ଉଇଲିଆମ ଉଆଡ଼ସ୍ୱାର୍ଥ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ଉଇଲିଆମ ଉଆଡ଼ସ୍ୱାର୍ଥ ଇଂରାଜୀ ଭାଷାର ଜଣେ ସୁପ୍ରସିଦ୍ଧ ରୋମାଣ୍ଟିକ କବି ଥିଲେ । ସାମୁଏଲ ଟେଲର କୋଲରିଜଙ୍କ ସଙ୍ଗେ ସେ ଇଂରାଜୀ ସାହିତ୍ୟର ରୋମାଣ୍ଟିକ ଯୁଗ ଆରମ୍ଭ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।