ଉଇକିପିଡ଼ିଆ ଆଲୋଚନା:ଏସିଆ ମାସ ଗଣସମ୍ପାଦନା ୨୦୨୫
ନୂଆ ଯୋଡ଼ନ୍ତୁ| ହୋମ୍ | ୨୦୨୫ | ୨୦୨୪ | ୨୦୨୩ | ୨୦୨୨ | ୨୦୨୧ | ୨୦୨୦ | ୨୦୧୯ | ୨୦୧୮ | ୨୦୧୭ | ୨୦୧୬ | ୨୦୧୫ |
| ମୁଖ୍ୟପୃଷ୍ଠା | ନିୟମାବଳୀ | ଆଲୋଚନା | ସହାୟତା | ଅଂଶଗ୍ରହଣ କରିଥିବା ଉଇକିଆଳି |
କୌଣସି ଦ୍ୱନ୍ଦ ହେଲେ ଏଠାରେ ଆଲୋଚନା କରିପାରିବେ
[ସମ୍ପାଦନା]ଗଣ-ସମ୍ପାଦନା ପାଇଁ ଆବଶ୍ୟକ ଅର୍ଥ ବାବଦରେ
[ସମ୍ପାଦନା]ଗତବର୍ଷ ଏହି ଗଣ-ସମ୍ପାଦନା ପାଇଁ ଏସିଆ ମାସ ଇଉଜର ଗ୍ରୁପ ତରଫରୁ କିଛି ଭାରତୀୟ ଉଇକିଆଳିମାନଙ୍କୁ କିଛି ଅର୍ଥ ସହାୟତା ରୂପରେ ପ୍ରଦାନ କରାଯାଇଥିଲା । ଏଥର ଆମେ ମଧ୍ୟ କିଛି ଆବେଦନ କରିଛୁ, ଯଦିଓ ଅର୍ଥ ଆକାରରେ ଆସିନପାରେ, କିନ୍ତୁ ପୁରସ୍କାର ପାଇଁ ହୁଏତ କିଛି ଗିଫ୍ଟ ମିଳିପାରେ । ଏକ ଅଫ୍ଲାଇନ୍ ଗଣ-ସମ୍ପାଦନା ପାଇଁ ମଧ୍ୟ ମୁଁ ଆବେଦନ କରିଛି । ଆଡ୍ଭାନ୍ସଡ୍ ଟିଟିଟିରେ ଦକ୍ଷିଣ ଏସିଆର ବ୍ରାଣ୍ଡ ଆମ୍ବାସଡର ସନ୍ତୋଷ ନୋଟାଗର ଓ ଇଉଜର ଗ୍ରୁପ୍ର ଷ୍ଟିଅରିଂ କମିଟିର ସଦସ୍ୟ କୁଳଦୀପ ସହିତ ମଧ୍ୟ ଆଲୋଚନା କରିଛି । ଯଦି କିଛି ଅର୍ଥ ଆସେ କିମ୍ବା ପୁରସ୍କାର ପାଇଁ କିଛି ଜଣାପଡ଼େ, ଏହି ଆଲୋଚନାରେ ଅଦ୍ୟତନ କରାଯିବ । ଗପୁ (ମୋ ଆଲୋଚନା) ୨୦:୨୯, ୧୪ ଅକ୍ଟୋବର ୨୦୨୫ (IST)
ଗଣ-ସମ୍ପାଦନାରେ ଭାଗ ନେବାକୁ ନିମନ୍ତ୍ରଣ ବାବଦରେ
[ସମ୍ପାଦନା]ଏହି ଗଣ-ସମ୍ପାଦନାରେ ଯୋଗ ଦେବା ପାଇଁ ସକ୍ରିୟ ଥିବା କିଛି ସଦସ୍ୟମାନଙ୍କ ଆଲୋଚନା ପୃଷ୍ଠାରେ ନିମନ୍ତ୍ରଣ ଦେବା ସହିତ ଆଲୋଚନା ସଭାରେ ମଧ୍ୟ ସେୟାର୍ କରାଯାଇଛି । ଏହା ବ୍ୟତୀତ ସୋସିଆଲ୍ ମିଡ଼ିଆରେ ବିଭିନ୍ନ ପୋଷ୍ଟ ସେୟାର୍ କରି ମଧ୍ୟ ଅନ୍ୟମାନଙ୍କୁ ନିମନ୍ତ୍ରଣ କରିବାର ଯୋଜନା ରହିଛି । ଗପୁ (ମୋ ଆଲୋଚନା) ୨୦:୩୩, ୧୪ ଅକ୍ଟୋବର ୨୦୨୫ (IST)
