Jump to content

ଏଟେଲକାଲସେଟାଇଡ

ଉଇକିପିଡ଼ିଆ‌ରୁ
ଏଟେଲକାଲସେଟାଇଡ
Clinical data
Trade namesParsabiv
SynonymsVelcalcetide, telcalcetide, AMG-416, KAI-4169, ONO-5163
AHFS/Drugs.commonograph
data
Routes of
administration
Intravenous injection
Legal status
Legal status
Pharmacokinetic data
Elimination half-life3–5 days in dialysis patients
Excretion60% in dialysate, 7% in urine and faeces
Identifiers
  • (6R,9R,12R,15R,18R,21R,24S,29R)-24-Acetamido-1,29-diamino-12,15,18-tris(3-carbamimidamidopropyl)-6-carbamoyl-1-imino-9,21-dimethyl-8,11,14,17,20,23-hexaoxo-26,27-dithia-2,7,10,13,16,19,22-heptaazatria contan-30-oic acid
Chemical and physical data
FormulaC38H73N21O10S2
Molar mass୧,୦୪୮.୨୬ g·mol−1
3D model (JSmol)
  • C[C@H](C(=O)N[C@H](CCCNC(=N)N)C(=O)N)NC(=O)[C@@H](CCCNC(=N)N)NC(=O)[C@@H](CCCNC(=N)N)NC(=O)[C@@H](CCCNC(=N)N)NC(=O)[C@@H](C)NC(=O)[C@@H](CSSC[C@@H](C(=O)O)N)NC(=O)C
  • InChI=1S/C38H73N21O10S2/c1-18(28(62)56-22(27(40)61)8-4-12-49-35(41)42)53-30(64)23(9-5-13-50-36(43)44)58-32(66)25(11-7-15-52-38(47)48)59-31(65)24(10-6-14-51-37(45)46)57-29(63)19(2)54-33(67)26(55-20(3)60)17-71-70-16-21(39)34(68)69/h18-19,21-26H,4-17,39H2,1-3H3,(H2,40,61)(H,53,64)(H,54,67)(H,55,60)(H,56,62)(H,57,63)(H,58,66)(H,59,65)(H,68,69)(H4,41,42,49)(H4,43,44,50)(H4,45,46,51)(H4,47,48,52)/t18-,19-,21+,22-,23-,24-,25-,26-/m1/s1
  • Key:ANIAZGVDEUQPRI-ZJQCGQFWSA-N

ଏଟେଲକାଲସେଟାଇଡ (ଇଂରାଜୀ ଭାଷାରେ Etelcalcetide), ପାର୍ସାବିଭ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ସେକେଣ୍ଡାରୀ ହାଇପରପାରାଥାଇରଏଡ ରୋଗୀର ହେମୋଡାଏଲିସିସ ଚିକିତ୍ସା ସମୟରେ ବ୍ୟବହୃତ ହୁଏ ।[] ଏହା ଆୟୁଷ ଏବଂ ହୃଦରୋଗ ପରି ଅବସ୍ଥାର ଫଳାଫଳକୁ ପରିବର୍ତ୍ତନ କରେ କି ନାହିଁ ତାହା ଅସ୍ପଷ୍ଟ ଅଛି ।[] ପ୍ରତ୍ୟେକ ଡାଏଲିସିସ ଅଧିବେଶନ ଶେଷରେ ଏକ ଶିରାରେ ଏହି ଔଷଧ ଇଞ୍ଜେକସନ ଆକାରରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କମ କ୍ୟାଲସିୟମ୍, ମାଂସପେଶୀ ସଂକୋଚନ (ସ୍ପାଜ୍ମ), ତରଳ ଝାଡ଼ା ଏବଂ ଅଇ ଲାଗେ | [] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା, ହୃଦ୍‌ପାତ, ଉପର ପାକଅନ୍ତନଳୀରୁ ରକ୍ତସ୍ରାବ, ଏବଂ ଆଡାନାମିକ୍ ହାଡ଼ ରୋଗ ହୋଇପାରେ ।[] ଏହା ଏକ କାଲସିମାଇମେଟିକ ଯାହା ପାରାଥାଇରଏଡ୍ ଗ୍ରନ୍ଥିରେ କ୍ୟାଲସିୟମ୍-ସେନ୍ସିଙ୍ଗ୍ ରିସେପ୍ଟରଗୁଡ଼ିକୁ ସକ୍ରିୟ କରି କାର୍ଯ୍ୟକ୍ଷମ ହୁଏ ।[]

୨୦୧୬ ମସିହାରେ ୟୁରୋପରେ ଏବଂ ୨୦୧୭ରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଏଟେକାଲସେଟାଇଡ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଥରକୁ ୫ ମିଗ୍ରା ମାତ୍ରାର ଔଷଧ, ସପ୍ତାହରେ ତିନିଥର କରି ୪ ସପ୍ତାହ ଦେଲେ ପ୍ରାୟ ୩୩୦ ପାଉଣ୍ଡ ଖର୍ଚ୍ଚ ହୁଏ ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨,୧୦୦ ଡଲାର ଅଟେ ।[]

  1. 1 2 3 4 5 "Etelcalcetide Monograph for Professionals". Drugs.com (in ଇଂରାଜୀ). Archived from the original on 18 January 2021. Retrieved 16 December 2021.
  2. 1 2 3 "Parsabiv". Archived from the original on 21 June 2021. Retrieved 16 December 2021.
  3. BNF 81: March-September 2021. BMJ Group and the Pharmaceutical Press. 2021. p. 1094. ISBN 978-0857114105.
  4. "Parsabiv Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 17 April 2021. Retrieved 16 December 2021.