Jump to content

ଉଇକିପିଡ଼ିଆ:ଉଇକିପ୍ରକଳ୍ପ ଓଡ଼ିଶା/ଓଡ଼ିଶାର ବିଦ୍ୟାଳୟ

ଉଇକିପିଡ଼ିଆ‌ରୁ

ପ୍ରକଳ୍ପର ଲକ୍ଷ

[ସମ୍ପାଦନା]

ଉଇକିପ୍ରକଳ୍ପ ଓଡ଼ିଶାର ବିଦ୍ୟାଳୟ ଓଡ଼ିଶାର ବିଦ୍ୟାଳୟମାନଙ୍କର ତାଲିକାରେ ଥିବା ଦରକାରୀ ପ୍ରସଙ୍ଗର ଲିଖନ ଓ ପରିଚାଳନା ପାଇଁ ଆରମ୍ଭ କରାଯାଇଛି, ଓଡ଼ିଶାର ବିଦ୍ୟାଳୟ ମାନଙ୍କ ବିଷୟରେ ଜାଣିବାକୁ ଆଗ୍ରହୀ ଥିବା ବ୍ୟବହାରକାରୀଗଣ ଏଥିରେ ଭାଗ ନେଇ ପାରିବେ ।

ଆପଣ କିପରି ଏଥିରେ ଭାଗନେବେ

[ସମ୍ପାଦନା]
  • ଓଡ଼ିଆରେ ଏହି ପ୍ରକଳ୍ପରେ ଭାଗ ନେବା ପାଇଁ ଇଚ୍ଛୁକ ସମ୍ପାଦକଗଣ ତଳେ ଥିବା ଇଚ୍ଛୁକ ବ୍ୟବହାରକାରୀ ବିଭାଗକୁ ଯାଇ ନିଜ ନାମ ଲେଖାନ୍ତୁ ।
  • ତାଲିକା ମଧ୍ୟରୁ ନିଜ ପସନ୍ଦର ଏକ ପ୍ରସଙ୍ଗ ବାଛି ତାହାକୁ ଉନ୍ନତ କରନ୍ତୁ/ ନୂଆ ପ୍ରସଙ୍ଗଟିଏ (ନାଲି ରଙ୍ଗରେ ଚିହ୍ନିତ) ଗଢ଼ନ୍ତୁ ।

ଇଚ୍ଛୁକ ବ୍ୟବହାରକାରୀ

[ସମ୍ପାଦନା]
  1. ପ୍ରକୃତ ନାମ (ଆଲୋଚନା)

ପ୍ରକ୍ରିୟା

[ସମ୍ପାଦନା]
  • ତଳେ ଦିଆଯାଇଥିବା ତାଲିକାରେ ଥିବା ପ୍ରସଙ୍ଗସମୂହ ଇଂରାଜୀରୁ ଓଡ଼ିଆକୁ ଅନୁବାଦ କରନ୍ତୁ ।
  • ପ୍ରତିଟି ପ୍ରସଙ୍ଗ ଇଂରାଜୀରୁ ପୁରାପୁରି ଅନୁବାଦ ନକରି ପାରିଲେ ବି ତାହାର ମୁଖ୍ୟ ଭାଗ ଅନୁବାଦ କରନ୍ତୁ ।
  • ଚିକିତ୍ସା ବିଜ୍ଞାନ ସହ ଜଡ଼ିତ ଛାତ୍ର, ଡାକ୍ତର ଆଦି ଏହି ପ୍ରକଳ୍ପରେ ଭାଗ ନେଇ ପାରିବେ ।
  • ଯଦି ଆଗରୁ ଚିକିତ୍ସା ବିଜ୍ଞାନ ଉପରେ ଆଗରୁ କିଛି ପ୍ରସଙ୍ଗ ରହିଛି ତେବେ ତାହାକୁ ଉନ୍ନତ ଓ ବିସ୍ତାର କରନ୍ତୁ ।
  • ସୁଲିଖିତ, ନିର୍ବାଚିତ ପ୍ରସଙ୍ଗସମୂହକୁ ପି.ଡି.ଏଫ. ଭାବରେ ପ୍ରକାଶିତ କରାଯିବ ।

ଆପଣଙ୍କ ପାଇଁ କାମ

[ସମ୍ପାଦନା]
  1. ଓଡ଼ିଆରେ ନାଲି ଲିଙ୍କ ଥିବା ଏକ ପ୍ରସଙ୍ଗକୁ ଯାଇ ତାହାକୁ "ତିଆରି" କରନ୍ତୁ ବା ଆଗରୁ ଥିବା ନୀଳ ଲିଙ୍କ ଥିବା ଏକ ପ୍ରସଙ୍ଗର ଲେଖାକୁ ଉନ୍ନତ କରନ୍ତୁ ।
  2. ସୂଚନା ଘର (info box) ଯୋଡ଼ନ୍ତୁ ।
  3. ଛବି ଯୋଡ଼ନ୍ତୁ।
  4. ଶ୍ରେଣୀ ଯୋଡ଼ନ୍ତୁ ।
  5. ପ୍ରସଙ୍ଗଟିକୁ ଉଇକିପିଡ଼ିଆ ଯୋଗ୍ୟ ପ୍ରସଙ୍ଗରେ ପରିଣତ କରନ୍ତୁ (ଉଇକିପିଡ଼ିଆର ପ୍ରସଙ୍ଗ ଲିଖନ ନିୟମ ଅନୁସାରେ ଅଛି କି ନାହିଁ ପରଖି ଲେଖାକୁ ସୁଧାରନ୍ତୁ) ।
  6. ଆଧାର ଯୋଡ଼ନ୍ତୁ ।
  7. ଉପବିଭାଗ ମାନଙ୍କୁ ବଢ଼ାନ୍ତୁ ।

ତାଲିକା

[ସମ୍ପାଦନା]

ଖୋର୍ଦ୍ଧା ଜିଲ୍ଲା

[ସମ୍ପାଦନା]
କ୍ର:ନଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗନୂଆ ପ୍ରସଙ୍ଗ ତିଆରିସୂଚନା ଘର (info box) ଯୋଗଛବି ଯୋଗଶ୍ରେଣୀ ଯୋଗପ୍ରସଙ୍ଗର ଲିଖନ ଶୈଳୀରେ ସୁଧାରଆଧାର ଯୋଗଭିତରର ଉପବିଭାଗ ଯୋଗ
କ୍ୟାପିଟାଲ ହାଇସ୍କୁଲପ୍ରକୃତ ନାମବ୍ୟବହାରକାରୀ ୨ବ୍ୟବହାରକାରୀ ୩ବ୍ୟବହାରକାରୀ ୪ବ୍ୟବହାରକାରୀ ୫ବ୍ୟବହାରକାରୀ ୬ବ୍ୟବହାରକାରୀ ୭

କଟକ ଜିଲ୍ଲା

[ସମ୍ପାଦନା]
କ୍ର:ନଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗନୂଆ ପ୍ରସଙ୍ଗ ତିଆରିସୂଚନା ଘର (info box) ଯୋଗଛବି ଯୋଗଶ୍ରେଣୀ ଯୋଗପ୍ରସଙ୍ଗର ଲିଖନ ଶୈଳୀରେ ସୁଧାରଆଧାର ଯୋଗଭିତରର ଉପବିଭାଗ ଯୋଗ
ମାଧ୍ୟମିକ ଶିକ୍ଷା ପରିଷଦ ବିଦ୍ୟାଳୟ, କଟକକମଳାକାନ୍ତ ନାୟକଆଶୁତୋଷ କର (Asutosh Kar) (ମୋ ଆଲୋଚନା) ୦୯:୦୩, ୧୮ ମେ ୨୦୧୨ (UTC)ବ୍ୟବହାରକାରୀ ୩ବ୍ୟବହାରକାରୀ ୪ବ୍ୟବହାରକାରୀ ୫ବ୍ୟବହାରକାରୀ ୬ବ୍ୟବହାରକାରୀ ୭
ଓଡିଶା ପୋଲିସ ହାଇସ୍କୁଲକମଳାକାନ୍ତ ନାୟକବ୍ୟବହାରକାରୀ ୨ବ୍ୟବହାରକାରୀ ୩ବ୍ୟବହାରକାରୀ ୪ବ୍ୟବହାରକାରୀ ୫ବ୍ୟବହାରକାରୀ ୬ବ୍ୟବହାରକାରୀ ୭