ଉଇକିପିଡ଼ିଆ:ମେଳଣ/ଦିଲ୍ଲୀ/ଦିଲ୍ଲୀ୨
28°32′55″N 77°12′22″E / 28.548508°N 77.206011°E
Top Floor, G-15, Behind Hauz Khas G Block Market, Hauz Khas
୧୦.୩୦ ସକାଳ. ୮ ଜୁଲାଇ ୨୦୧୨, ରବିବାର
ଉପକ୍ରମ[ସମ୍ପାଦନା]
ଏହି ଉଇକିପିଡ଼ିଆ ମେଳଣଟି ଦିଲ୍ଲୀ ଠାରେ ଓଡ଼ିଆ ଉଇକିପିଡ଼ିଆର ୮ମ ଜନ୍ମତିଥି ପାଳନ ନିମନ୍ତେ ଦେଶବ୍ୟାପୀ କରାଯାଉଥିବା ଉତ୍ସବର ଏକ ଭାଗ ଓ ଦିଲ୍ଲୀ ଠାରେ ପାଳନ ହେବ । ଏହି ମେଳଣଟି ଯାହା ସାଧାରଣ ଲୋକଙ୍କୁ ଓଡ଼ିଆ ଉଇକିପିଡ଼ିଆ ଓ ଉଇକିମିଡ଼ିଆ ବାବଦରେ ଆଲୋଚନା, ଜନସଚେତନତା ଓ ଏହା ସପକ୍ଷରେ ଯୁକ୍ତିକରିବା ନିମନ୍ତେ କରାଯାଉଅଛି ।
ମେଳଣ ଆଗରୁ କିଛି ଆଲୋଚନା ଆଲୋଚନା ପୃଷ୍ଠା କରିବାକୁ ଅନୁରୋଧ ।
ତାରିଖ ଓ ଜାଗା/Date and Venue[ସମ୍ପାଦନା]
ତାରିଖ/Date: : ରବିବାର/Sunday, ୨୦୧୨-ଜୁଲାଇ ୮ ସକାଳ ୧୦.୩୦/2012-July 08 10:30 IST
ସ୍ଥାନ:
ଉପର ମହଲା, ଜି -୧୫
ହଜ ଖାସ ଜି-ବ୍ଲକ ମାର୍କେଟ (ହଜ ଖାସ ମେନ ମାର୍କେଟ ନୁହେଁ)
ନୂଆ ଦିଲ୍ଲୀ - ୧୧୦ ୦୧୬
ନିକଟତମ ମେଟ୍ରୋ ଷ୍ଟେସନ: ହଜ ଖାସ, ମେ ଫେଆର ଗାର୍ଡେନ୍ସ ଏକ୍ଜିଟରୁ ବାହାରି ହଜ ଖାସ ଜି ବ୍ଲକ ମାର୍କେଟ ଆଡ଼କୁ ଆସିଲା ବେଳେ ଏହା ପଡିବ
Venue:
Top Floor, G-15
Behind Hauz Khas G-Block Market (NOT Main Hauz Khas Market)
New Delhi - 110 016
Landmark: Behind Hauz Khas G-Block Market, opposite of "Southy" restaurant. Just off Aurobindo Marg; Walkable distance from Hauz Kauz Metro station (Take Mayfair gardens Exit)
କେଉଁ ମାନେ ଭାଗ ନେଇପାରିବେ (Who can participate)[ସମ୍ପାଦନା]
ଉଇକିପିଡ଼ିଆ ବାବଦରେ ଜାଣିବାକୁ ଚାହୁଁଥିବା କେହି ବି (ବ୍ୟବହାରକାରୀ, ସମ୍ପାଦକ/ଦାତା ବା ଜାଣିବାକୁ ଇଛୁକ) ଯେ ଦିଲ୍ଲୀ ବା ପାଖାଆଖ ସ୍ଥାନରେ ରହୁଛନ୍ତି ଏଠାକୁ ଆସି ଏହି ମେଳଣରେ ଯୋଗଦାନ କରିପାରିବେ । ଆହୁରି ମଧ୍ୟ ଆମେ ନୂଆମାନଙ୍କୁ ଏଠାକୁ ଆସିବାକୁ ନିବେଦନ କରୁଛୁ ଯାହା ସେମାନଙ୍କୁ ପଟୁ ଉଇକିଆଳିଙ୍କ ସହ ଯୋଗ ଦେବାରେ ସହଯୋଗ କରିବ । ଯଦି ଆପଣ ଏଥିରେ ଯୋଗ ଦେବା ନିମନ୍ତେ ଇଛୁକ ତେବେ ତଳେ ଆପଣା ନାମ ଲେଖାନ୍ତୁ ।
ମୂଳ ପ୍ରସଙ୍ଗ (Agenda)[ସମ୍ପାଦନା]
ଓଡ଼ିଆରେ[ସମ୍ପାଦନା]
- ଓଡ଼ିଆ ଉଇକିପିଡ଼ିଆ ବାବଦରେ ସମ୍ୟକ ସୂଚନା
- ଏହାର ଅଧୁନାତନ ସ୍ଥିତି
- ଓଡ଼ିଆ ଉଇକିପିଡ଼ିଆରେ ଆପଣ କିପରି ଲେଖିପାରିବେ
ଆୟୋଜନ କରୁଛନ୍ତି (Organizers)[ସମ୍ପାଦନା]
ପ୍ରେସ ବିଜ୍ଞପ୍ତି[ସମ୍ପାଦନା]
ପାଳନ ଆଗର ଖବର[ସମ୍ପାଦନା]
ଭାଗନେଉଛନ୍ତି (Participants)[ସମ୍ପାଦନା]
ଯଦି ଆପଣଙ୍କର ଉଇଜର ନାମଟିଏ ଅଛି ତେବେ କେବଳ " # ~~~ " ଲେଖିଦିଅନ୍ତୁ, ଇଉଜର ନାମ ନଥିଲେ" # ଆପଣଙ୍କ ନାମ" ଲେଖିଦିଅନ୍ତୁ । Add your name as " # ~~~ " if you have an username or else add " # Name"
ନାମ ଲେଖାଇଥିଲେ (Signed up)[ସମ୍ପାଦନା]
ଏଥିରେ ଭାଗନେଇଥିଲେ (Attendees)[ସମ୍ପାଦନା]
ଶୁଭେଚ୍ଛା (Best wishes)[ସମ୍ପାଦନା]
ବିବରଣୀ[ସମ୍ପାଦନା]
ଖବରରେ (In News)[ସମ୍ପାଦନା]
ଫେସବୁକ (Facebook)[ସମ୍ପାଦନା]
- ଏହି କର୍ମଶାଳା ବାବଦରେ ଅଧିକ ସୂଚନା ଫେସବୁକରେ ପାଇପାରିବେ ।
ଟୁଇଟର (Twitter)[ସମ୍ପାଦନା]
- Tweet with #WPMDEL2 twitter hashtag ଟୁଇଟରରେ ଏହି କରମଶାଳାର କଥାସବୁ ଖୋଜନ୍ତୁ (Search in Twitter for all the updates)
ଫଟୋ (Photos)[ସମ୍ପାଦନା]
ଫଟୋସବୁ ଉଇକି କମନସ ରେ ବିଭାଗ ସହ ରଖନ୍ତୁ (Please upload to commons and add category) Commons:Category:Delhi Odia Workshop 2012July08