ଉଇକିପିଡ଼ିଆ:ଏସିଆ ମାସ ଗଣସମ୍ପାଦନା ୨୦୨୫/ମେଳଣ
ଦେଖଣା
| ହୋମ୍ | ୨୦୨୫ | ୨୦୨୪ | ୨୦୨୩ | ୨୦୨୨ | ୨୦୨୧ | ୨୦୨୦ | ୨୦୧୯ | ୨୦୧୮ | ୨୦୧୭ | ୨୦୧୬ | ୨୦୧୫ |
| ମୁଖ୍ୟପୃଷ୍ଠା | ନିୟମାବଳୀ | ଆଲୋଚନା | ସହାୟତା | ଅଂଶଗ୍ରହଣ କରିଥିବା ଉଇକିଆଳି | ପୁରସ୍କାର | ମେଳଣ |

ଉଇକିପିଡ଼ିଆ ଏସିଆ ମାସ ଇଉଜର ଗ୍ରୁପ୍ର ସହାୟତାରେ ୨୨ ନଭେମ୍ବର ୨୦୨୫, ଶନିବାର ଦିନ ପୁରୀଠାରେ ଏକ କ୍ଷୁଦ୍ର କର୍ମଶାଳା ଓ ମେଳଣ ଆୟୋଜିତ ହୋଇଥିଲା । ଅଲିଭା ସାହୁଙ୍କ ଉଦ୍ୟମରେ ଆୟୋଜିତ ଏହି କର୍ମଶାଳାରେ ସମୁଦାୟ ୭ ଜଣ ନୂଆ ଉଇକିଆଳି ଯୋଗ ଦେଇଥିଲେ, ଯେଉଁଥିରେ ଉଇକିପିଡ଼ିଆ ବାବଦରେ ଏବଂ ସମ୍ପାଦନାର ଶୈଳୀ ବାବଦରେ ଶିକ୍ଷଣ ପ୍ରଦାନ କରାଯାଇଥିଲା । ଏହା ବ୍ୟତୀତ ଏସିଆ ମାସ ଗଣ-ସମ୍ପାଦନା ବାବଦରେ ଆଲୋଚନା କରାଯାଇଥିଲା ।
ଅଂଶଗ୍ରହଣ କରିଥିବା ସଦସ୍ୟଗଣ
[ସମ୍ପାଦନା]- ଅଲିଭା ସାହୁ
- ଚିନ୍ମୟୀ ମିଶ୍ର
- ସଂଗ୍ରାମ କେଶରୀ ସେନାପତି
- ଚିରଶ୍ରୀ ଚିନ୍ମୟୀ ଚଇନି
- ଦିନେଶ ଦାସ
- ଦିବ୍ୟଦର୍ଶୀ ନାୟକ
ନୂଆ ଉଇକିଆଳି
[ସମ୍ପାଦନା]- ଅଭିଶେକ ଶ୍ରୀଚନ୍ଦନ
- ତନ୍ମୟ କୁମାର ନାୟକ
- କିରଣ କୁମାର ଭାରତୀ
- ସୋନାଲି ବାରିକ
- ଓମ ବିଶ୍ୱଜିତ ପ୍ରଧାନ
- କିରଣବାଳା ପ୍ରଧାନ
- ଶୁଭମ ବାରିକ
ସ୍ଥାନ
[ସମ୍ପାଦନା]- ପୁରୀ, ଓଡ଼ିଶା
ପ୍ରକାଶିତ ଖବର
[ସମ୍ପାଦନା]- "Odia Wikimedians Organize Meetup & Offline Edit-a-thon in Puri as Part of Wikipedia Asian Month 2025". Odisha Diary (in Indian English). 25 November 2025. Retrieved 14 December 2025.
- "Odia Wikimedians Host Offline Edit-a-thon At Puri". The News Insight (in Indian English). 24 November 2025. Retrieved 14 December 2025.
