Nutrition of traditional foods and a balanced diet
ଉଇକିପିଡ଼ିଆ:ଚାଟସଭା/ପ୍ରଶ୍ନ/Flow
ଦେଖଣା
ପକ୍ଷୀରଗୋଡ଼କେତେତି
Hello
This is an important message regarding this page.
This page uses Structured Discussions/Flow, an obsolete tool that causes many maintenance problems. It has been decided to remove this tool from the wikis.
As of December 16, it will no longer be possible to add a new topic or post a message on this page.
Before this date, you can move or have this page moved to a subpage, in order to archive it. Once moved, this page will become a standard discussion page.
If you get this message on your personal talk page, it is probably because you turned Structured Discussions on, using the Beta features page. Please check there if you can to turn Structured Discussions off.
If you haven't moved this page by December 16, a script will automatically move the page to an archive page (the format will be Page name/Flow
). The page using Structured Discussions/Flow will then be made read-only.
If you have any questions, please let me know!
ପାହାଡ଼ର ନାମ କାଳିଜାଇ କାହିଁକି ରଖାଯାଇଛି?
ପ୍ରତି ଶବ୍ଦ
ଫଟୋ କିପରି ଯୋଡ଼ାହେବ
ଫଟୋସବୁ କେବଳ ଉଇକିମିଡ଼ିଆ କମନ୍ସରେ ଯୋଡ଼ାଯାଏ । ତେବେ ଆପଣ ନିଜେ ଉଠେଇଥିବା ଫଟୋ କେବଳ ଯୋଡ଼ିପାରିବେ । ତା' ପୁଣି ଉଇକିପିଡ଼ିଆ ବା ଅନ୍ୟ ଉଇକିମିଡ଼ିଆ ପ୍ରକଳ୍ପରେ କାମରେ ଲାଗିପାରୁଥିଲେ । କୌଣସି ଫଟୋଗ୍ରାଫରଙ୍କ ମୃତ୍ୟୁର ୬୦ ବର୍ଷ ପରେ ତାଙ୍କ ଫଟୋ କପିରାଇଟ ବାହାରେ ଥିବାରୁ ତା' ଯୋଡ଼ିପାରିବେ । ଯଦି ଫଟୋଗ୍ରାଫର ଏକ ଏଜେନ୍ସି ପାଇଁ ବା ଆଉ କାହାଠାରୁ ଅର୍ଥ ବିନିମୟରେ ପେଶାଦାର ଭାବେ ପଟୋ ଉଠାଇଥିବେ ତାହେଲେ ସେ ଫଟୋ ଛପାହେବାର ପ୍ରାୟ ୬୦ ବର୍ଷ ପରେ କପିରାଇଟ ବାହାରେ । ତେଣୁ ତାକୁ ବି ଅପଲୋଡ଼ କରିପାରିବେ । ଏସବୁ ବାଦ ଇଣ୍ଟରନେଟ/ବହି/ଖବରକାଗଜ ଆଦିରେ କପିରାଇଟ ଥିବାରୁ ସେସବୁରୁ ଫଟୋ ଉଇକିପିଡ଼ିଆକୁ ଆଣିହେବ ନାହିଁ । ଅଳ୍ପ କେତେକ ଜାଗାରେ କମ ରେଜୋଲ୍ୟୁସନ ଫଟୋ ଯୋଡ଼ାଯାଇପାରିବ । ତେବେ ଆପଣଙ୍କୁ ତା' ପାଇଁ ଏ ନିୟମସବୁ ଭଲଭାବେ ପଢ଼ି ବୁଝିବାକୁ ପଡ଼ିବ ।
Can I write articles on my village which does have a population of approx. 1500?
ହଁ ନିଶ୍ଚୟ । ଉଇକିପିଡ଼ିଆରେ ଆଗରୁ ଅନେକ ଗାଁ ଉପରେ ପ୍ରସଙ୍ଗ ରହିଛି ଯାହା ଆପଣ ଚାହିଁଲେ ପଢ଼ିପାରେଇବେ ଆଉ ନିଜ ଗାଁ ବାବଦରେ ମଧ୍ୟ ଲେଖିପାରିବେ ।
ବେଂଗ ର ପ୍ରତି ଶବ୍ଦ କଣ ?
ମଣ୍ଡୁକ
ବ୍ରହ୍ମପୁର ବ ବିଶ୍ୱବିଦ୍ୟାଳୟ ଅଧୀନ ରାଜନୀତି ବିଜ୍ଞାନ ଏଠାରେ l 1967 ମସିହାରେ ରାଜନୀତି ବିଜ୍ଞାନ ବିଭାଗ ସ୍ଥାପନ ହୋଇଥିଲା ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ହେଉଛନ୍ତି ଡ଼ ଦାଶରଥି ଭୂୟାଁ l l ଏହି ବିଭାଗରେ ଅଧ୍ୟୟନ କରି ଅନେକ ଛାତ୍ରଛାତ୍ରୀ ରାଜ୍ୟ ଏବଂ ଦେଶରେ ନାଁ କରିପାରିଛନ୍ତି l 50 ଟି ସିଟରେ ଛାତ୍ରଛାତ୍ରୀ ମାନେ ଅଧ୍ୟୟନ କରୁଛନ୍ତି l ଏବେ ଏହି ବିଭାଗରେ ଅନେକ ଅଭିଜ୍ଞ ପ୍ରଫେସର ମାନଙ୍କ ଠାରୁ ଛାତ୍ରଛାତ୍ରୀ ମାନେ ଶିକ୍ଷା ଗ୍ରହଣ କରୁଛନ୍ତି l ପ୍ରତ୍ୟେକ ସପ୍ତାହରେ ଆଲୋଚନା ଚକ୍ର ହୋଇଥାଏ ଯାହା ଛାତ୍ରଛାତ୍ରୀମାନଙ୍କ ଜ୍ଞାନ ବୃଦ୍ଧି କରିଥାଏ l l
ଏହି ଓଡିଆ ଉଇକିପିଡିଆରେ ଏକ ନୂଆ ପୃଷ୍ଠା ଅନୁମୋଦିତ ହେବା ପାଇଁ କେତେ ସମୟ ଲାଗେ ?
ପ୍ରଥମତଃ ନୂଆ ପୃଷ୍ଠା ଅଲଗା ଅନୁମୋଦନ ହୁଏନାହିଁ ବରଂ ସଙ୍ଗେସଙ୍ଗେ ପ୍ରକାଶ ପାଏ । ତେବେ ଲେଖିବା ଆଗରୁ ଉଇକିପିଡ଼ିଆ:ନିୟମାବଳୀ ଭଲକରି ପଢ଼ି ଲେଖିବା ପାଇଁ ଅନୁରୋଧ । ଉଇକିପିଡ଼ିଆର ପ୍ରସଙ୍ଗ ଯେହେତୁ ଜ୍ଞାନକୋଷ ବା ଏନସାଇକ୍ଲୋପିଡ଼ିଆ ମାନର ତେଣୁ ଲିଖନଶୈଳୀ ଅଲଗା । ପ୍ରଥମ ପ୍ରସଙ୍ଗଟି ଏକ ଭଲ ଭାବେ ଲେଖାଯାଇଥିବା ଇଂରାଜୀ ବା ଅନ୍ୟଭାଷାର ଉଇକିପିଡ଼ିଆ ପ୍ରସଙ୍ଗରୁ ଅନୁବାଦ ମଧ୍ୟ କରିପାରିବେ । ଆଉ ଲେଖିବା ଆଗରୁ ପ୍ରସଙ୍ଗଟିଏ ଉଇକିପିଡ଼ିଆରେ ଅଛି କି ନାହିଁ ଉପରେ ଥିବା ସର୍ଚ ବାରରେ ଖୋଜି ତା' ପରେ ଆରମ୍ଭ କରିବାକୁ ଅନୁରୋଧ ।