ଉଷ୍ଟେକିନୁମାବ

ଉଇକିପିଡ଼ିଆ‌ରୁ
ଉଷ୍ଟେକିନୁମାବ
ଫାଇଲ:Ustekinumab injection (DermNet NZ ustekinumab-injection).jpg
Ustekinumab injection
Monoclonal antibody
TypeWhole antibody
SourceHuman
TargetIL-12 and IL-23
Clinical data
Trade namesStelara
SynonymsCNTO 1275
AHFS/Drugs.commonograph
MedlinePlusa611013
data
Pregnancy
category
Routes of
administration
Subcutaneous, intravenous
Legal status
Legal status
Pharmacokinetic data
Metabolismunknown[୩]
Elimination half-life15–32 days (average 3 weeks)[୩]
Chemical and physical data
FormulaC6482H10004N1712O2016S46
Molar mass୧,୪୫,୬୪୮.୦୬ g·mol−1
  (verify)

ଉଷ୍ଟେକିନୁମାବ, ଏକ ବିକ୍ରୟ ନାମ ଷ୍ଟେଲାରା, ହେଉଛି ଏକ ଔଷଧ ଯାହା କ୍ରନ ରୋଗ, ଅଲସରେଟିଭ କୋଲାଇଟିସ, ପ୍ଲେକ୍ ସୋରିୟାସିସ୍ ଏବଂ ସୋରିଆଟିକ୍ ଗଣ୍ଠି ପ୍ରଦାହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୫] ଅନ୍ୟ କୌଣସି ଚିକିତ୍ସା ଫଳପ୍ରଦ ନ ହେଲେ ଏହା ସାଧାରଣତଃ ବ୍ୟବହୃତ ହୁଏ ।[୬] ଏହା ଶିରାଭ୍ୟନ୍ତର ଇନଫ୍ୟୁଜନ କିମ୍ବା ସବକ୍ୟୁଟାନିସନ ଇଞ୍ଜେକସନ ସାହାଯ୍ୟରେ ଦିଆଯାଏ ।[୬]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଣ୍ଠି ଯନ୍ତ୍ରଣା, ପିଠି ଯନ୍ତ୍ରଣା, ତରଳ ଝାଡ଼ା ଏବଂ ସଂକ୍ରମଣ ହୋଇପାରେ ।[୬] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍‌ସିସ, କର୍କଟ ଏବଂ ରିଭର୍ସିବଲ୍ ପୋଷ୍ଟିରିଅର୍ ଲ୍ୟୁକୋଏନସେଫାଲୋପାଥି ସିଣ୍ଡ୍ରୋମ ଅନ୍ତର୍ଭୁକ୍ତ ହୋଇପାରେ ।[୫] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଆଇଏଲ-୧୨ ଓ ଆଇଏଲ-୨୩କୁ (IL-12 ଏବଂ IL-23) ଟାର୍ଗେଟ କରେ ।[୫] ଏହା ଏକ ରୋଗ ପରିବର୍ତ୍ତନକାରୀ ଆଣ୍ଟିରିଉମାଟିକ୍ ଔଷଧ (DMARD) ଭାବରେ ଶ୍ରେଣୀଭୁକ୍ତ ହୋଇଛି ।[୫]

୨୦୦୯ ମସିହାରେ ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ଉଷ୍ଟେକିନୁମାବ ଚିକିତ୍ସା ନିମନ୍ତେ ଅନୁମୋଦିତ ହୋଇଥିଲା ।[୨] ପାଇଁ [୫] ଯୁକ୍ତରାଜ୍ୟରେ ୪୫ମିଗ୍ରା ଓ ୯୦ ମିଗ୍ରାର ମାତ୍ରା ପାଇଁ ଏହାର ମୁଲ୍ୟ ୨୦୨୧ରେ ୨୧୫୦ ପାଉଣ୍ଡ ଥିଲା ।[୬] ଯୁକ୍ତରାଷ୍ଟ୍ରରେ ଏହାର ପ୍ରତି ୨୫ ମିଗ୍ରା ପରିମାଣର ମୂଲ୍ୟ ୧୨,୫୦୦ ଡଲାର ଥିଲା | [୭]

ଆଧାର[ସମ୍ପାଦନା]

  1. "Ustekinumab (Stelara) Use During Pregnancy". Drugs.com. 26 November 2019. Archived from the original on 22 May 2020. Retrieved 6 April 2020.
  2. ୨.୦ ୨.୧ "Stelara EPAR". European Medicines Agency (EMA). Archived from the original on 6 April 2020. Retrieved 6 April 2020.
  3. ୩.୦ ୩.୧ ୩.୨ "Stelara 45 mg solution for injection (vials) - Summary of Product Characteristics (SmPC)". (emc). 27 February 2020. Archived from the original on 6 April 2020. Retrieved 6 April 2020.
  4. "Stelara- ustekinumab injection, solution Stelara- ustekinumab solution". DailyMed. 24 March 2020. Archived from the original on 2 July 2019. Retrieved 6 April 2020.
  5. ୫.୦ ୫.୧ ୫.୨ ୫.୩ ୫.୪ "Ustekinumab Monograph for Professionals". Drugs.com (in ଇଂରାଜୀ). Archived from the original on 2 February 2017. Retrieved 13 September 2021.
  6. ୬.୦ ୬.୧ ୬.୨ ୬.୩ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1165. ISBN 978-0-85711-369-6.{{cite book}}: CS1 maint: date format (link)
  7. "Stelara Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 22 January 2021. Retrieved 13 September 2021.