ନେକାଣ୍ଟି ଭାସ୍କର ରାଓ

ଉଇକିପିଡ଼ିଆ‌ରୁ
(ଏନ. ଭାସ୍କର ରାଓରୁ ଲେଉଟି ଆସିଛି)
ନେକାଣ୍ଟି ଭାସ୍କର ରାଓ
Born
ନେକାଣ୍ଟି ଭାସ୍କର ରାଓ

(1953-07-23) ୨୩ ଜୁଲାଇ ୧୯୫୩ (ବୟସ ୭୦)
Other namesଏନ୍. ଭାସ୍କର ରାଓ
Spouseନେକାଣ୍ଟି ଚାମୁଣ୍ଡେଶ୍ୱରୀ ଦେବୀ
Parentପିତା: ସ୍ୱର୍ଗତ ଏନ୍.ଏସ୍.ଏନ୍.ଚୌଧୁରି

ନେକାଣ୍ଟି ଭାସ୍କର ରାଓ ଓଡ଼ିଶାରେ ରହୁଥିବା ବିଜୁ ଜନତା ଦଳର ଜଣେ ସକ୍ରିୟ ନେତା ଏବଂ ଜଣେ ରାଜ୍ୟ ସଭା ସଦସ୍ୟ ।[୧][୨]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

୧୯୫୩ ମସିହାରେ ଆନ୍ଧ୍ର ପ୍ରଦେଶରେ ଜନ୍ମିତ ନେକାଣ୍ଟି ଭାସ୍କର ରାଓ ପ୍ରାୟ ୫୦ ବର୍ଷ ହେଲା ରାୟଗଡ଼ା ବାସିନ୍ଦା ଅଟନ୍ତି ।[୩] ତାମିଲନାଡୁସ୍ଥିତ ଆଲାଗାପା ବିଶ୍ୱବିଦ୍ୟାଳୟରୁ ସେ ୨୦୦୮ ମସିହାରେ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ।

ରାଜନୈତିକ ଜୀବନ[ସମ୍ପାଦନା]

ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ଅମଳରୁ ଅର୍ଥାତ୍‌ ୧୯୯୦ଠାରୁ ସେ ଜନତା ଦଳର ଜଣେ ସକ୍ରିୟ ସଦସ୍ୟ । ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ବେଳେ ସେ ଓଡ଼ିଶା ରାଜ୍ୟ ଗ୍ରାମ୍ୟ ଗୃହ ଉନ୍ନୟନ ନିଗମ ଏବଂ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ସଭାପତି ଥିଲେ । ପରବର୍ତ୍ତୀ ସମୟରେ ଅର୍ଥାତ୍‌ ୨୦୧୪ ମସିହାରେ ସେ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ।[୪]

ଆଧାର[ସମ୍ପାଦନା]

  1. "3 BJD Candidates Elected Unopposed To Rajya Sabha In Odisha". Retrieved 20 June 2016.
  2. "BJD's Rao richest RS candidate". Retrieved 20 June 2016.
  3. Rao, N Bhaskar. "Form 26" (PDF). Retrieved 3 December 2016.
  4. "Odisha Rajya Sabha nominations: BJD organisation man and fundraiser rewarded at 62". Retrieved 19 June 2016.

ବାହାର ଲିଙ୍କ[ସମ୍ପାଦନା]