ଉଦ୍ବୋଧନ

ଉଇକିପିଡ଼ିଆ ରୁ
Jump to navigation Jump to search
ଉଦ୍ବୋଧନ
ପ୍ରକାର ମାସିକ
ମାଲିକ ରାମକୃଷ୍ଣ ମଠରାମକୃଷ୍ଣ ମିଶନ
ପ୍ରତିଷ୍ଠାତା ସ୍ଵାମୀ ବିବେକାନନ୍ଦ
ସମ୍ପାଦକ ସ୍ଵାମୀ ଚୈତନ୍ୟାନନ୍ଦ
ଗଠିତ ଜାନୁଆରୀ ,୧୮୯୯
ଭାଷା ବଙ୍ଗଳା
ମୁଖ୍ୟାଳୟ କଲିକତା
ବଣ୍ଟନ ୭୨୦୦୦[୨୦୧୧]
ୱେବସାଇଟ udbodhan.org

ରାମକୃଷ୍ଣ ମଠରାମକୃଷ୍ଣ ମିଶନର ମାସିକ ବଙ୍ଗଳା ମୁଖପତ୍ର । ଏହ ପତ୍ରିକାଟି ସ୍ଵାମୀ ବିବେକାନନ୍ଦଙ୍କଦ୍ଵାରା ୧୮୯୯ ମସିହାରେ ପ୍ରତିଷ୍ଥିତ । ସ୍ଵାମୀ ତ୍ରିଗୁଣାତୀତାନନ୍ଦ ଏହାର ପ୍ରଥମ ସମ୍ପାଦକ ଥିଲେ । ବର୍ତମାନ ଏହା କଲିକତାରୁ ପ୍ରକାଶିତ ହୋଇଥାଏ ଓ ଏହାର ସଦସ୍ୟ ସଙ୍ଖ୍ୟା ପ୍ରାୟ ୭୨୦୦୦ ।

ବାହାର ଆଧର[ସମ୍ପାଦନା]

ଉଦ୍ବୋଧନ