ଉଷା ବଚନୀ

ଉଇକିପିଡ଼ିଆ‌ରୁ
ଉଷା ବଚନୀ
ଜନ୍ମ୧୯୬୮
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୯୪–ଏବେଯାଏଁ
ବୈବାହିକ-ସାଥୀମହେଶ ଆନନ୍ଦ (ବିଚ୍ଛେଦ)

ଉଷା ବଚନୀ (ଜନ୍ମ: ୧୯୬୮) ଜଣେ ଭାରତୀୟ ଅଭିନେତ୍ରୀ ।[୧][୨] ସେ ମୁଖ୍ୟତଃ ଦୂରଦର୍ଶନ ଓ କଥାଚିତ୍ରରେ ଅଭିନୟ କରନ୍ତି ।[୩][୪][୫][୬][୭]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ଭୂମିକା
୨୦୦୦ ଦୁଲହନ ହମ୍ ଲେ ଜାଏଙ୍ଗେ ସ୍ମଗଲର୍‌ର ପ୍ରେମିକା
୨୦୦୦ ଦିୱାନେ ବିଶାଲର ଭଉଣୀ
୨୦୦୦ ରାଜୁ ଚାଚା ପ୍ରୀତି
୨୦୦୧ ନାଗ୍ ୟୋନି
୨୦୦୧ ଗଦର୍
୨୦୦୩ ପ୍ୟାର୍ କିୟା ନେହି ଜାଗା ଅଞ୍ଜୁ
୨୦୦୪ କୌନ୍ ହୈ ଯୋ ସପ୍ନୋଁ ମେଁ ଆୟା ପ୍ରମିଳା ଖାନ୍ନା
୨୦୦୫ ଆଂଖୋଁ ମେଁ ସନ୍ପେ ଲିୟେ
୨୦୦୫ ମାଷୁକା
୨୦୦୫ ବବି ଶାଲିନୀ
୨୦୦୬ ଆତ୍ମା
୨୦୦୭ ଲାଇଫ୍ ମେଁ କଭି କଭି ସରିତା ଏସ୍. ଆରୋରା
୨୦୦୮ ଫେସନ (୨୦୦୮ କଥାଚିତ୍ର) ଶୀତଲ

ଦୂରଦର୍ଶନ[ସମ୍ପାଦନା]

ବର୍ଷ ଧାରାବାହିକ ଭୂମିକା ଚେନାଲ୍
୨୦୦୧ ଦୌପଦୀ ହିଡ଼ିମ୍ବା ସାହାରା ୱାନ୍
୨୦୦୨ ଲିପ୍‌ଷ୍ଟିକ୍ ଶବନମ ଜୀ ଟିଭି
୨୦୦୪ ପଞ୍ଚମ ରୁକମଣି
୨୦୦୫ ସିନ୍ଦୂର୍ ତେରେ ନାମ୍ କା ପାମେଲା
୨୦୦୮ ମାତା କି ଚୌକି[୮] ପ୍ରିୟମ୍ବଦା ସାହାର ୱାନ୍
୨୦୦୯ ଉତ୍ତରାୟଣ ଜୟଲକ୍ଷ୍ମୀ ଖୁରାନା କଲର୍ସ୍ ଟିଭି
୨୦୧୪ ଏକ୍ ନୟି ପେହଚାନ୍[୯] ମୀତା ମଞ୍ଚାନ୍ଦ ସୋନି ଟିଭି
୨୦୧୫ ଏକ୍ ବୀର୍ କି ଆଦର୍ଶ ବୀରା ମନଜିତ ସିଂ ଷ୍ଟାର୍ ପ୍ଲସ୍
୨୦୧୭ ଏକ୍ ଥା ରାଜା ଏକ୍ ଥି ରାନି ଅନାଡ଼ି ଜୀ ଟିଭି
୨୦୧୭ କୁଣ୍ଡଲୀ ଭାଗ୍ୟ[୧୦] କରଣା ଲୁଥର

ଆଧାର[ସମ୍ପାଦନା]

  1. "Usha's missing her modelling days". Times Of India Dot Com (in ଇଂରାଜୀ). 2008-02-11. Retrieved 2022-07-04.
  2. "Usha's got to get some new pics". Times Of India Dot Com (in ଇଂରାଜୀ). 2008-02-27. Retrieved 2022-07-04.
  3. "Usha loves being bad". Times Of India Dot Com (in ଇଂରାଜୀ). 2008-02-17. Retrieved 2022-07-04.
  4. "Usha gets back to life!". Times Of India Dot Com (in ଇଂରାଜୀ). 2008-03-25. Retrieved 2022-07-04.
  5. "Usha is busy partying..." Times Of India Dot Com (in ଇଂରାଜୀ). 2008-07-05. Retrieved 2022-07-04.
  6. "Usha is no village belle!". Times Of India Dot Com (in ଇଂରାଜୀ). 2010-04-21. Retrieved 2022-07-04.
  7. "Mink Brar and Usha Bachani in Bigg Boss 6?". Times Of India Dot Com (in ଇଂରାଜୀ). 2012-10-30. Retrieved 2022-07-04.
  8. "Usha Bachani is back in action". Times Of India Dot Com (in ଇଂରାଜୀ). 2008-07-07. Retrieved 2022-07-04.
  9. "After Padmini Kolhapure; Usha Bachani to enter Ekk Nayi Pehchaan". Times Of India Dot Com (in ଇଂରାଜୀ). 2014-05-25. Retrieved 2022-07-04.
  10. "Nilu Kohli enjoys day out with co-actors Usha Bachani, Indira Krishnan". Times Of India Dot Com (in ଇଂରାଜୀ). 2021-12-14. Retrieved 2022-07-04.

ବାହାର ଲିଙ୍କ୍[ସମ୍ପାଦନା]