ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ କୋଲାର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୮ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[]

  1. "Kolar (SC) election results 2024 live updates: JDS' M Mallesh Babu wins". The Times of India. 2024-06-04. ISSN 0971-8257. Retrieved 2024-06-05.
  2. "Kolar, Karnataka Lok Sabha Election Results 2024 Highlights: M. Mallesh Babu Wins by a Margin of 71388 Votes". India Today (in ଇଂରାଜୀ). 2024-06-04. Retrieved 2024-06-05.
  3. India Today (13 July 2024). "Businessmen | In august company" (in ଇଂରାଜୀ). Archived from the original on 7 August 2024. Retrieved 7 August 2024.
  4. "Kolar Election Result 2024 LIVE Updates Highlights: Lok Sabha Winner, Loser, Leading, Trailing, MP, Margin". News18 (in ଇଂରାଜୀ). 2024-06-04. Retrieved 2024-06-05.