Jump to content

ଏଇ ଆମ ପ୍ରେମ କାହାଣୀ

ଉଇକିପିଡ଼ିଆ‌ରୁ
ଏଇ ଆମ ପ୍ରେମ କାହାଣୀ
ନିର୍ଦ୍ଦେଶକରବୀନ୍ଦ୍ର ପ୍ରଧାନ
ପ୍ରଯୋଜକଶ୍ରୀକାନ୍ତ ଗୌତମ
ଉଦୟ ଶଙ୍କର ସେଠୀ
ସଞ୍ଜୟ କୁମାର ରାଉତ
ସଂଳାପଶ୍ରୀକାନ୍ତ ଗୌତମ
ଚିତ୍ରନାଟ୍ୟଶ୍ରୀକାନ୍ତ ଗୌତମ
କାହାଣୀଶ୍ରୀକାନ୍ତ ଗୌତମ
ରବୀନ୍ଦ୍ର ପ୍ରଧାନ
କଳାକାରଅଭିଶେକ ରଥ
ଚୁଲବୁଲି ଚୌଧୁରୀ
ଶ୍ରୀତମ ଦାସ
ମିହିର ଦାସ
ଅଶ୍ରୁମୋଚନ ମହାନ୍ତି
ଶକ୍ତି ବରାଳ
ସଙ୍ଗୀତଚନ୍ଦନ କୁମାର
ଚିତ୍ରଗ୍ରହଣରବୀନ୍ଦ୍ର ପ୍ରଧାନ
ସମ୍ପାଦକରବୀନ୍ଦ୍ର ପ୍ରଧାନ
ମୁକ୍ତିଲାଭ ତାରିଖ
୧୯ ଜାନୁଆରୀ ୨୦୨୪
କଥାଚିତ୍ରର ସମୟ
୧୬୮ ମିନିଟ୍
ଦେଶ ଭାରତ
ଭାଷାଓଡ଼ିଆ

ଏଇ ଆମ ପ୍ରେମ କାହାଣୀ ୨୦୨୪ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶ୍ରୀକାନ୍ତ ଗୌତମ, ଉଦୟ ଶଙ୍କର ସେଠୀ ଓ ସଞ୍ଜୟ କୁମାର ରାଉତ । ଶ୍ରୀକାନ୍ତ ଗୌତମ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ରବୀନ୍ଦ୍ର ପ୍ରଧାନ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ, ସମ୍ପାଦନା କରିଥିଲେ, ସିନେମାଟୋଗ୍ରାଫର୍ ଭାବରେ କାମକରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଚନ୍ଦନ କୁମାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଅଭିଶେକ ରଥ, ଚୁଲବୁଲି ଚୌଧୁରୀ, ଶ୍ରୀତମ ଦାସ, ମିହିର ଦାସ, ଅଶ୍ରୁମୋଚନ ମହାନ୍ତି, ଶକ୍ତି ବରାଳ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୧୯ ଜାନୁଆରୀ ୨୦୨୪ରେ ଏହି କଥାଚିତ୍ରଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।

ଅଭିନୟ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଚନ୍ଦନ କୁମାର । ଗୀତିକାର ଶ୍ରୀକାନ୍ତ ଗୌତମ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ହ୍ୟୁମାନ ସାଗର, ଅସୀମା ପଣ୍ଡା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

କ୍ରମଗୀତଗାୟକସମୟ
1."ତୁ ଆଉ କାହାର ନୁହଁ"ହ୍ୟୁମାନ ସାଗର, ଅସୀମା ପଣ୍ଡା 
2."ଏଇ ଆମ ପ୍ରେମ କାହାଣୀ"ହ୍ୟୁମାନ ସାଗର, ଅସୀମା ପଣ୍ଡା 

ବାହାର ଆଧାର

[ସମ୍ପାଦନା]