ସହଯୋଗ ଆଲୋଚନା:ଓଡ଼ିଆରେ ଟାଇପ କିପରି କରିବେ/ଲେଖନୀ
ନୂଆ ଯୋଡ଼ନ୍ତୁଦେଖଣା
(ଉଇକିପିଡ଼ିଆ ଆଲୋଚନା:ଲେଖନୀରୁ ଲେଉଟି ଆସିଛି)
Latest comment: ୮ ବର୍ଷ ପୂର୍ବେ by Psubhashish in topic Other discussions
Mnu jhumuri gouda mna ghara mantiridi gouda sahi thana golantara jila ganjam mobile number 9556149973 mnu lekhi janaibara karana ahi kije mate berhampur sita ram sahi ra gate pua dilip kumar mahankuda badabajar thana mate bibaha prati sruti dei prem jalare phasei mna tharu 6 lakhya 75 thousand 6 tula gold madhya neijaichi mate marriage hauni mate dhamak chamak dei jibanaru marideba pain kahuchi mate ghara laka rahiba pain jaga daunahanti ki tanka ghara laka naunahanti mate dunia laka ghurana karuchanti banchi pain daunahanti apana nkara sahajya mate nihati abasyaka mna Pakhare tanka nanhi ki nyayaa nanhi okila chanhuchi kebala tanka police bhi khali tanka chanhuchanti mnu banchibi kemiti upaya diantu mna
Bugs
[ସମ୍ପାଦନା]| Combination | Current output | Correct output | Comments |
|---|---|---|---|
| qi, Qi | ଡ଼ଇ, ଢ଼ଇ | ଡ଼ି, ଢ଼ି | Same for qa, qo, qou, qau, qe, qR |
| mn | ମ୍ଣ | ମନ | Same for CONSONANT+r/l/L/v/w |
| sth, stha, sthi, sthI, stho, sthou/sthau, sthe, sthai | ଷ୍ଠ, ଷ୍ଠା, ଷ୍ଠି, ଷ୍ଠୀ, ଷ୍ଠୋ, ଷ୍ଠୌ, ଷ୍ଠେ, ଷ୍ଠୈ | ||
| kt, ktha | କ୍ତ, କ୍ଥା | କତ, କଥା | |
| ଉଦାହରଣ | ଉଦାହରଣ | ଉଦାହରଣ | |
| ଉଦାହରଣ | ଉଦାହରଣ | ଉଦାହରଣ | |
| ଉଦାହରଣ | ଉଦାହରଣ | ଉଦାହରଣ | |
| ଉଦାହରଣ | ଉଦାହରଣ | ଉଦାହରଣ | |
| ଉଦାହରଣ | ଉଦାହରଣ | ଉଦାହରଣ | |
| ଉଦାହରଣ | ଉଦାହରଣ | ଉଦାହରଣ |
Other discussions
[ସମ୍ପାଦନା]- Bug ପାଇଁ ଅନୁରୋଧ କରାଗଲା, ସଭିଏଁ ଏହି ଲିଙ୍କ (https://bugzilla.wikimedia.org/show_bug.cgi?id=40913) ରେ ଯାଇ ଦେଖିପାରିବେ ଆଉ ଏଠାରେ ଆଗରୁ ଭୋଗୁଥିବା ଅସୁବିଧା ଇଂରାଜୀରେ ଲେଖିପାରିବେ । --ସୁଭାସିସ ପାଣିଗାହିମୋତେ କହିବେ କିଛି? ୦୫:୩୮, ୧୧ ଅକ୍ଟୋବର ୨୦୧୨ (UTC)
- ରେଫ ନାହିଁ । --Gorvachove (ମୋ ଆଲୋଚନା) ୧୭:୨୦, ୧୨ ଡିସେମ୍ବର ୨୦୧୨ (UTC)
- X - ଷ ହେଉନାହିଁ
- ମାତ୍ରାର ଦ୍ଵିତୀୟ ଧାଡି କାମ କରୁନାହିଁ
- Conjunct - good
ସୁବାସ ଚନ୍ଦ୍ର ରାଉତ
- @Psubhashish: X - ଷ, nn - ନ୍ନ; କାମ କରୁନାହିଁ । -- ଅଂଶୁମାନ ତାର ଯୋଡ଼ିବେ? ୧୯:୧୧, ୧୨ ଫେବୃଆରୀ ୨୦୧୮ (IST)
- @Ansumang: ସେଇଟା ପରା ବଦଳେଇଦିଆଗଲାଣି କେବେଠୁ । ଅକ୍ଷରସଜ୍ଜାରେ ଏବେର ସଜାଣି ଅଛି । --ସୁଭାସିସ ପାଣିଘରି (ଆଳାପ) ୨୦:୦୪, ୧୨ ଫେବୃଆରୀ ୨୦୧୮ (IST)
- @Psubhashish: X - ଷ କାମ କରୁନି ଆଉ ନ୍ତୁ ବା ନ୍ତ କେମିତି ଲେଖାଯିବ ? -- ଅଂଶୁମାନ ତାର ଯୋଡ଼ିବେ? ୧୨:୦୦, ୧୪ ଫେବୃଆରୀ ୨୦୧୮ (IST)
- @Ansumang: ତଳ ଲେଆଉଟଟା ହଉଚି ଏବେର । ଏଥିରେ s+h = ଷ । ତେଣୁ "ଷ" କାମକରୁଛି । ସବୁ ଯୁକ୍ତାକ୍ଷର ହଳନ୍ତ ଦେଇ ଲେଖିହେବ ଯଥା "ନ+୍+ତ+ୁ=ନ୍ତୁ" । କେବଳ "ଙ୍କ (n+k), ଙ୍ଖ (n+k+h), ଙ୍ଗ (n+g), ଙ୍ଘ (n+g+h) ଆଉ ମ୍ପ (m+p), ମ୍ଫ (m+p+h), ମ୍ବ (mb), ମ୍ଭ (m+b+h)" ଆଦି ଯୁକ୍ତାକ୍ଷରର ବ୍ୟବହାର ଅଧିକ ହେଉଥିବାରୁ ସେଗୁଡ଼ିକ ବିନା ହଳନ୍ତରେ ମଧ୍ୟ ଲେଖିହେବ । z ହେଉଛି ହଳନ୍ତ । --ସୁଭାସିସ ପାଣିଘରି (ଆଳାପ) ୧୩:୩୮, ୨୦ ଫେବୃଆରୀ ୨୦୧୮ (IST)
- @Psubhashish: ଠିକ ଅଛି, ଧନ୍ୟବାଦ । Microsoft ILIT ରୁ ଲେଖନୀକୁ ଆସିଲି ତ, ଆଛା କେତେ ଜଣ "ଲେଖନୀ" ବ୍ୟବାହାର କରୁଛନ୍ତି, ଖାସ କରି ଉଇକିପିଡିଆରେ ?? ୧୭:୪୭, ୨୦ ଫେବୃଆରୀ ୨୦୧୮ (IST)
- @Ansumang: 🙏 ବ୍ୟବହାରକାରୀଙ୍କ ସଂଖ୍ୟା ଜାଣିବାକୁ ମୋର ବି ଭାରି ଇଚ୍ଛା ହେଲେ ଏଯାଏ ଆମେ ସର୍ଭେ ବା ସେମିତି କିଛି କରିପାରିନେ । କେବେ ଗୋଟେ କଲେ ଭଲହୁଅନ୍ତା । @Saileshpat:, ତମେ ଯେଉଁ ସର୍ଭେ କରିବା ଯୋଜନା କରୁଛ ସେଥିରେ କିଏ କେଉଁ ଇନପୁଟ ଟୁଲ ବ୍ୟବହାର କରନ୍ତି ସେ ବାବଦରେ ଗୋଟେ ପ୍ରଶ୍ନ ପଚାରିପାରିବ? ଏଇ ଜିନିଷଟି ଜାଣିପାରିଲେ ଭଲହୁଅନ୍ତା । ସେଇ ଅନୁସାରେ ସବୁଠୁ ଅଧିକ ବ୍ୟବହୃତ ଇନପୁଟ ଟୁଲକୁ ଆମେ ଅଧିକ ପ୍ରଚାର କରନ୍ତେ । ବାକିସବୁ ରହନ୍ତେ ହେଲେ ଆମେ ଆମର ସମୟ ସେଥିରେ ବେଶୀ ସାରନ୍ତେନି । --ସୁଭାସିସ ପାଣିଘରି (ଆଳାପ) ୧୦:୨୨, ୨୧ ଫେବୃଆରୀ ୨୦୧୮ (IST)