ଉଇକିପିଡ଼ିଆ:ଭିଡିଓୱିକି/ସାଧାରଣତନ୍ତ୍ର ଦିବସ

ଉଇକିପିଡ଼ିଆ‌ରୁ
ଭିଡିଓୱିକି/ସାଧାରଣତନ୍ତ୍ର ଦିବସ (Tutorial)
ଫାଇଲ:ଉଇକିପିଡ଼ିଆ-ଭିଡିଓୱିକି-ସାଧାରଣତନ୍ତ୍ର ଦିବସ.webm
Link to Commons
Steps for video creation
Step 1Preview my changes (10 sec)
Step 2Upload to Commons (10 min)


୧୯୫୦ ଜାନୁଆରୀ ୨୬ ତାରିଖରେ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏହି ଦିନଟିକୁ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରାଯାଏ । ପ୍ରତି ବର୍ଷ ଏହି ଦିନଟିକୁ ଭାରତର ରାଷ୍ଟ୍ରୀୟ ପର୍ବ ରୂପେ ପାଳନ କରାଯାଏ । ଏହି ପର୍ବ ପ୍ରତ୍ୟେକ ରାଜ୍ୟରେ ମଧ୍ୟ ଆୟୋଜିତ ହୋଇଥାଏ ଓ ସେଠାକାର ରାଜ୍ୟପାଳ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରିଥାନ୍ତି ।[୧]

ଇତିହାସ[ସମ୍ପାଦନା]

ଇଂରାଜ ଶାସନରୁ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଅସ‌ହ‌ଯୋଗ ଓ ଅହିଂସାପୂର୍ଣ୍ଣ ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ଫଳରେ ଭାରତ ୧୫ ଅଗଷ୍ଟ ୧୯୪୭ରେ ସ୍ୱାଧୀନ ହେଲା । [୨]

ଆମ ସମ୍ବିଧାନ ଜା‌ନୁଆରୀ ୨୬, ୧୯୫୦ ତାରିଖ ଦିନ ବଳବତ୍ତର ହେଲା ଯାହାକୁ ଆମେ ସାଧାରଣତନ୍ତ୍ର ଦିବସ ଭାବରେ ପାଳନ କରୁଛୁ ।

ଗଣତନ୍ତ୍ର ଦିବସ ପ୍ୟାରେଡରେ ଓଡ଼ିଶାର ପ୍ରତିକୃତି[ସମ୍ପାଦନା]

ଫାଇଲ:Delhi Republic Day parade, 2018.jpg|ଦିଲ୍ଲୀରେ ଗଣତନ୍ତ୍ର ଦିବସ ପ୍ୟାରେଡ ଫାଇଲ:Indian soldiers at the Republic day parade.jpg|ଗଣତନ୍ତ୍ର ଦିବସ ପ୍ୟାରେଡରେ ଭାରତୀୟ ସୈନ୍ୟ ଫାଇଲ:The Constitution of India (10th Amendment) Act 1961.pdf|The Constitution of India (10th Amendment) Act 1961 ଫାଇଲ:Soldiers parade on camelback during the Republic Day Parade in New Delhi, India.jpg|ଓଟ ଉପରେ ଭାରତୀୟ ସୈନ୍ୟ ଫାଇଲ:Members of the India's Border Security Force Dare Devils during the 2015 Republic Day Parade in New Delhi.jpg|ମୋଟର ଉପରେ ଭାରତୀୟ ସେନାବାହିନୀ କୌଶଳ ପ୍ରଦର୍ଶନ ଫାଇଲ:Float representing the state of Maharashtra at the 2015 Republic Day Parade.jpg|ମହାରାଷ୍ଟ୍ର ରାଜ୍ୟର ପ୍ରତିକୃତ୍ତି </gallery>


  1. "Introduction to Constitution of India". Ministry of Law and Justice of India. 29 July 2008. Retrieved 2008-10-14.
  2. "Indian Independence Act 1947". The National Archives, Her Majesty's Government. Retrieved 17 July 2012.