ଉଦୟ ଭାନୁ (ଓଡ଼ିଆ କଥାଚିତ୍ର)
ଦେଖଣା
| ଉଦୟ ଭାନୁ | |
|---|---|
| ନିର୍ଦ୍ଦେଶକ | ସୂର୍ଯ୍ୟ ମିଶ୍ର |
| କଳାକାର | ସୂର୍ଯ୍ୟ ମିଶ୍ର ଗ୍ଲୋରିଆ ମହାନ୍ତି |
| ସଙ୍ଗୀତ | ବାସୁଦେବ ରଥ |
ମୁକ୍ତିଲାଭ ତାରିଖ | ୧୯୮୩ |
| ଦେଶ | |
| ଭାଷା | ଓଡ଼ିଆ |
ଉଦୟ ଭାନୁ, ୧୯୮୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ସୂର୍ଯ୍ୟ ମିଶ୍ର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ସୂର୍ଯ୍ୟ ମିଶ୍ର, ଗ୍ଲୋରିଆ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାସୁଦେବ ରଥ । ବିନୋଦ ନାୟକ, ସୋମନାଥ ରାଜଗୁରୁ ଆଦି ଗୀତିକାର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ପ୍ରଣବ ପଟ୍ଟନାୟକ, ଅନୁରାଧା ପୌଡ଼ୱାଲ, ତାନସେନ ସିଂହ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]| କ୍ରମ | ଗୀତ | ସମୟ |
|---|---|---|
| 1. | "ଯାହା ହୁଏ ଏକା[୧]" | ୦୪:୫୦ |
| 2. | "ବେଲୁନ ନବ ବେଲୁନ" | ୦୪:୪୯ |
| 3. | "ଛଙ୍କି ମୋ ରାଗିନି" | ୦୪:୧୦ |
ଆଧାର
[ସମ୍ପାଦନା]- ↑ "Udaya Bhanu Odia Film Songs". odiagaana.com. Archived from the original on 27 November 2017. Retrieved 13 September 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଉଦୟ ଭାନୁ