Jump to content

ସହଯୋଗ:ଓଡ଼ିଆରେ ଟାଇପ କିପରି କରିବେ/ଲେଖନୀ

ଉଇକିପିଡ଼ିଆ‌ରୁ

ଲେଖନୀ ଉଇକିପିଡ଼ିଆ ଭିତରେ ଓଡ଼ିଆରେ ଟାଇପ କରିବା ପାଇଁ ଏକ ଇନପୁଟ ବିଧି । ଏହା ଉଚ୍ଚାରଣକୁ ଭିତ୍ତି କରି ତିଆରି । (ଡାହାଣ ପାଖରେ ଥିବା ଛବିରେ ଏହାକୁ ସଚଳ କରି କିପରି ଟାଇପ କରିବେ ଦେଖନ୍ତୁ)

ସବିଶେଷ

[ସମ୍ପାଦନା]
  • ଲେଖନୀରେ ଲେଖିବା ବେଳେ ଉଭୟ ମୌଳିକ ବର୍ଣ୍ଣ (ସ୍ୱର ଓ ବ୍ୟଞ୍ଜନ) ଲେଖାଯାଇପାରେ ।
  • ଯୁକ୍ତାକ୍ଷର ପାଇଁ ସାଧାରଣତଃ ହଳନ୍ତ (z ଟିପି) ବ୍ୟବହାର କରିବାକୁ ପଡ଼େ (ଯଥା: କ୍ତ ଲେଖିବା ପାଇଁ ) ।
  • ବହୁଳ ଭାବେ ବ୍ୟବହୃତ କେତେକ ଯୁକ୍ତାକ୍ଷର, ଫଳା ଓ ମାତ୍ରା ପାଇଁ ବିନା ହଳନ୍ତରେ ଲେଖିହେବ (ଉଦାହରଣ: ଙ୍କ ଲେଖିବା ପାଇଁ , ଏଠାରେ ସମ୍ପୂର୍ଣ୍ଣ ତାଲିକା) ।
  • Linux ଓ Apple MacOS ବ୍ୟବହାରକାରୀମାନେ ନିଜ କମ୍ପ୍ୟୁଟରରେ ଓଡ଼ିଆ ପାଇଁ ବ୍ୟବହାର କରୁଥିବା ଫୋନେଟିକ କି-ବୋର୍ଡ଼ ଲେଆଉଟର ଲେଖନୀ ସହ ପ୍ରାୟତଃ ସମାନ ।

ଅକ୍ଷରସଜ୍ଜା

[ସମ୍ପାଦନା]
କିବୋର୍ଡ଼ର କେଉଁ "କି"ରେ କେଉଁ ଓଡ଼ିଆ ଅକ୍ଷର
କିବୋର୍ଡ଼ର କେଉଁ "କି"ରେ କେଉଁ ଓଡ଼ିଆ ଅକ୍ଷର

ସ୍ୱରବର୍ଣ୍ଣ

[ସମ୍ପାଦନା]
aA / aaiIuU
eEoauR
ଅଁଳାସଂସାରଦୁଃଖ
aXLa / aMMLasMsarduHK / duHkh

ବ୍ୟଞ୍ଜନବର୍ଣ୍ଣ

[ସମ୍ପାଦନା]
kK/khgG/ghNG
cC/chjjhNg
TThDDhN
tthddhn
pF/phbbhm
J/yrlw/WS
କ୍ଷ
shshLx
ଜ୍ଞଡ଼ଢ଼
ZqQ

ଫଳା ଓ ମାତ୍ରା

[ସମ୍ପାଦନା]
କାକିକୀକେକୈକୁକୂକୋକୌ
kakikIkekEkukUkokou
୍ (ହଳନ୍ତ)କ୍ରକ୍ରାକ୍ରିକ୍ରେକ୍ରୋକ୍ରୀକ୍ରୌକ୍ରୈ
zkzrkzrakzrikzrekzrokzrIkzroukzrE
ଦୁଃଖସଂସାରଅଁଳାଙ୍ଗଗଙ୍ଗା
HduHKMsMsarXaXLanggnga

ଯୁକ୍ତାକ୍ଷର

[ସମ୍ପାଦନା]
କ୍କଦ୍ଦଦ୍ଧଚ୍ଚଚ୍ଛଜ୍ଜଜ୍ଝତ୍ତତ୍ଥଟ୍ଟଡ୍ଡଲ୍ଲ
kkddddhcccchjjjjhtttthTTDDll
କ୍ତକ୍ରକୃଙ୍କଙ୍ଖଙ୍ଗଙ୍ଘଞ୍ଚଞ୍ଛଞ୍ଜଞ୍ଝ
kztkzrkRnknkhngnghncnchnjnjh
ନ୍ତନ୍ନଣ୍ଣପ୍ପବ୍ବଦ୍ଭବ୍ଦବ୍ଧ
nztnznNzNppbzbdzbhbzdbzdh

ଉଦାହରଣ

[ସମ୍ପାଦନା]

ଯୁକ୍ତାକ୍ଷର ସବୁ ଲେଖିବା ପାଇଁ ଦୁଇଟି ବର୍ଣ୍ଣକୁ ହଳନ୍ତ ଦ୍ୱାରା ଯୋଡ଼ି ଲେଖିବାକୁ ପଡ଼ିବ । "z" ଟାଇପ କଲେ ହଳନ୍ତଟିଏ ଆସିବ ।

  • ସ‌ହର= s_(underscore, Shift -) hr
  • ସ୍ୱର୍ଣ୍ଣ = swrzNzN
  • ପ୍ରତି = pz rti
  • ପ୍ରୌଢ଼ = pzrouQ
  • କୃତ୍ୟ = kRtY
  • ର‌୍ଯାଙ୍କିଙ୍ଗ = r_ynking (ଅଣ୍ଡରସ୍କୋର "_" ଟାଇପ କଲେ ଜିରୋ-ଉଇଡ୍‌ଥ ଜଏନର (ZWJ) ଟାଇପ ହୁଏ ଫଳରେ "ଯ ଫଳା"ଟି ଶବ୍ଦର ଆରମ୍ଭରେ ଥିବା "ର" ସହ ମିଶି "ର୍ୟାଙ୍କିଙ୍ଗ" ଦିଶେନାହିଁ)

ଆଲୋଚନା

[ସମ୍ପାଦନା]

ଅଧିକ ପଠନ

[ସମ୍ପାଦନା]