Jump to content

ଉଇକିପିଡ଼ିଆ:୨୫ ତମ ଜନ୍ମତିଥି/ଗଣ-ସମ୍ପାଦନା

ଉଇକିପିଡ଼ିଆ‌ରୁ

ଏହି ଗଣସମ୍ପାଦନାରେ ସମୁଦାୟ ୮୧ଟି ନୂଆ ପ୍ରସଙ୍ଗ ଗଢ଼ାଯାଇଛି ।

ଉଇକିପିଡ଼ିଆ ୨୫ ତମ ଜନ୍ମତିଥି ଗଣ-ସମ୍ପାଦନା

୨୦୨୬ ମସିହା ଜାନୁଆରୀ ୧୫ ତାରିଖରେ ଉଇକିପିଡ଼ିଆକୁ ୨୫ ବର୍ଷ ପୂରୁଛି । ଏହି ୨୫ ତମ ଜନ୍ମତିଥି ପାଳନ ପାଇଁ ଏକ ଅନ୍‌ଲାଇନ୍ ଗଣ-ସମ୍ପାଦନା କରାଯାଇଛି ।

ସମୟସୀମା

[ସମ୍ପାଦନା]

ସମୟସୀମା: ୫ ଜାନୁଆରୀ ୨୦୨୬ ରୁ ୩୧ ଜାନୁଆରୀ ୨୦୨୬

ପ୍ରସଙ୍ଗ ତାଲିକା

[ସମ୍ପାଦନା]

ଗଣସମ୍ପାଦନାର ନିୟମ

[ସମ୍ପାଦନା]
  1. ଉପରୋକ୍ତ ପ୍ରସଙ୍ଗ ତାଲିକାରୁ ପ୍ରସଙ୍ଗଟିଏ ବାଛିପାରିବେ ।
  2. ନୂଆ ପ୍ରସଙ୍ଗ ଗଢ଼ୁଥିଲେ ସେଥିରେ ଅତି କମରେ *୩୦୦ ଶବ୍ଦ* ଯୋଡ଼ିବେ ଓ ୩ରୁ ଅଧିକ ଆଧାର ଦେବେ ।
  3. ପୁରୁଣା ପ୍ରସଙ୍ଗରେ ଅଧିକ ତଥ୍ୟ ଓ ଆଧାର ଯୋଡ଼ୁଥିଲେ ୩୦୦ରୁ ଅଧିକ ଶବ୍ଦ ଯୋଡ଼ିବେ ଓ ୩ରୁ ଅଧିକ ଆଧାର ଦେବେ ।
  4. ଆଧାର ଭରସାଯୋଗ୍ୟ (ପ୍ରତିଷ୍ଠିତ ଖବରକାଗଜ, ଜଣାଶୁଣା ବହି ଓ ପତ୍ରପତ୍ରିକା, ୱେବସାଇଟ ଜର୍ଣ୍ଣାଲ ଆଦି ସାଧାରଣତଃ ଗ୍ରହଣୀୟ; ବ୍ୟକ୍ତିଗତ ବ୍ଲଗ କିମ୍ବା ମନ୍ତବ୍ୟ ଅଯୋଗ୍ୟ) ହେବା ନିତାନ୍ତ ଆବଶ୍ୟକ ।

ଆୟୋଜକ

[ସମ୍ପାଦନା]

ଅଶଂଗ୍ରହଣ କରିଥିବା ଉଇକିଆଳି

[ସମ୍ପାଦନା]


  1. ଗପୁ (ମୋ ଆଲୋଚନା) ୨୦:୩୮, ୧ ଜାନୁଆରୀ ୨୦୨୬ (IST)[reply]
  2. Hpsatapathy (ମୋ ଆଲୋଚନା) ୦୬:୨୪, ୭ ଜାନୁଆରୀ ୨୦୨୬ (IST)[reply]
  3. Aliva Sahoo (ମୋ ଆଲୋଚନା) ୨୩:୨୦, ୯ ଜାନୁଆରୀ ୨୦୨୬ (IST)[reply]
  4. R Ashwani Banjan Murmu (ମୋ ଆଲୋଚନା) ୧୮:୦୮, ୧୦ ଜାନୁଆରୀ ୨୦୨୬ (IST)[reply]

ଏହି ବଟନ୍‌ରେ କ୍ଲିକ୍ କରି ଗଣ-ସମ୍ପାଦନାରେ ଅଂଶଗ୍ରହଣ କରନ୍ତୁ ।

ପ୍ରସଙ୍ଗ ଯୋଡ଼ନ୍ତୁ

[ସମ୍ପାଦନା]

ଏହି ଗଣ-ସମ୍ପଦନା ପାଇଁ ପ୍ରସଙ୍ଗ ଲେଖିସାରିବାପରେ ନିମ୍ନରେ ଥିବା ପଠାନ୍ତୁ ବଟନ୍ ଉପରେ କ୍ଲିକ୍ କରି ଫାଉଣ୍ଟେନ ଟୁଲ୍‌ରେ ଯୋଡ଼ନ୍ତୁ ।

ଫଳାଫଳ

[ସମ୍ପାଦନା]

ଏହି ଗଣ-ସମ୍ପାଦନାରେ, ୩ ଜଣ ବ୍ୟବହାରକାରୀ (ଅଲିଭା ସାହୁ, ସଂଗ୍ରାମ କେଶରୀ ସେନାପତି ଓ ହରିହର ପ୍ରସାଦ ଶତପଥୀ) ଅଂଶଗ୍ରହଣ କରିଥିଲେ ଏବଂ ୨୫ ଜାନୁଆରୀ ଯାଏଁ ଚାଲିଥିବା ଗଣ-ସମ୍ପାଦନାଟି ୩୧ ଜାନୁଆରୀ ଯାଏଁ ଚାଲିଥିଲା ଏବଂ ସମୁଦାୟ ୮୧ଟି ପ୍ରସଙ୍ଗ ଗଢ଼ାଯାଇଥିଲା । ହରିହର ଶତପଥୀ ୫୧ଟି, ସଂଗ୍ରାମ ସେନାପତି ୨୭ଟି ଓ ଅଲିଭା ସାହୁ ୩ଟି ପ୍ରସଙ୍ଗ ଗଢ଼ିଥିଲେ ।