ଉଇକିପିଡ଼ିଆ ଆଲୋଚନା:ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ୨୦୨୫
ଦେଖଣା
ହୋମ୍ | ୨୦୨୫ | ୨୦୨୪ | ୨୦୨୩ | ୨୦୨୨ | ୨୦୨୧ | ୨୦୨୦ | ୨୦୧୯ |

ପୁରସ୍କାର ରାଶି ବାବଦରେ ଆଲୋଚନା
[ସମ୍ପାଦନା]ଆଜି ଏହି ଗଣ-ସମ୍ପାଦନାର ଆନ୍ତର୍ଜାତୀୟ ସ୍ତରର ଆୟୋଜକଙ୍କ ତରଫରୁ ଆସିଥିବା ସୂଚନା ଅନୁସାରେ ଆମ ପ୍ରକଳ୍ପ ପାଇଁ ତିନୋଟି ପୁରସ୍କାର ପ୍ରଦାନ କରାଯିବ । ପ୍ରଥମ ପୁରସ୍କାର ୨୫ ଡଲାର, ଦ୍ୱିତୀୟ ପୁରସ୍କାର ୨୦ ଡଲାର ଓ ଶ୍ରେଷ୍ଠ ଜୁରୀ ପ୍ରସଙ୍ଗ ପୁରସ୍କାର ୧୫ ଡଲାର । ସେହି ଅନୁସାରେ ପ୍ରତିଯୋଗିତା ପୃଷ୍ଠାରେ ପୁରସ୍କାର ରାଶି ଅଦ୍ୟତନ କରାଯାଇଛି । ଆନ୍ତର୍ଜାତୀୟ ସ୍ତର ପାଇଁ ପୁରସ୍କାର ରାଶି ସମାନ ରହିଛି । ଗପୁ (ମୋ ଆଲୋଚନା) ୨୦:୦୪, ୨୫ ଫେବୃଆରୀ ୨୦୨୫ (IST)