ଉଇକିପିଡ଼ିଆ:ମହାତ୍ମା ଗାନ୍ଧୀ ଗଣସମ୍ପାଦନା ୨୦୨୫
ଦେଖଣା
| ହୋମ୍ | ୨୦୨୫ | ୨୦୨୩ | ୨୦୨୧ | ୨୦୨୦ |
ମହାତ୍ମା ଗାନ୍ଧୀ ଗଣ-ସମ୍ପାଦନା ୨୦୨୫
୩୦ ସେପ୍ଟେମ୍ବର – ୨ ଅକ୍ଟୋବର ୨୦୨୫
ଗଢ଼ା/ଉନ୍ନତ ହୋଇଥିବା ପ୍ରସଙ୍ଗ ସଂଖ୍ୟା: ୫୫
ଏହି ଗଣସମ୍ପାଦନାରେ ସମୁଦାୟ ୫୫ଟି ନୂଆ ପ୍ରସଙ୍ଗ ଗଢ଼ାଯାଇଛି ।
ପ୍ରସଙ୍ଗ ତାଲିକା
[ସମ୍ପାଦନା]ଗଣସମ୍ପାଦନାର ନିୟମ
[ସମ୍ପାଦନା]- ଏହି ଗଣ-ସମ୍ପାଦନାରେ ମହାତ୍ମା ଗାନ୍ଧୀଙ୍କ ପରିବାର ତଥା ତାଙ୍କ ସହିତ ଜଡ଼ିତ ବିଷୟ ଓ ଲୋକଙ୍କ ଉପରେ ପ୍ରସଙ୍ଗ ତିଆରି କରିପାରିବେ ।
- ଏହି ତାଲିକାରୁ ପ୍ରସଙ୍ଗ ବାଛିପାରିବେ କିମ୍ବା ଗାନ୍ଧୀବାଦୀ ବ୍ୟକ୍ତିତ୍ୱଙ୍କ ଉପରେ ମଧ୍ୟ ଲେଖିପାରିବେ ।
- ପ୍ରସଙ୍ଗଗୁଡ଼ିକ ଇଂରାଜୀ ବା ଅନ୍ୟ ଭାଷାର ଉଇକିପିଡ଼ିଆରୁ ଓଡ଼ିଆକୁ ଅନୁବାଦ କରିପାରିବେ ।
- ନୂଆ ପ୍ରସଙ୍ଗ ଗଢ଼ୁଥିଲେ ପ୍ରସଙ୍ଗରେ ୨ ବା ତହିଁରୁ ଅଧିକ ବିଭାଗ ରଖିବେ । ପ୍ରତି ବିଭାଗରେ ନିହାତି ଆବଶ୍ୟକ ତଥ୍ୟ ଦେବେ । ଅତି କମରେ ୫-୧୦ଟି ବାକ୍ୟ ରହିବା ବିଧେୟ ।
- ଆଧାର ଭରସାଯୋଗ୍ୟ (ପ୍ରତିଷ୍ଠିତ ଖବରକାଗଜ, ଜଣାଶୁଣା ବହି ଓ ପତ୍ରପତ୍ରିକା, ୱେବସାଇଟ ଜର୍ଣ୍ଣାଲ ଆଦି ସାଧାରଣତଃ ଗ୍ରହଣୀୟ; ବ୍ୟକ୍ତିଗତ ବ୍ଲଗ କିମ୍ବା ମନ୍ତବ୍ୟ ଅଯୋଗ୍ୟ) ହେବା ନିତାନ୍ତ ଆବଶ୍ୟକ ।
ଆୟୋଜକ
[ସମ୍ପାଦନା]ଅଂଶଗ୍ରହଣ କରିଥିବା ଉଇକିଆଳି
[ସମ୍ପାଦନା]ପ୍ରସଙ୍ଗ Submit କରନ୍ତୁ
[ସମ୍ପାଦନା]ଓଡ଼ିଆ ଉଇକିପିଡ଼ିଆରେ ଏହି ଗଣ-ସମ୍ପଦନା ପାଇଁ ପ୍ରସଙ୍ଗ ଲେଖିସାରିବାପରେ ନିମ୍ନରେ ଥିବା Submit ବଟନ୍ ଉପରେ କ୍ଲିକ୍ କରି ଫାଉଣ୍ଟେନ ଟୁଲ୍ରେ ଯୋଡ଼ନ୍ତୁ ।
ଫଳାଫଳ
[ସମ୍ପାଦନା]ତିନି ଦିନ ଧରି ଚାଲିଥିବା ଏହି ଗଣ-ସମ୍ପାଦନାରେ ସମୁଦାୟ ୫୫ଟି ପ୍ରସଙ୍ଗ ଗଢ଼ାଯାଇଥିଲା । ହରିହର ପ୍ରସାଦ ଶତପଥୀ ସର୍ବାଧିକ ୩୨ଟି ପ୍ରସଙ୍ଗ ଗଢ଼ିବା ସହିତ ଅଲିଭା ସାହୁ ୨୦ଟି ଏବଂ ସଂଗ୍ରାମ କେଶରୀ ସେନାପତି ୩ଟି ପ୍ରସଙ୍ଗ ଗଢ଼ିଥିଲେ । ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ୍ ଦ୍ୱାରା ଆୟୋଜିତ ଏହି ଗଣ-ସମ୍ପାଦନାଟି ଖାଲି ଓଡ଼ିଆ ଉଇକିପିଡ଼ିଆରେ ନୁହେଁ, ଅନ୍ୟ ୯ଟି ଉଇକିପିଡ଼ିଆରେ ମଧ୍ୟ ଆୟୋଜନ କରାଯାଇଥିଲା । ଗଣ-ସମ୍ପାଦନା ଶେଷରେ ସମସ୍ତ ଆୟୋଜକ ଓ ଅଂଶଗ୍ରହଣକାରୀଙ୍କୁ ମଧ୍ୟ ଇ-ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା ।
