ଉଇକିପିଡ଼ିଆ:ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ୨୦୨୬
ଦେଖଣା
| ମୂଳ ପୃଷ୍ଠା | ୨୦୨୬ | ୨୦୨୫ | ୨୦୨୪ | ୨୦୨୩ | ୨୦୨୨ | ୨୦୨୧ | ୨୦୨୦ | ୨୦୧୯ |

ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ହେଉଛି ଉଇକିପିଡ଼ିଆର ଏକ ଆନ୍ତର୍ଜାତୀୟ ଲିଖନ ପ୍ରତିଯୋଗିତା, ଯେଉଁଥିରେ ସ୍ଥାନୀୟ ଉଇକିପିଡ଼ିଆ ଭାଷାରେ ବିଭିନ୍ନ ଲୋକକଥା ଏବଂ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମହିଳା ପ୍ରସଙ୍ଗ ଗଢ଼ାଯାଇଥାଏ । ପ୍ରତିଯୋଗିତାଟିର ମୂଳ ଉଦ୍ଦେଶ୍ୟ ହେଉଛି ଉଇକିପିଡ଼ିଆ ଏବଂ ଅନ୍ୟାନ୍ୟ ଉଇକିମିଡ଼ିଆ ଫାଉଣ୍ଡେସନ୍ ପ୍ରକଳ୍ପଗୁଡ଼ିକରେ ମାନବ ସଂସ୍କୃତିର ବିବିଧତା ଉପରେ ପ୍ରବନ୍ଧ ଗଢ଼ିବା । ଏହି ବର୍ଷ ଆମେ ବିଶ୍ୱ ସମୁଦାୟର ଲୋକକଥା ଏବଂ ଲିଙ୍ଗଗତ ଅନୁପାତକୁ ଲକ୍ଷ୍ୟ ରଖି ପ୍ରସଙ୍ଗ ଗଢ଼ିବାକୁ ଅନ୍ୟାନ୍ୟ ଗୋଷ୍ଠୀ ସହ ସହଭାଗୀତା ମଧ୍ୟ କରୁଛୁ ।
ଏହି ଗଣସମ୍ପାଦନାରେ ସମୁଦାୟ ୪୨୪ଟି ନୂଆ ପ୍ରସଙ୍ଗ ଗଢ଼ାଯାଇଛି ।
ସମୟସୀମା
[ଉତ୍ସ ସମ୍ପାଦନା]୧ ଫେବୃଆରୀ–୩୧ ମାର୍ଚ୍ଚ ୨୦୨୬
ପୁରସ୍କାର
[ଉତ୍ସ ସମ୍ପାଦନା]ପୁରସ୍କାର ବାବଦରେ ଅବଗତ କରାଗଲେ, ଉଲ୍ଲେଖ କରାଯିବ ।
ଅଧିକ ସୂଚନା ପାଇଁ ମେଟା ପୃଷ୍ଠା ଦେଖନ୍ତୁ ।
ପ୍ରତିଯୋଗିତାରେ ଲେଖା ଯୋଡ଼ିବେ
[ଉତ୍ସ ସମ୍ପାଦନା]ପ୍ରସଙ୍ଗ ଗଢ଼ିସାରିବା ପରେ ଏଥିରେରେ ଯୋଡ଼ନ୍ତୁ ।
ଅଂଶଗ୍ରହଣ
[ଉତ୍ସ ସମ୍ପାଦନା]ଫଳାଫଳ
[ଉତ୍ସ ସମ୍ପାଦନା]ଏହି ଗଣ-ସମ୍ପାଦନାରେ ସମୁଦାୟ ୪୨୭ଟି ପ୍ରସଙ୍ଗ ଗଢ଼ାଯାଇଥିଲା ।
- ହରିହର ଶତପଥୀ - ୨୧୮
- ଅଲିଭା ସାହୁ - ୧୫୦
- ସଂଗ୍ରାମ କେଶରୀ ସେନାପତି - ୫୮
- ଅଶ୍ୱିନୀ ବଞ୍ଜନ ମୁର୍ମୁ - ୧