ଉଦ୍ୱୋଧନ

ଉଇକିପିଡ଼ିଆ ରୁ
Jump to navigation Jump to search
ଉଦ୍ୱୋଧନ
ପ୍ରକାରମାସିକ
ମାଲିକରାମକୃଷ୍ଣ ମଠରାମକୃଷ୍ଣ ମିଶନ
ପ୍ରତିଷ୍ଠାତାସ୍ୱାମୀ ବିବେକାନନ୍ଦ
ସମ୍ପାଦକସ୍ୱାମୀ ଚୈତନ୍ୟାନନ୍ଦ
ଗଠିତଜାନୁଆରୀ ,୧୮୯୯
ଭାଷାବଙ୍ଗଳା
ମୁଖ୍ୟାଳୟକଲିକତା
ବଣ୍ଟନ୭୨୦୦୦[୨୦୧୧]
ୱେବସାଇଟwww.udbodhan.org

ରାମକୃଷ୍ଣ ମଠରାମକୃଷ୍ଣ ମିଶନର ମାସିକ ବଙ୍ଗଳା ମୁଖପତ୍ର । ଏହ ପତ୍ରିକାଟି ସ୍ୱାମୀ ବିବେକାନନ୍ଦଙ୍କଦ୍ୱାରା ୧୮୯୯ ମସିହାରେ ପ୍ରତିଷ୍ଥିତ । ସ୍ୱାମୀ ତ୍ରିଗୁଣାତୀତାନନ୍ଦ ଏହାର ପ୍ରଥମ ସମ୍ପାଦକ ଥିଲେ । ବର୍ତମାନ ଏହା କଲିକତାରୁ ପ୍ରକାଶିତ ହୋଇଥାଏ ଓ ଏହାର ସଦସ୍ୟ ସଙ୍ଖ୍ୟା ପ୍ରାୟ ୭୨୦୦୦ ।

ବାହାର ଆଧର[ସମ୍ପାଦନା]

ଉଦ୍ୱୋଧନ ଛାଞ୍ଚ:ସ୍ୱାମୀ ବିବେକାନନ୍ଦ