Jump to content

ଉଲିପ୍ରିସ୍ଟଲ ଆସେଟେଟ

ଉଇକିପିଡ଼ିଆ‌ରୁ
(ଉଲିପ୍ରସ୍ଟିଲ ଆସେଟେଟରୁ ଲେଉଟି ଆସିଛି)
ଉଲିପ୍ରିସ୍ଟଲ ଆସେଟେଟ
Clinical data
Trade namesElla, EllaOne, Esmya, others
SynonymsCDB-2914; 11β-[4-(Dimethylamino)phenyl]-17α-acetoxy-19-norpregna-4,9-diene-3,20-dione
AHFS/Drugs.commonograph
data
Pregnancy
category
  • US: X (Contraindicated)
    Routes of
    administration
    ପାଟିରେ (By mouth)
    Drug class(en:Selective progesterone receptor modulator)[]
    ATC code
    Legal status
    Legal status
    Pharmacokinetic data
    Bioavailabilityପ୍ରାୟ ୧୦୦%
    Protein binding୯୬.୭–୯୯.୫%
    MetabolismLikely CYP3A4
    Elimination half-life୩୨ ଘଣ୍ଟା[]
    Excretionca. ୯୦% ମଳରେ
    Identifiers
    • [(8S,11R,13S,14S,17R)-17-acetyl-11-[4-(dimethylamino)phenyl]-13-methyl-3-oxo-1,2,6,7,8,11,12,14,15,16-decahydrocyclopenta[a]phenanthren-17-yl] acetate
    CAS Number
    PubChem CID
    IUPHAR/BPS
    ChemSpider
    KEGG
    ChEBI
    ChEMBL
    ECHA InfoCard100.207.349 Edit this at Wikidata
    Chemical and physical data
    FormulaC30H37NO4
    Molar mass475.62 g/mol
    3D model (JSmol)
    • CC(=O)OC4(C(C)=O)CCC3C1CCC2=CC(=O)CCC2=C1C(CC34C)c5ccc(N(C)C)cc5
    • InChI=1S/C30H37NO4/c1-18(32)30(35-19(2)33)15-14-27-25-12-8-21-16-23(34)11-13-24(21)28(25)26(17-29(27,30)3)20-6-9-22(10-7-20)31(4)5/h6-7,9-10,16,25-27H,8,11-15,17H2,1-5H3/t25-,26+,27-,29-,30-/m0/s1 ☒N
    • Key:OOLLAFOLCSJHRE-ZHAKMVSLSA-N ☒N
     ☒NcheckY (what is this?)  (verify)

    ଉଲିପ୍ରିସ୍ଟଲ ଆସେଟେଟ (ଇଂରାଜୀ ଭାଷାରେ Ulipristal acetate, ଏକ ବିକ୍ରୟ ନାମ ଏଲ୍ଲା/Ella) ଏକ ଔଷଧ ଯାହା ଆଶୁ ଜନ୍ମ ନିରୋଧ (emergency birth control) ଓ ଜରାୟୁ ଫାଇବ୍ରଏଡ (uterine fibroids) ରୋଗ ଚିକିତ୍ସାରେ ଦିଆଯାଏ । [][][] ଆଶୁ ଜନ୍ମ ନିରୋଧ ନିମନ୍ତେ ଏହା ଯୌନ ସଙ୍ଗମର ୧୨୦ ଘଣ୍ଟା ମଧ୍ୟରେ ବ୍ୟବ‌ହାର କରିବା ଆବଶ୍ୟକ ।[] ଫିବ୍ରଏଡ ଚିକିତ୍ସାରେ ଏହା ୬ ମାସ ପର୍ଯ୍ୟନ୍ତ ଦିଆଯାଇପାରେ ।[]ଏହା ପାଟିରେ ଦିଆଯାଏ ।[]

    ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଅଇ, ଥକ୍କାଣ ଓ ଉଦର ଯନ୍ତ୍ରଣା ହୋଇପାରେ ।[] ଗର୍ଭାବସ୍ଥାରେ ଏହା ଦିଆଯିବା ଉଚିତ ନୁହେଁ ।[] ଏହା ସିଲେକ୍ଟିଭ ପ୍ରୋଜେସ୍ଟିରନ ରିସେପ୍ଟର ମୋଡ୍ୟୁଲେଟର (selective progesterone receptor modulator (SPRM) ଶ୍ରେଣୀର ଔଷଧ । [] ଏହା ପ୍ରୋଜେସ୍ଟେରନର (progesterone) ପ୍ରଭାବକୁ ପ୍ରତିରୋଧ କରି ଡିମ୍ବ କ୍ଷରଣ (ovulation) ବନ୍ଦ କରାଏ ।[]

    ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୧୦ ମସିହାରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଉଲିପ୍ରିସ୍ଟଲ ଆସେଟେଟ ସ୍ୱୀକୃତ ହୋଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ସଂଯୁକ୍ତ ରାଷ୍ଟରେ ଏହାର ଏକ କୋର୍ଷର ମୂଲ୍ୟ ସନ ୨୦୧୫ରେ ୧୭ ପାଉଣ୍ଡ ଥିଲେ ।[] ଗର୍ଭ ସମ୍ଭାବନା ଥିବା ମହିଳାଙ୍କୁ ଏହା ଦେବାକୁ ଅନେକ ଉପଦେଶ ଦିଅନ୍ତି ।[]

    1. 1 2 3 4 5 6 7 8 9 "Ulipristal Acetate". The American Society of Health-System Pharmacists. Archived from the original on 10 ଡିସେମ୍ବର 2017. Retrieved 8 ଡିସେମ୍ବର 2017.
    2. Garnock-Jones, KP; Duggan, ST (October 2017). "Ulipristal Acetate: A Review in Symptomatic Uterine Fibroids". Drugs. 77 (15): 1665–1675. doi:10.1007/s40265-017-0812-3. PMID 28900897.
    3. "Ulipristal - Drugs.com". Drugs.com. Archived from the original on 14 ଡିସେମ୍ବର 2017. Retrieved 14 ଡିସେମ୍ବର 2017.
    4. 1 2 British national formulary : BNF 69 (69 ed.). British Medical Association. 2015. pp. 510, 560. ISBN 9780857111562.
    5. 1 2 Likis, Frances E. (2016). Women’s Gynecologic Health (in ଇଂରାଜୀ). Jones & Bartlett Publishers. p. 243. ISBN 9781284076028. Archived from the original on 10 ଡିସେମ୍ବର 2017.
    6. "WHO Model List of Essential Medicines (20th List)" (PDF). World Health Organization. ମାର୍ଚ୍ଚ 2017. Archived (PDF) from the original on 25 ଅଗଷ୍ଟ 2017. Retrieved 29 ଜୁନ 2017.