ଋଡ଼କୀ
ଦେଖଣା
ଋଡ଼କୀ
Roorkee रुड़की | |
|---|---|
ନଗର | |
The East India Company-era (1854) Ganeshpur bridge over the Ganges Canal in Roorkee, 2008 | |
| Nickname: Shiksha Nagri (Education City) | |
| ଦେଶ | |
| ରାଜ୍ୟ | ଉତ୍ତରାଖଣ୍ଡ |
| ଜିଲ୍ଲା | ହରିଦ୍ୱାର |
| Government | |
| • Type | Municipal Corporation |
| • Body | Nagar Nigam Roorkee |
| Elevation | 268 m (879 ft) |
| Population (2012)[୧] | |
| • Total | ୩,୫୫,୪୭୮ |
| ଭାଷା | |
| • ସରକାରୀ | ହିନ୍ଦୀ |
| Time zone | UTC+୫:୩୦ (IST) |
| ପିନ୍ | ୨୪୭୬୬୭ |
| ଟେଲିଫୋନ କୋଡ଼ | ୯୧ ୧୩୩୨ |
| ଯାନବାହାନ ପଞ୍ଚୀକରଣ | UK 17 |
| ପୁରୁଷ-ନାରୀ ଅନୁପାତ | 1.12[୧] ♂/♀ |
| Distance from New Delhi | 172 kilometres (107 mi) SSW |
| Website | www |
ଋଡ଼କୀ (ହିନ୍ଦୀ : रुड़की Rūṛkī) ଏକ ଭାରତୀୟ ପୌର ବୋର୍ଡ଼ ଅଟେ । ଏହା ଉତ୍ତରାଖଣ୍ଡର ହରିଦ୍ୱାର ଜିଲ୍ଲାରେ ଅବସ୍ଥିତ । ଏହି ସହର ଆଇ.ଆଇ.ଟି ପାଇଁ ପ୍ରସିଦ୍ଧ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଋଡ଼କୀ, ୨୯.୮୬୩୧ ଉତ୍ତର ଅକ୍ଷାଂଶ ଓ ୭୭.୮୯୧୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୭୨ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଋଡ଼କୀ ସହରର ମୋଟ ଜନସଂଖ୍ୟା ୯୭୦୬୪ ଅଟେ ।[୩] ସେଥି ମଧ୍ୟରୁ ୫୨.୮୩% ଜଣ ପରୁଷ ହୋଇଥିବା ବେଳେ ୪୭.୧୭% ଜଣ ନାରୀ ଅଟନ୍ତି । ଋଡ଼କୀର ସାକ୍ଷରତା ହାର ୭୬.୪୯% ଅଟେ । ଏହା ଜାତୀୟ ହାରଠାରୁ ୧୧.୬୫% ପ୍ରତିଶତ ଅଧିକ ଅଟେ । ସେଥିରୁ ୪୨.୫୬% ପ୍ରତିଶତ ପୁରୁଷ ଓ ୩୩.୯୩% ନାରୀ ଅଟନ୍ତି । ୧୧.୧୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
[ସମ୍ପାଦନା]ହିନ୍ଦୀ, ଋଡ଼କୀର ସରକାରୀ ଭାଷା ଅଟେ ।
ପାଣିପାଗ
[ସମ୍ପାଦନା]| Roorkee | ||||||||||||||||||||||||||||||||||||||||||||||||||||||||||||
|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
| Climate chart (explanation) | ||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Census of India, 2011". Office of the Registrar General, India. 2 March 2002. Archived from the original on 16 June 2004. Retrieved 28 May 2010.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.
ବାହାର ଲିଙ୍କ
[ସମ୍ପାଦନା]
ଋଡ଼କୀ travel guide from Wikivoyage- Chisholm, Hugh, ed. (1911). . Encyclopædia Britannica Eleventh Edition. Vol. 23 (11th ed.). Cambridge University Press. p. 706.