ଉଇକିପିଡ଼ିଆ:ମେଳଣ/ଅନଲାଇନ/୨୦୨୫/ଜାନୁଆରୀ
ଦେଖଣା
ଜାନୁଆରୀ ମାସ ୨୬ ତାରିଖ ଦିନ ଏହି ମାସର ମାସିକିଆ ଅନ୍ଲାଇନ୍ ମେଳଣର ଆୟୋଜନ କରାଯାଇଥିଲା । ଏହାର ସବିଶେଷ ବିବରଣୀ ନିମ୍ନରେ ପ୍ରଦାନ କରାଗଲା ।
ଆଲୋଚନା ବିଷୟ
[ସମ୍ପାଦନା]- ପ୍ରୋଜେକ୍ଟ ପରିଚୟ ୨.୦ ବାବଦରେ ଆଲୋଚନା
ଯୋଗଦେଇଥିବା ଉଇକିଆଳି
[ସମ୍ପାଦନା]- ସଂଗ୍ରାମ କେଶରୀ ସେନାପତି
- ଚିନ୍ମୟୀ ମିଶ୍ର
- ଅଲିଭା ସାହୁ
- ଜ୍ଞାନରଞ୍ଜନ ସାହୁ
ଆଲୋଚିତ ପ୍ରସଙ୍ଗ
[ସମ୍ପାଦନା]ଗୁଗୁଲ୍ ମିଟ୍ ଜରିଆରେ ହୋଇଥିବା ଅନ୍ଲାଇନ୍ ମେଳଣରେ ହୋଇଥିବା ହୋଇଥିବା ଆଲୋଚନାର ସବିଶେଷ ବିବରଣୀ ନିମ୍ନରେ ପ୍ରଦାନ କରାଗଲା ।
ପ୍ରୋଜେକ୍ଟ ପରିଚୟ ୨.୦ ବାବଦରେ ଆଲୋଚନା
[ସମ୍ପାଦନା]- ପୂର୍ବରୁ ଚିନ୍ମୟୀ ଓ ଜ୍ଞାନଙ୍କ ଦ୍ୱାରା କରାଯାଇଥିବା ପ୍ରୋଜେକ୍ଟ ପରିଚୟର ଆଗାମୀ ସଂସ୍କରଣ ପାଇଁ ଉଇକିମିଡ଼ିଆ ଫାଉଣ୍ଡେସନ୍ରୁ କିଛି ଗ୍ରାଣ୍ଟ ପାଇଁ ଆବେଦନ କରାଯାଇଛି । ଏ ବାବଦରେ ଫାଉଣ୍ଡେସନ୍ ତରଫରୁ ପଚରାଯାଇଥିବା ପ୍ରଶ୍ନର ଉତ୍ତରଗୁଡ଼ିକ ବାବଦରେ ଆଲୋଚନା କରାଯାଇଥିଲା ।
ପୂର୍ବ ମାସରେ କରାଯାଇଥିବା କାମ
[ସମ୍ପାଦନା]- ମେଟାରେ ପୃଷ୍ଠା ତିଆରି କରିବା
- ଚିନ୍ମୟୀ କିଛି ପୃଷ୍ଠଗୁଡ଼ିକ ମେଟାରେ ତିଆରି କରିଛନ୍ତି ।
ଆଗାମୀ ମାସର କର୍ଯ୍ୟକ୍ରମ
[ସମ୍ପାଦନା]- #100Wikidays challenge for Indic Wikimedians ପାଇଁ ପ୍ରସ୍ତୁତି ।
- ଫେବୃଆରୀ ଓ ମାର୍ଚ୍ଚରେ ଉଇକି ଲଭ୍ସ୍ ଫେମିନିଜମ୍ ଆଣ୍ଡ ଫୋକ୍ଲର୍ କାର୍ଯ୍ୟକ୍ରମ ଆୟୋଜିତ ହେବ ।