ଏନ୍.କେ. ସୁକୁମାରନ ନାୟାର
ଦେଖଣା
ଏନ୍.କେ. ସୁକୁମାରନ ନାୟାର (୬ ଜୁନ ୧୯୪୨ – ୨୭ ଫେବୃଆରୀ ୨୦୨୧[୧]) ଜଣେ ଭାରତିୟ ପରିବେଶବିତ୍ ଓ ପମ୍ପା ସଂରକ୍ଷଣ ସମିତିର (ପିଏସ୍ଏସ୍) ସାଧାରଣ ସମ୍ପାଦକ ଥିଲେ । ସେ କେରଳର ପଥାନମଥିଟ୍ଟା ଜିଲ୍ଲାର ପୁଭାଥୁରଠାରେ ଜନ୍ମଗ୍ରହଣ କରିଥିଲେ । ୨୦୦୭ ମସିହାରେ ସେ ରାଜ୍ୟର ଶ୍ରେଷ୍ଠ ପରିବେଶ କର୍ମୀ ଭାବରେ ଜୟଜୀ ପିଟର ଫାଉଣ୍ଡେସନ ସ୍ୱର୍ଣ୍ଣ ପଦକ ଓ ପ୍ରଶଂସାପତ୍ର ପାଇଥିଲେ । ସେ ପମ୍ବା ନଦୀକୁ ବଞ୍ଚାଇବା ପାଇଁ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ୨୦୧୮ ଫେବୃଆରୀରେ, ତାଙ୍କୁ ପରିସ୍ଥିତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା ।
ଆଧାର
[ସମ୍ପାଦନା]- ↑ "പ്രമുഖ പരിസ്ഥിതി പ്രവർത്തകൻ എൻ കെ സുകുമാരൻ നായർ അന്തരിച്ചു" [Renowned environmental activist N.K. Sukumaran Nair passed away]. Asianet News Network Pvt Ltd (in ମାଲାୟଲମ୍). 27 February 2021. Retrieved 2021-02-27.
ଅଧିକ ତଥ୍ୟ
[ସମ୍ପାଦନା]- "Waning sandbeds of river Pampa". The Hindu (in Indian English). 2012-01-01. ISSN 0971-751X. Retrieved 2024-05-08.
- "National seminar on water management at Poovathoor". The Hindu (in Indian English). 4 June 2011. ISSN 0971-751X. Archived from the original on 8 June 2011.
- "The Jaiji Peter Foundation gold medal and citation for the State's best environmental activist will be presented to Pampa Parirakshana Samithi general secretary". SavePampa.org. Archived from the original on 6 May 2009.
- "Committee seeks revival of Pampa Action Plan". The Hindu (in Indian English). 2011-08-22. ISSN 0971-751X. Retrieved 2024-05-08.
- "Cabomba weeds posing serious threat to water bodies in Kerala". The Hindu (in Indian English). 2011-05-27. ISSN 0971-751X. Retrieved 2024-05-08.