Jump to content

ଉଇକିପିଡ଼ିଆ:ରଥଯାତ୍ରା ଗଣସମ୍ପାଦନା ୨୦୨୫

ଉଇକିପିଡ଼ିଆ‌ରୁ
ହୋମ୍ ୨୦୨୫ ୨୦୨୪ ୨୦୨୩ ୨୦୧୬ ୨୦୧୫

ଏହି ଗଣସମ୍ପାଦନାରେ ସମୁଦାୟ ଟି ନୂଆ ପ୍ରସଙ୍ଗ ଗଢ଼ା ଯାଇଛି ଏବଂ ଟି ପ୍ରସଙ୍ଗ ଉନ୍ନତ କରାଯାଇଛି ।

ରଥଯାତ୍ରା ଗଣସମ୍ପାଦନା ୨୦୨୫

ଚଳିତ ରଥଯାତ୍ରା ଗଣସମ୍ପାଦନା ୨୦୨୫ରେ ଆମେ ରଥଯାତ୍ରା ତଥା ଜଗନ୍ନାଥ ସଂସ୍କୃତି ବିଷୟରେ ନୂଆ ପ୍ରସଙ୍ଗ ଗଢ଼ିବା ଓ ପୁରୁଣା ପ୍ରସଙ୍ଗର ମାନ ଉନ୍ନତ କରିବା ଯୋଜନା କରିଛୁ । ଆମେ ଏହି ଅନ୍‌ଲାଇନ୍ ଗଣ-ସମ୍ପାଦନା ୨୦୧୬ରେ ଆରମ୍ଭ କରି ୨୦୨୩ ଓ ୨୦୨୪ରେ ଆୟୋଜନ କରିଥିଲୁ ।

ସମୟସୀମା

ସମୟସୀମା: ୨୭ ଜୁନ ୨୦୨୫ ରୁ ୯ ଜୁଲାଇ ୨୦୨୫

ପ୍ରସଙ୍ଗ ତାଲିକା

ଗଣସମ୍ପାଦନାର ନିୟମ

  1. ଏହି ପ୍ରସଙ୍ଗ ତାଲିକାରୁ ପ୍ରସଙ୍ଗଟିଏ ବାଛିପାରିବେ ।
  2. ନୂଆ ପ୍ରସଙ୍ଗ ଗଢ଼ୁଥିଲେ ସେଥିରେ ଅତି କମରେ *୩୦୦ ଶବ୍ଦ* ଯୋଡ଼ିବେ ଓ ୩ରୁ ଅଧିକ ଆଧାର ଦେବେ ।
  3. ପୁରୁଣା ପ୍ରସଙ୍ଗରେ ଅଧିକ ତଥ୍ୟ ଓ ଆଧାର ଯୋଡ଼ୁଥିଲେ ୩୦୦ରୁ ଅଧିକ ଶବ୍ଦ ଯୋଡ଼ିବେ ଓ ୩ରୁ ଅଧିକ ଆଧାର ଦେବେ ।
  4. ଆଧାର ଭରସାଯୋଗ୍ୟ (ପ୍ରତିଷ୍ଠିତ ଖବରକାଗଜ, ଜଣାଶୁଣା ବହି ଓ ପତ୍ରପତ୍ରିକା, ୱେବସାଇଟ ଜର୍ଣ୍ଣାଲ ଆଦି ସାଧାରଣତଃ ଗ୍ରହଣୀୟ; ବ୍ୟକ୍ତିଗତ ବ୍ଲଗ କିମ୍ବା ମନ୍ତବ୍ୟ ଅଯୋଗ୍ୟ) ହେବା ନିତାନ୍ତ ଆବଶ୍ୟକ ।

ଆୟୋଜକ

ଅଶଂଗ୍ରହଣ କରିଥିବା ଉଇକିଆଳି

  1. ଗପୁ (ମୋ ଆଲୋଚନା) ୨୧:୨୪, ୨୭ ଜୁନ ୨୦୨୫ (IST)[reply]

ଏହି ବଟନ୍‌ରେ କ୍ଲିକ୍ କରି ଗଣ-ସମ୍ପାଦନାରେ ଅଂଶଗ୍ରହଣ କରନ୍ତୁ ।

ପ୍ରସଙ୍ଗ ଯୋଡ଼ନ୍ତୁ

  • ନୂତନ ଭାବରେ ଗଢ଼ାଯାଇଥିବା ପ୍ରସଙ୍ଗରେ ଆଲୋଚନାରେ {{ରଥଯାତ୍ରା ଗଣସମ୍ପାଦନା ୨୦୨୫|created=yes}} ଏବଂ ଅଦ୍ୟତନ କରାଯାଇଥିବା ପ୍ରସଙ୍ଗର ଆଲୋଚନାରେ, {{ରଥଯାତ୍ରା ଗଣସମ୍ପାଦନା ୨୦୨୫}} ଯୋଡ଼ିବାକୁ ଅନୁରୋଧ ।

ଫଳାଫଳ

ଗଣ-ସମ୍ପାଦନା ଶେଷରେ ଫଳାଫଳ ଯୋଡ଼ାଯିବ ।