ଉଇକିପିଡ଼ିଆ ଆଲୋଚନା:କର୍ମଶାଳା/କଟକ/୭

Page contents not supported in other languages.
ଉଇକିପିଡ଼ିଆ‌ରୁ

କଟକ ଓ ଭୁବନେଶ୍ଵର, ମାନେ ଯମଜ ନଗରୀକୁ ନେଇ ଏକ ଉଇକି-କ୍ଲବ ଗଠନ ପାଇଁ ଏଥିରେ ଆଲୋଚନାର ମୂଳ ପ୍ରସଙ୍ଗ ହେଉ । ଆଉ ସାଧାରଣ ନାମ ବଦଳରେ ଟିକେ ନୂଆ ଢଙ୍ଗର ନାମ ଦେଲେ ଭଲ ହୁଅନ୍ତା, ଯଥା: ଯମଜ ନଗରୀ ଉଇକି-ଟୁଙ୍ଗି ବା ସେମିତି କିଛି । କିଛି ସମୟ ପାଇଁ ମୁଁ ସ୍କାଇପ ବା ଗୁଗଲ ହାଙ୍ଗଆଉଟରେ ଆସିପାରିବି । ଆଉ ଏଥିରେ କଟକ ଆଉ ଭୁବନେଶ୍ଵରର ଉଇକିଆଳିମାନେ ମିଶି ଏକାଠି ନାନାଦି କାମ କରିବେ । WikiLovesMonument ଉପରେ ବି ଆଲୋଚନା ହେଉ ଆଉ ସେଥିରେ ଓଡ଼ିଆ ଉଇକିଆଳିମାନେ ଭାଗନେଇ କଣ କଣ କରିପାରିବେ ତା ସମ୍ବନ୍ଧରେ ଆଲୋଚନା କରିବେ ।--ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୫:୦୨, ୩୧ ଅଗଷ୍ଟ ୨୦୧୨ (UTC)

ଆଉ କିଛି[ସମ୍ପାଦନା]

ସୁଭାସିସ ଭାଇଙ୍କ ସହ ସହମତ।ଏହା ବ୍ୟତିତ ଆମ ଓଡ଼ିଆ ଉଇକିପିଡ଼ିଆର ପ୍ରଚାର ଓ ପ୍ରସାର ପାଇଁ କିଛି ଆଲୋଚନା କଲେ ଭଲ ହୁଅନ୍ତା।ମୋ ମତରେ ଏହା ଫଳରେ ପାଠକଙ୍କ ସଂଖ୍ୟା ବୃଦ୍ଧି ହେବା ସହିତ ନୂଆ ଉଇକିଆଳି ମାନେ ମଧ୍ୟ ଲେଖିବା ପାଇଁ ଆଗଭର ହୁଅନ୍ତେ। ଅଧିକ ଉଇକିଆଳି ହେଲେ ପ୍ରସଙ୍ଗ ଗୁଡିକ ପରିମାର୍ଜିତ ହେବା ସହିତ ଓଡ଼ିଆ ଉଇକିପିଡ଼ିଆର ମାନ ଏବଂ ପ୍ରସଙ୍ଗ ସଂଖ୍ୟା ବଢି଼ବାରେ ସହାୟ ହେଇପାରିବ।----Aditya Mahar (ମୋ ଆଲୋଚନା) ୦୭:୩୮, ୧ ସେପ୍ଟେମ୍ବର ୨୦୧୨ (UTC)