ଉଇକିପିଡ଼ିଆ ଆଲୋଚନା:ପରିଛା ହେବା ପାଇଁ ଅନୁରୋଧ

Page contents not supported in other languages.
ଉଇକିପିଡ଼ିଆ‌ରୁ

Old discussion[ସମ୍ପାଦନା]

One general comment. Odia wiki project is still in its infancy. DONOT copy paste the strict policies of English wikipedia to odia wiki. Odia wiki is no where near English wikipedia to adopt such strict policies. My comment is about the threatening questions posted by an IP user for an admin candidate. The IP user has also removed all the previous votes and candidates. This is not the way by which you need to build the community. Even the mature Indian language wiki communitis like Malayalam or Tamil won't question prospective wiki admins like this. You must understand that Odia wiki projects is for Odia people. No other Indian language communities is going to work on this project. Odia people have to take care of their project. --Shijualex (ମୋ କଥା) ୦୯:୨୦, ୧୧ ଏପ୍ରିଲ ୨୦୧୧ (UTC)

I totally agree with what Shiju says. What pained me to see was this and this. I must say Odia Wikipedia should concentrate on building the community instead of starting "power struggles", sorry but I had to say that - Tinucherian (ମୋ କଥା) ୦୯:୨୫, ୧୧ ଏପ୍ରିଲ ୨୦୧୧ (UTC)
I respect both your views and nothing is personal here. We all are here for a bigger goal. Few conflicts apart we all want Odia Wikipedia should grow in a constructive direction which is pretty higher than gaining/losing anything personally, so a liberal approach is much needed. Still many messages & templates are to be translated, most of the most important articles are still to be created and the existing articles are to be enhanced. So, please come forward to join hands to grow Odia Wikipedia. All sorts of common ideas and questions can be discussed here in the community portal ସୁଭ ପା/Subhashish Panigrahi (ମୋ କଥା) ୦୯:୩୬, ୧୧ ଏପ୍ରିଲ ୨୦୧୧ (UTC)


Instead of copy pasting English wiki policies, you can draft your own polices which are inline with the general wikipedia guidelines. For example, for adminship you can have a policy some thing like this. For an Odia wiki user to become eligible to apply for admin ship, the user must complete atleast 2 months in odia wiki and should have atleast 500 edits.

Start Village pump and discuss these type of things and reach an agreement regarding these type of things. The wiki contribution should go beyond article creation. start discussing various things about odia wiki. --Shijualex (ମୋ କଥା) ୧୦:୦୬, ୧୧ ଏପ୍ରିଲ ୨୦୧୧ (UTC)

I just have one question for shiju and tinu, If an admin in malayalam wikipedia is obsessed with Karintamil and edits/writes in karintamil, changes the spellings of most of the words in all the articles/templates/instructions in malayalam wikipedia to karintamil. Starts behaving in a bureaucratic fashion by not accepting any suggestions, rather feels or believes what he or she thinks is correct, will you accept the admin or oppose the admin..To me an admin should be neutral..And in case of odia wikipedia, be willing to use the real literary odia used in books, newspapers, education, governmental organisations, communication, etc. and not some hypothetical ancient Odia, which is not accepted at any quarter, be it education, governmental works, newspapers, books & communications. This has been going on for a while here to an extent that most of the words, templates & instructions are not in the proper odia, and they ain't being changed, neither is the changes done by others accepted by the admin. --ସମ୍ବିଧାନ ମହାନ୍ତି

I agree with Sambidhan Mohanty | What do we want from wikipedia ? some information which is available to all and which everyone can understand. Or something which I might have mastered at and I will write in a language which I will think is the best dialect to be writen ? Every language has many dialects and we do not write them, but here at Odia wikipedia it is being done on a basis which no one uiunderstands, someone proclaims to be a genius at some language and he forces it on everyone. ??? How come that be accepted ? Is the government fool, are all the literates fools who speak and write the language, is the thousand years of development of a language a nothing ? Why should someone force something on everyone which no one understands and rather I would say this will only distract everyone. If you wish to show your genius go and create your own media and show it, dont forrce it on a public media like wikipedia.

We live in present and not in some hypothetical era where the language was degraded. We can not advocate the language which does not have any writen evidences. If someone thinks that this is the root of the original odia, that does not mean we all must abide by that and agree to what ever foolish things that are posted on the posts of the wikipedia.

While we at our end are trying to change that, our changes are being discarded??? And the depiction on the front page of the wikipedia are all wrong, how do we change that ??? It is for the betterment of the Odia wikipedia that we are praying for a change in the administratorship. If it is heard, that is alright, else, there is no doubt we can see again another 8-10 years of bad days for wikipedia.

Dhanyabaad.

Jyoti Prasad Pattnaik (ମୋ କଥା) ୦୯:୦୧, ୧୮ ଏପ୍ରିଲ ୨୦୧୧ (UTC)

ଓଡ଼ିଆ ଉଇକିପିଡ଼ିଆରେ ପରିଚାଳକ (Admin) ପାଇଁ କିଛି ନୀତିନିୟମ ବାବଦରେ ଆଲୋଚନା[ସମ୍ପାଦନା]

ଓଡ଼ିଆ ଉଇକିପିଡ଼ିଆରେ ପରିଛା (Admin) ପାଇଁ କିଛି ନୀତିନିୟମ ରହିବା ଜରୁରୀ, ଯଦିଓ ଏବେକାର ପରିସ୍ଥିତିରେ ଅଧିକ ପରିଛାଙ୍କର ଆବଶ୍ୟକତା ନାହିଁ ପରେ ହୁଏତ କିଛି ଅସୁବିଧା ଉପୁଜିପାରେ ଏହାକୁ ନେଇ । ତେଣୁ କିଛି ନୀତି ନିୟମ ରଖିବାର ଆବଶ୍ୟକତା ଅଛି । ତେବେ ଏହି ଉଇକିର ଆକାରକୁ ନେଇ ଭବିଷ୍ୟତ ପାଇଁ କେତେକ ନିୟମର ଛାଞ୍ଚ ମୁଁ ଏଠାରେ ଲେଖୁଛି । ଅନ୍ୟମାନେ ଦୟାକରି ନିଜର ମତ ଦିଅନ୍ତୁ ଓ ଶେଷର ସଭିଙ୍କ ମତକୁ ନେଇ ନୀତିବଳି ରଖାଯିବ ।

  • ଜଣେ ଉଇକିଆଳି/ସମ୍ପାଦକ ଅତି କମରେ ? ମାସ/ବର୍ଷ ଧରି ସକ୍ରିୟ ଥିବା ଦରକାର ।
  • ଉଇକିଆଳି/ସମ୍ପାଦକଙ୍କର ଯୋଗଦାନ କେବଳ ନୂଆ ଲେଖିବାରେ ସୀମିତ ନ ହୋଇ ଅନ୍ୟମାନଙ୍କ ଲେଖାକୁ ସୁଧାରିବା ତଥା ଅଦରକାରୀ ତଥ୍ୟକୁ ହଟାଇବାରେ ମଧ୍ୟ ଥିବା ଜରୁରୀ ।
  • ଉଇକିଆଳି/ସମ୍ପାଦକଙ୍କର ସମସ୍ତ ଯୋଗଦାନ ଉଇକିପିଡ଼ିଆର ପାଞ୍ଚଟି ସ୍ତମ୍ଭ ଭିତରେ ହୋଇଥିବା ନିତାନ୍ତ ଜରୁରୀ ।

--ସୁଭାସିସ ପାଣିଗାହିମୋତେ କହିବେ କିଛି? ୦୫:୫୮, ୧୧ ଅକ୍ଟୋବର ୨୦୧୨ (UTC)

କେବଳ ଅଭିଜ୍ଞ ଓକିଆଳିଙ୍କୁ ହିଁ ପରିଛା ହେବା ନିମନ୍ତେ ସୁଯୋଗ ଦେବା ଦରକାର । ସେଥିପାଇଁ:
  • ଜଣେ ଓକିଆଳି ଉଇକିପିଡ଼ିଆର ପାଞ୍ଚଟି ସ୍ତମ୍ଭ ଭିତରେ ରହି ଓଡ଼ିଆ ଉଇକିପିଡ଼ିଆରେ ଅତି କମରେ ୧୨ ମାସ ଧରି ସକ୍ରିୟ ଥିବା ଦରକାର ।
  • ମୋଟ ସମ୍ପାଦନା ସଂଖ୍ୟା ଅତି କମରେ ୫,୦୦୦ (ସମୟସୀମା ନଥାଇ) ହୋଇଥିବା ଦରକାର ।
  • ଚାଟସଭାରେ ନୂଆ ବ୍ୟବହାରକାରୀଙ୍କ ପ୍ରଶ୍ନର ଠିକ ଉତ୍ତର ଦେବା ସହ ବଛା ଲେଖା ଓ ବଛା ଛବି ମନୋନୟନରେ ସହଯୋଗ କରିଥିବା ଦରକାର ।
ଅନ୍ୟ ଭାରତୀୟ ଭାଷାର (ଯେଉଁଥିରେ ସଚଳ ବ୍ୟବହାରକାରୀଙ୍କ ସଂଖ୍ୟା ଅଧିକ), ନୀତିନିୟମକୁ ଦେଖି ଓଡ଼ିଆ ଉଇକିପିଡ଼ିଆ ନିମନ୍ତେ ଆବଶ୍ୟକୀୟ ବଦଳ କରି ତାହାକୁ ପ୍ରସ୍ତୁତ କଲେ ଠିକ ହୁଅନ୍ତା ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୦:୪୮, ୧୨ ଅକ୍ଟୋବର ୨୦୧୨ (UTC)

ମୁଁ ମୃତ୍ୟୁଞ୍ଜୟ ଭାଇଙ୍କ ମତରେ ଏକମତ । ସେମିତି କିଛି ମାପଦଣ୍ଡ 'ସମ୍ପାଦନ ସଂଖ୍ୟା' ପାଇଁ ନ ରଖାଯାଉ । (ଉଦାହରଣ ଭାବେ ଜଣେ ଇଚ୍ଛୁକ ସଭ୍ୟ ୧୨ ମାସ ସକ୍ରିୟ ହେବା ଦରକାର, ୨,୦୦୦ ରୁ ଅଧିକ ସମ୍ପାଦନା ସଂଖ୍ୟା ହେବା ଦରକାର, ଅତି କମରେ ଦୁଇଟି ଉତ୍ତମ ଲେଖା, ସବୁ କ୍ଷେତ୍ରରେ କଉଁଠି କଣ କରାଯିବ ଜାଣିଥିବା ଦରକାର, ସମସ୍ତ ଆଲୋଚନାରେ ଭାଗ ନେଉଥିବା ଦରକାର, ସବୁ ନୀତିନିୟମ ଜାଣିଥିବା ଦରକାର, ନୂଆ ସଭ୍ୟଙ୍କୁ ସ୍ଵାଗତ କରି ସମ୍ପାଦନରେ ସାହାଯ୍ୟ କରିବା ଦରକାର, ପ୍ରଧାନ ପୃଷ୍ଠାରେ ବଛା ଲେଖା ଓ ବଛା ଛବି କେମିତି ଠିକ ସମୟରେ ବଦଳା ଯାଇପାରିବ ଜାଣିଥିବା ଦରକାର ଏବଂ ପରିଚାଳକର କାମ en:Wikipedia:Administrators' reading list, en:Wikipedia:Administrators' how-to guide, en:Wikipedia:What adminship is not ଭଲ ଭାବେ ଜାଣିଥିବା ଦରକାର ।) ମୋ ମତରେ:

  • ପରିଚାଳକର ଆବଶ୍ୟକତା ହେଲେ ଆମେ ଜଣେ ଅଭିଜ୍ଞ, ସକ୍ରିୟ ସଭ୍ୟଙ୍କୁ ମନୋନୀତ କରି ପାରିବା । ତାପରେ ସେ ଚାହିଁଲେ ହୋଇପାରିବେ ।
  • ଜଣେ ଯଦି ନିଜକୁ ମନୋନୀତ କରିବାକୁ ଚାହୁଁଛନ୍ତି, ସେ ନିଜକୁ ମନୋନୀତ କରିପାରନ୍ତି । କିନ୍ତୁ ସଭ୍ୟ ଅତି ବିଶ୍ଵସନୀୟ ହେବା ଦରକାର ଏବଂ ସମସ୍ତ ପରିଚାଳକଙ୍କ ସମର୍ଥନ ମିଳିବା ଅତି ଆବଶ୍ୟକ ।
  • ନିଜକୁ ମନୋନୀତ କରିବା ସମୟରେ ଭଲ ଭାବେ ଜଣାଇବା ଦରକାର ସେ କଣ କାମ କରିବାକୁ ଚାହୁଁଛନ୍ତି, ତାହାକୁ ଏବଂ ଅବଦାନକୁ ଆଖିରେ ରଖି ଆମେ ତାଙ୍କୁ ମନୋନୀତ କରିପାରିବୁ ।
  • ଯଦି କେହି ପରିଚାଳକ ହେବା ପରେ ନୀତିନିୟମର ଉଲ୍ଲଂଘନ କରେ, କିମ୍ବା toolର ଭୁଲ ବ୍ୟବହାର କରେ, ତେବେ ଆମେ ସମସ୍ତେ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେଇ ପାରିବା ।
  • ଆମେ ସମସ୍ତେ ପରିଚାଳକ ହିସାବରେ ନିଶ୍ଚିତ ରୂପେ ମନୋନୟନ ପ୍ରକ୍ରିୟାରେ ନିରପେକ୍ଷ ଭାବେ ଭାଗ ନେବା ଏବଂ କେହି ନୂଆ ପରିଚାଳକ ହେଲେ ତାଙ୍କୁ ସାହାଯ୍ୟ କରିବା ।

କେହି ଯଦି ମନୋନୟନ ପରେ ପରିଚାଳକ ହୋଇ ନ ପାରନ୍ତି, ସମସ୍ତଙ୍କ ସମର୍ଥନ ନ ମିଳେ; ସେ ଅବଦାନ ଜାରି ରଖି, ୬ ମାସ ପରେ ଚାହିଁଲେ ପୁଣି ଥରେ ମନୋନୀତ କରିପାରିବେ । ଏବେ ଠିକ ଭାବେ ପରିଚାଳନା ପାଇଁ ଉଇକିପିଡ଼ିଆରେ ନିୟମର ଆବଶ୍ୟକତା ରହିଛି, ଆଶା କରୁଛି ସମସ୍ତେ ସହଯୋଗ କରିବେ । -- ଅଂଶୁମାନ ତାର ଯୋଡ଼ିବେ? ୧୦:୨୧, ୧୩ ଅକ୍ଟୋବର ୨୦୧୨ (UTC)

ଅତି କମରେ ଦୁଇ ଜଣ ପରିଚାଳକ, ଇଛୁକ ପାର୍ଥୀଙ୍କ ଅବଦାନଗୁଡ଼ିକୁ ନିରପେକ୍ଷ ଭାବେ ନିରୀକ୍ଷଣ କରି ଏକମତ ହେବା ଦରକାର । -- ଅଂଶୁମାନ ତାର ଯୋଡ଼ିବେ? ୦୬:୧୭, ୨ ଅପ୍ରେଲ ୨୦୧୩ (UTC)