ଏକାମ୍ପ୍ରୋସେଟ

ଉଇକିପିଡ଼ିଆ‌ରୁ
ଏକାମ୍ପ୍ରୋସେଟ
Skeletal formula of acamprosate
Ball-and-stick model of the acamprosate molecule
Clinical data
Pronunciation/əˈkæmprst/
Trade namesCampral, Aotal, others[୨]
SynonymsN-Acetyl homotaurine
AHFS/Drugs.commonograph
Pregnancy
category
Routes of
administration
By mouth[୧]
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
Pharmacokinetic data
Bioavailability11%[୧]
Protein bindingNegligible[୧]
MetabolismNil[୧]
Elimination half-life20 h to 33 h[୧]
ExcretionKidney[୧]
Identifiers
  • 3-Acetamidopropane-1-sulfonic acid
ECHA InfoCard100.071.495 Edit this at Wikidata
Chemical and physical data
FormulaC5H11NO4S
Molar mass୧୮୧.୨୧ g·mol−1
3D model (JSmol)
  • [Ca+2].O=C(NCCCS(=O)(=O)[O-])C.[O-]S(=O)(=O)CCCNC(=O)C
  • InChI=1S/2C5H11NO4S.Ca/c2*1-5(7)6-3-2-4-11(8,9)10;/h2*2-4H2,1H3,(H,6,7)(H,8,9,10);/q;;+2/p-2 checkY
  • Key:BUVGWDNTAWHSKI-UHFFFAOYSA-L checkY
  (verify)

ଏକାମ୍ପ୍ରୋସେଟ (ଇଂରାଜୀ ଭାଷାରେ Acamprosate), ବିକ୍ରୟ ନାମ କାମ୍ପ୍ରାଲ, ଏକ ଔଷଧ ଯାହା ଆଲକୋହୋଲ ବା ମଦ୍ୟପାନ ଉପରେ ନିର୍ଭରଶୀଳ ରୋଗୀଙ୍କ ଚିକିତ୍ସାରେ ଦିଆଯାଏ । [୨] ଏକମାତ୍ର ଏହି ଔଷଧ ବ୍ୟବହୃତ ହେଲେ ଅଧିକାଂଶ ବ୍ୟକ୍ତିଙ୍କ ପାଇଁ ବିଶେଷ ପ୍ରଭାବଶାଳୀ ହୁଏନି; [୩] ପରାମର୍ଶ ସହିତ ମିଳିତ ଭାବରେ ବ୍ୟବହୃତ ହେଲେ ଏହା ସର୍ବୋତ୍ତମ କାର୍ଯ୍ୟ କରେ | [୨] [୪] ଏହା ପାଟି ବାଟେ ଦିଆଯାଏ | [୫]

ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ସାଧାରଣତଃ ତରଳ ଝାଡ଼ା ଏବଂ ଦୁର୍ବଳତା ଦେଖାଯାଏ | [୬] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି, ମନୋବଳ ପରିବର୍ତ୍ତନ, ଆତ୍ମହତ୍ୟା ଚିନ୍ତାଧାରା ଏବଂ ଦୃତ ହୃତ୍‌ପିଣ୍ଡ ଗତି ହୋଇପାରେ | [୭] ସାମାନ୍ୟ ବୃକ୍‌କ ସମସ୍ୟାରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ନିମ୍ନ ମାତ୍ରା ଔଷଧ ଦିଆଯାଏ ଏବଂ ଗୁରୁତର ବୃକ୍‌କ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଏହା ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ | [୮] ସାମାନ୍ୟରୁ ମଧ୍ୟମ ଧରଣର ଯକୃତ ଅସୁବିଧା ଥିଲେ ବ୍ୟବହାର କରାଯାଇପାରେ | [୯] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ | [୧୦] ମସ୍ତିଷ୍କରେ ରାସାୟନିକ ପରିବର୍ତ୍ତନ କରି ଏକାମ୍ପ୍ରୋସେଟ୍ କାମ କରୁଥିବା ସନ୍ଦେହ କରାଯାଏ | [୧୧]

ଆମେରିକାରେ ଡାକ୍ତରୀ ବ୍ୟବହାର ପାଇଁ ଏକାମ୍ପ୍ରୋସେଟ ୨୦୦୪ ମସିହାରେ ଅନୁମୋଦିତ ହୋଇଥିଲା ।[୮] ଏହା ବିନା ପ୍ରେସକ୍ରିପସନରେ ଉପଲବ୍ଧ ହୁଏ । ବ୍ରିଟେନରେ ଏହାର ଏକ ମାସର ଚିକିତ୍ସା ଖର୍ଚ୍ଚ ବାବଦ ୨୦୨୦ ମସିହାରେ ଏନଏଚଏସକୁ ୩୦ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼େ । ସଂଯୁକ୍ତ ରାଷ୍ଟ୍ରରେ ଏହି ପରିମାଣ ନିମନ୍ତେ ୨୦୨୦ରେ ୮୦ ଡଲାର୍ ମୂଲ୍ୟ ଦିଆହୁଏ । [୧୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Campral label" (PDF). FDA. January 2012. Retrieved 27 November 2017. For label updates see FDA index page for NDA 021431
  2. ୨.୦ ୨.୧ ୨.୨ Plosker, GL (July 2015). "Acamprosate: A Review of Its Use in Alcohol Dependence". Drugs. 75 (11): 1255–68. doi:10.1007/s40265-015-0423-9. PMID 26084940. S2CID 19119078.
  3. Malenka RC, Nestler EJ, Hyman SE, Holtzman DM (2015). "Chapter 16: Reinforcement and Addictive Disorders". Molecular Neuropharmacology: A Foundation for Clinical Neuroscience (3rd ed.). New York: McGraw-Hill Medical. ISBN 9780071827706. Unfortunately, acamprosate is not adequately effective for most alcoholics.
  4. Nutt, DJ (2014). "Doing it by numbers: A simple approach to reducing the harms of alcohol". Journal of Psychopharmacology. 28 (1): 3–7. doi:10.1177/0269881113512038. PMID 24399337.
  5. BNF 79 : March 2020. London: Royal Pharmaceutical Society. 2020. p. 509. ISBN 9780857113658.
  6. "Acamprosate Calcium Monograph for Professionals". Drugs.com (in ଇଂରାଜୀ). Retrieved 7 October 2020.
  7. "Acamprosate". drugs.com. 2005-03-25. Archived from the original on 22 December 2006. Retrieved 2007-01-08.
  8. ୮.୦ ୮.୧ "Acamprosate Calcium Monograph for Professionals". Drugs.com (in ଇଂରାଜୀ). Retrieved 7 October 2020.
  9. Williams, SH. (2005). "Medications for treating alcohol dependence". American Family Physician. 72 (9): 1775–1780. PMID 16300039. Archived from the original on 2007-09-29. Retrieved 2021-08-08.
  10. "Acamprosate (Campral) Use During Pregnancy". Drugs.com (in ଇଂରାଜୀ). Retrieved 7 October 2020.
  11. Williams, SH. (2005). "Medications for treating alcohol dependence". American Family Physician. 72 (9): 1775–1780. PMID 16300039. Archived from the original on 2007-09-29. Retrieved 2021-08-08.
  12. "Acamprosate Prices, Coupons & Savings Tips". GoodRx (in ଆମେରିକୀୟ ଇଂରାଜୀ). Retrieved 7 October 2020.