ନେକାଣ୍ଟି ଭାସ୍କର ରାଓ

ଉଇକିପିଡ଼ିଆ ରୁ
(ଏନ. ଭାସ୍କର ରାଓ ରୁ ଲେଉଟି ଆସିଛି)
Jump to navigation Jump to search
ନେକାଣ୍ଟି ଭାସ୍କର ରାଓ
ଜନ୍ମ ଓ ଜନ୍ମସ୍ଥାନ
ନେକାଣ୍ଟି ଭାସ୍କର ରାଓ

(1953-07-23) 23 July 1953 (age 66)
ଅଲଗା ନାଆଁଏନ୍. ଭାସ୍କର ରାଓ
ଜୀବନସାଥିନେକାଣ୍ଟି ଚାମୁଣ୍ଡେଶ୍ୱରୀ ଦେବୀ
ବାପା ବୋଉପିତା: ସ୍ୱର୍ଗତ ଏନ୍.ଏସ୍.ଏନ୍.ଚୌଧୁରି

ନେକାଣ୍ଟି ଭାସ୍କର ରାଓ ଓଡ଼ିଶାରେ ରହୁଥିବା ବିଜୁ ଜନତା ଦଳର ଜଣେ ସକ୍ରୀୟ ନେତା ଏବଂ ଜଣେ ରାଜ୍ୟ ସଭା ସଦସ୍ୟ ।[୧][୨]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

୧୯୫୩ ମସିହାରେ ଆନ୍ଧ୍ର ପ୍ରଦେଶରେ ଜନ୍ମିତ ନେକାଣ୍ଟି ଭାସ୍କର ରାଓ ପ୍ରାୟ ୫୦ ବର୍ଷ ହେଲା ରାୟଗଡ଼ା ବାସିନ୍ଦା ଅଟନ୍ତି ।[୩] ତାମିଲନାଡୁସ୍ଥିତ ଆଲାଗାପା ବିଶ୍ୱବିଦ୍ୟାଳୟରୁ ସେ ୨୦୦୮ ମସିହାରେ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ।

ରାଜନୈତିକ ଜୀବନ[ସମ୍ପାଦନା]

ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ଅମଳରୁ ଅର୍ଥାତ୍‌ ୧୯୯୦ ଠାରୁ ସେ ଜନତା ଦଳର ଜଣେ ସକ୍ରୀୟ ସଦସ୍ୟ । ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ବେଳେ ସେ ଓଡ଼ିଶା ରାଜ୍ୟ ଗ୍ରାମ୍ୟ ଗୃହ ଉନ୍ନୟନ ନିଗମ ଏବଂ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ସଭାପତି ଥିଲେ । ପରବର୍ତ୍ତୀ ସମୟରେ ଅର୍ଥାତ୍‌ ୨୦୧୪ ମସିହାରେ ସେ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ।[୪]

ଆଧାର[ସମ୍ପାଦନା]

  1. "3 BJD Candidates Elected Unopposed To Rajya Sabha In Odisha". Retrieved 20 June 2016.
  2. "BJD's Rao richest RS candidate". Retrieved 20 June 2016.
  3. Rao, N Bhaskar. "Form 26" (PDF). Retrieved 3 December 2016.
  4. "Odisha Rajya Sabha nominations: BJD organisation man and fundraiser rewarded at 62". Retrieved 19 June 2016.

ବାହାର ଲିଙ୍କ[ସମ୍ପାଦନା]