ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ

ଉଇକିପିଡ଼ିଆ ରୁ
Jump to navigation Jump to search
ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ
ଲକ୍ଷ୍ୟ"ସାଧନା ସ୍ୱାଭିମାନ ସଦଭାବନା ସ୍ୱୟଂ ସମ୍ପୂର୍ଣତା"
ପ୍ରତିଷ୍ଠା୧୩ ଜୁଲାଇ ୧୯୯୮
ପ୍ରକାରସାର୍ବଜନୀନ
କୁଳାଧିପତିଏସ. ସି. ଜମିର
କୁଳପତିପ୍ରଫୁଲ୍ଲ କୁମାର ମିଶ୍ର[୧]
ଅବସ୍ଥାନବାରିପଦା, ଓଡ଼ିଶା, ଭାରତ ଭାରତ
ଅନୁବନ୍ଧନଇଉ.ଜି.ସି.,
ୱେବସାଇଟhttp://www.nou.nic.in/


ଉତ୍ତର ଓଡ଼ିଶାର ଆଦିବାସୀ ବହୁଳ ଅଞ୍ଚଳରେ, ଉଚ୍ଚଶିକ୍ଷାକୁ ପହଞ୍ଚାଇବା ଉଦ୍ଦେଶ୍ୟରେ, ୧୯୯୮ ମସିହାରେ 'ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ'ର ସ୍ଥାପନା କରାଯାଇଥିଲା ।[୨] ଏହି ବିଶ୍ୱବିଦ୍ୟାଳୟଟି ଓଡ଼ିଶାର ଦୁଇଟି ଆଦିବାସୀ ବହୁଳ ଜିଲ୍ଲା ମୟୂରଭଞ୍ଜକେନ୍ଦୁଝରର ଉଚ୍ଚଶିକ୍ଷାର ଆବଶ୍ୟକତା ପୂର୍ଣ କରିଥାଏ । ଏହି ବିଶ୍ୱବିଦ୍ୟାଳୟ ସହ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ୮୧ଟି ଉଭୟ ବୈଷୟିକ ଓ ଅଣବୈଷୟିକ ମହାବିଦ୍ୟାଳୟ ଅନୁବନ୍ଧିତ ରହିଛନ୍ତି । ଏହି ବିଶ୍ୱବିଦ୍ୟାଳୟରେ ଉଭୟ ମୁକ୍ତ ଓ ଦୂରଶିକ୍ଷା[୩] ମାଧ୍ୟମରେ ଶିକ୍ଷାଦାନ କରାଯାଇଥାଏ ।

ଆଧାର[ସମ୍ପାଦନା]

  1. ଧରିତ୍ରୀ ୦୩/୦୫/୨୦୧୪ ପୃଷ୍ଠା ୯
  2. Ameeta Gupta; Ashish Kumar (2006). Handbook of Universities. Atlantic Publishers & Dist. pp. 658–. ISBN 978-81-269-0608-6. Retrieved 27 September 2012.
  3. http://indiaeducationdiary.in/Shownews.asp?newsid=15036

ବାହାର ଆଧାର[ସମ୍ପାଦନା]

ମୁଖ୍ୟ ୱେବସାଇଟ