ଉଇକିପିଡ଼ିଆ:ମେଳଣ/ଅନଲାଇନ/୨୦୨୫/ଫେବୃଆରୀ
ଦେଖଣା
ଫେବୃଆରୀ ମାସ ୨୩ ତାରିଖ ଦିନ ଏହି ମାସର ମାସିକିଆ ଅନ୍ଲାଇନ୍ ମେଳଣର ଆୟୋଜନ କରାଯାଇଥିଲା । ଏହାର ସବିଶେଷ ବିବରଣୀ ନିମ୍ନରେ ପ୍ରଦାନ କରାଗଲା ।
ଆଲୋଚନା ବିଷୟ
[ସମ୍ପାଦନା]- ଉଇକିସୋର୍ସ କନ୍ଫରେନ୍ସ ବାବଦରେ ଭାଗ ନେଇଥିବା ଉଇକିଆଳିଙ୍କ ଅଭିଜ୍ଞତା
- ପ୍ରୋଜେକ୍ଟ ପରିଚୟ ୨.୦ ବାବଦରେ ଆଲୋଚନା
- ଲୋକକଥା ଓ ନାରୀବାଦ ଗଣ-ସମ୍ପାଦନା ବାବଦରେ ଆଲୋଚନା
- ଓଡ଼ିଆ ସାହିତ୍ୟ ଗଣ-ସମ୍ପାଦନା ୨୦୨୫ ବାବଦରେ ଆଲୋଚନା
- ସାଧୁବାଦ
ଯୋଗଦେଇଥିବା ଉଇକିଆଳି
[ସମ୍ପାଦନା]- ସଂଗ୍ରାମ କେଶରୀ ସେନାପତି
- ଚିନ୍ମୟୀ ମିଶ୍ର
- ଅଲିଭା ସାହୁ
- ଜ୍ଞାନରଞ୍ଜନ ସାହୁ
ଆଲୋଚିତ ପ୍ରସଙ୍ଗ
[ସମ୍ପାଦନା]ଗୁଗୁଲ୍ ମିଟ୍ ଜରିଆରେ ହୋଇଥିବା ଅନ୍ଲାଇନ୍ ମେଳଣରେ ହୋଇଥିବା ହୋଇଥିବା ଆଲୋଚନାର ସବିଶେଷ ବିବରଣୀ ନିମ୍ନରେ ପ୍ରଦାନ କରାଗଲା ।
ଉଇକିସୋର୍ସ କନ୍ଫରେନ୍ସ ବାବଦରେ ଭାଗ ନେଇଥିବା ଉଇକିଆଳିଙ୍କ ଆଲୋଚନା
[ସମ୍ପାଦନା]- ଉଇକିସୋର୍ସ କନ୍ଫରେନ୍ସରେ ଓଡ଼ିଆ ଉଇକିଆଳି ସଂଗ୍ରାମ କେଶରୀ ସେନାପତି ଯୋଗ ଦେଇଥିଲେ । ତାଙ୍କର ସେଠାକାର ଅଭିଜ୍ଞତା ବାବଦରେ ଆଲୋଚନା କଲେ ।
ପ୍ରୋଜେକ୍ଟ ପରିଚୟ ୨.୦ ବାବଦରେ ଆଲୋଚନା
[ସମ୍ପାଦନା]- ପ୍ରୋଜେକ୍ଟ ପରିଚୟ ୨.୦ ଉପରେ କୌଣସି ପ୍ରତ୍ୟୁତ୍ତର ଆସିନାହିଁ, ତେଣୁ ଆଉଥରେ ଗ୍ରାଣ୍ଟ ଆଡ଼ମିନ୍ଙ୍କୁ ରିମାଇଣ୍ଡ୍ ମେଲ୍ ପଠେଇବାକୁ ପ୍ରସ୍ତାବ ଦିଆଗଲା ।
ଲୋକକଥା ଓ ନାରୀବାଦ ଗଣ-ସମ୍ପାଦନା ବାବଦରେ ଆଲୋଚନା
[ସମ୍ପାଦନା]- ଫେବୃଆରୀ ୧ ରୁ ଲୋକକଥା ଓ ନାରୀବାଦ ଗଣ-ସମ୍ପାଦନା ଆରମ୍ଭ କରାଯାଇଛି । ଏ ଗଣ-ସମ୍ପାଦନାରେ ସଭିଙ୍କୁ ଭାଗ ନେବାକୁ ପ୍ରସ୍ତାବ ଦିଆଗଲା ।
ଓଡ଼ିଆ ସାହିତ୍ୟ ଗଣ-ସମ୍ପାଦନା ୨୦୨୫ ବାବଦରେ ଆଲୋଚନା
[ସମ୍ପାଦନା]- ୨୦୨୪ ମସିହାରୁ ଆରମ୍ଭ ହୋଇଥିବା ଓଡ଼ିଆ ସାହିତ୍ୟ ଗଣ-ସମ୍ପାଦନାର ୨ୟ ସଂସ୍କରଣ ଆରମ୍ଭ କରିବା ବାବଦରେ ଆଲୋଚନା କରାଗଲା ।
ସାଧୁବାଦ
[ସମ୍ପାଦନା]- ଅଲିଭା ସାହୁଙ୍କ ବ୍ଲଗ୍ ଉଇକିମିଡ଼ିଆ ଫାଉଣ୍ଡେସନ୍ ତରଫରୁ ହାଇଲାଇଟ୍ ତଥା ହୋଇଥିବାରୁ ସୁଧାବାଦ ଜ୍ଞାପନ କରାଗଲା ।
ଆଗାମୀ ମାସର କର୍ଯ୍ୟକ୍ରମ
[ସମ୍ପାଦନା]- ଓଡ଼ିଆ ସାହିତ୍ୟ ଗଣ-ସମ୍ପାଦନା ୨୦୨୫ ବାବଦରେ ଆଲୋଚନା ପାଇଁ ପ୍ରସ୍ତୁତି ।