ଉଇକିପିଡ଼ିଆ:ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା ୨୦୨୫
ଦେଖଣା
| ହୋମ୍ | ୨୦୨୫ | ୨୦୨୩ | ୨୦୧୮ |
ଏହି ଗଣସମ୍ପାଦନାରେ ସମୁଦାୟ ୧୧ଟି ନୂଆ ପ୍ରସଙ୍ଗ ଗଢ଼ା ଯାଇଛି ।
ସମୟସୀମା
ସମୟସୀମା: ୧୫ ରୁ ୧୭ ଅଗଷ୍ଟ ୨୦୨୫
ଗଣସମ୍ପାଦନାର ନିୟମ
- ନୂଆ ପ୍ରସଙ୍ଗ ଗଢ଼ୁଥିଲେ ସେଥିରେ ଅତି କମରେ *୩୦୦ ଶବ୍ଦ* ଯୋଡ଼ିବେ ଓ ୩ରୁ ଅଧିକ ଆଧାର ଦେବେ ।
- ପୁରୁଣା ପ୍ରସଙ୍ଗରେ ଅଧିକ ତଥ୍ୟ ଓ ଆଧାର ଯୋଡ଼ୁଥିଲେ ୩୦୦ରୁ ଅଧିକ ଶବ୍ଦ ଯୋଡ଼ିବେ ଓ ୩ରୁ ଅଧିକ ଆଧାର ଦେବେ ।
- ଆଧାର ଭରସାଯୋଗ୍ୟ (ପ୍ରତିଷ୍ଠିତ ଖବରକାଗଜ, ଜଣାଶୁଣା ବହି ଓ ପତ୍ରପତ୍ରିକା, ୱେବସାଇଟ ଜର୍ଣ୍ଣାଲ ଆଦି ସାଧାରଣତଃ ଗ୍ରହଣୀୟ; ବ୍ୟକ୍ତିଗତ ବ୍ଲଗ କିମ୍ବା ମନ୍ତବ୍ୟ ଅଯୋଗ୍ୟ) ହେବା ନିତାନ୍ତ ଆବଶ୍ୟକ ।
ଆୟୋଜକ
ଯୋଗାଯୋଗ
ଅଶଂଗ୍ରହଣ କରିଥିବା ଉଇକିଆଳି
- ଗପୁ (ମୋ ଆଲୋଚନା) ୧୦:୫୪, ୧୫ ଅଗଷ୍ଟ ୨୦୨୫ (IST)
- Aliva Sahoo (ମୋ ଆଲୋଚନା) ୧୯:୩୮, ୧୬ ଅଗଷ୍ଟ ୨୦୨୫ (IST)
- Hpsatapathy (ମୋ ଆଲୋଚନା) ୨୦:୧୭, ୧୬ ଅଗଷ୍ଟ ୨୦୨୫ (IST)
ଏହି ବଟନ୍ରେ କ୍ଲିକ୍ କରି ଗଣ-ସମ୍ପାଦନାରେ ଅଂଶଗ୍ରହଣ କରନ୍ତୁ ।
ପ୍ରସଙ୍ଗ ଯୋଡ଼ନ୍ତୁ
ନୂଆ ପ୍ରସଙ୍ଗ ଗଢ଼ିବା ପରେ ତାକୁ ତଳ ନିଜ ଅବଦାନ ଯୋଡ଼ନ୍ତୁ ବଟନ୍ରେ କ୍ଲିକ କରି ଫାଉଣ୍ଟେନ ଟୁଲ୍ରେ ଯୋଡ଼ନ୍ତୁ ।
ଫଳାଫଳ
ତିନି ଦିନ ଧରି ଚାଲିଥିବା ଏହି ଗଣ-ସମ୍ପାଦନାରେ, ସମୁଦାୟ ୩ ଜଣ ଉଇକିଆଳି ଭାଗ ନେଇଥିଲେ ଏବଂ ସମୁଦାୟ ୧୧ଟି ପ୍ରସଙ୍ଗ ଗଢ଼ାଯାଇଥିଲା । ଅଲିଭା ସାହୁ ସର୍ବାଧିକ ୬ଟି, ସଂଗ୍ରାମ କେଶରୀ ସେନାପତି ୩ଟି ଏବଂ ହରିହର ପ୍ରସାଦ ଶତପଥୀ ୨ଟି ପ୍ରସଙ୍ଗ ଗଢ଼ିଥିଲେ ।