Jump to content

ଏକତା ସୋହିନୀ

ଉଇକିପିଡ଼ିଆ‌ରୁ
ଏକତା ସୋହିନୀ
ଜନ୍ମ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୯୦–୨୦୨୦
ବୈବାହିକ-ସାଥୀମୋହନିଶ ବହଳ (୧୯୯୨ - ଏବେଯାଏଁ)
ସନ୍ତାନ

ଏକତା ସୋହିନୀ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ତାଙ୍କର ମଞ୍ଚ ନାମ ଏକତା ଭାବରେ ଜଣାଶୁଣା । ୧୯୮୦ ଦଶକରେ ଅନେକ ଗୁଡ଼ିଏ କ୍ଷୁଦ୍ର ଦୂରଦର୍ଶନ ଧାରାବାହିକରେ କାମ କରିବା ପରେ, ୧୯୯୦ ମସିହାରେ ସେ ଅରବାଜ ଅଲ୍ଲୀ ଖାନଙ୍କ ସହିତ ହିନ୍ଦୀ କଥାଚିତ୍ର ଷୋଲାହା ସତରା ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ସେ ନାମଚୀନ୍ (୧୯୯୧) ଓ ତେହଲ୍‌କା (୧୯୯୨) ଭଳି ଜଣାଶୁଣା କଥାଚିତ୍ରରେ କାମ କରିଛନ୍ତି । ସେ ଅଭିନେତା ମୋହନିଶ ବହଳଙ୍କୁ ବିବାହ କରିଛନ୍ତି । ତାଙ୍କ ଝିଅ ପ୍ରନୂତନ ବହଳ ମଧ୍ୟ ଜଣେ ଅଭିନେତ୍ରୀ ।[]

ଅଭିନୀତ କଥାଚିତ୍ର

[ସମ୍ପାଦନା]
  • ଷୋହଲା ସତରା (୧୯୯୦)
  • ଅୱଲ ନମ୍ବର (୧୯୯୦)
  • ପାପ କି କମାଈ (୧୯୯୦)
  • ପିଚ୍ଚି ପୁଲ୍ଲିଆଃ (ତେଲୁଗୁ, ୧୯୯୧)
  • ଫତେହ (୧୯୯୧)
  • ନାମଚୀନ (୧୯୯୧)
  • ହଫ୍‌ତା ବନ୍ଦ (୧୯୯୧)
  • ସାଜନ (୧୯୯୧)
  • ଖତ୍‌ରା (୧୯୯୧)
  • ବଂଶ (୧୯୯୨)
  • ୟୁଦ୍ଧପଥ (୧୯୯୨)
  • ତେହଲ୍‌କା (୧୯୯୨)
  • ବାସନ୍ତି ଟାଙ୍ଗେୱାଲି (୧୯୯୨)
  • ସତରଞ୍ଜ (୧୯୯୩)
  • ନଜର୍ କେ ସାମ୍‌ନେ (୧୯୯୫)
  • ହସିନା ଔର୍ ନାଗିନା (୧୯୯୬)
  • ତଲାଶି (୧୯୯୬)
  • ବାସ୍ତବ (୧୯୯୯)
  • ଗ୍ୟାଙ୍ଗ (୨୦୦୦)
  • ୱାଃ! ଲାଇଫ୍ ହୋ ତୋ ଐସି! (୧୦୦୫)
  • ଅମନ କେ ଫରିସ୍ତେ (୨୦୧୬)

ଟେଲିଭିଜନ କାର୍ଯ୍ୟକ୍ରମ

[ସମ୍ପାଦନା]
  • ଦିଲ୍ ମିଲ୍ ଗୟେ
  • ଇତିହାସ
  • ସଞ୍ଜିବନୀ ୨
  • ମର୍ଡ଼ର୍ ସି ରୋଟ୍
  1. "What Pranutan Bahl misses the most about her mother on outdoor shoots - Times of India". The Times of India (in ଇଂରାଜୀ). 9 May 2021. Retrieved 16 February 2022.

ବାହାର ଲିଙ୍କ୍

[ସମ୍ପାଦନା]