Jump to content

ଉଇକିପିଡ଼ିଆ:ଉଇକି ଭାଷାକୁ ଭଲପାଏ ଗଣସମ୍ପାଦନା ୨୦୨୬

ଉଇକିପିଡ଼ିଆ‌ରୁ
ଉଇକି ଭାଷାକୁ ଭଲପାଏ ଗଣସମ୍ପାଦନା ୨୦୨୬

ଏହି ସମ୍ପାଦନାରେ ଭାରତୀୟ/ଦକ୍ଷିଣ ଏସୀୟ ଭାଷା ଉପରେ ସମ୍ପୂର୍ଣ୍ଣ ପ୍ରସଙ୍ଗ ରହିବ

ମୁଖ୍ୟପୃଷ୍ଠା ନିୟମାବଳୀ ଆଲୋଚନା ସହାୟତା ଅଂଶଗ୍ରହଣ କରିଥିବା ଉଇକିଆଳି


ଏହି ସମ୍ପାଦନାରେ ଓଡ଼ିଶାର ୨୧ଟି ଭାଷା ଏବଂ ଭାରତର ୭୫୦ଟି ଭାଷା ସମେତ ଦକ୍ଷିଣ ଏସୀୟ ଭାଷା ଉପରେ ପ୍ରସଙ୍ଗ ସଂଖ୍ୟା ବଢ଼ାଇବା ଓ ପୁରୁଣା ପ୍ରସଙ୍ଗର ଉନ୍ନତି କରଣ ପାଇଁ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଛି

ଏହି ଗଣସମ୍ପାଦନାରେ ସମୁଦାୟ ୫୪ଟି ନୂଆ ପ୍ରସଙ୍ଗ ଗଢ଼ାଯାଇଛି ।

ସମ‌ୟସୀମା

[ସମ୍ପାଦନା]

୨୦୨୬ ମାର୍ଚ୍ଚ ୧ – ମାର୍ଚ୍ଚ ୩୧ ତାରିଖ

ବିଷୟବସ୍ତୁ ସହାୟତା

[ସମ୍ପାଦନା]

ଏହି ଗଣସମ୍ପାଦନା ପାଇଁ ଏହି ତାଲିକାରୁ ପଶ୍ଚିମ ଆଫ୍ରିକୀୟ ଭାଷାଗୁଡ଼ିକୁ ବାଛିପାରିବେ ।

  1. ପୁରୁଣା କିମ୍ବା ନୂଆ ଲେଖାରେ ପାଖାପାଖି ୩୦୦୦ ବାଇଟ ରହିବା ଆବଶ୍ୟକ ।
  2. ଲେଖାଟି ମେସିନ ଅନୁବାଦ ହୋଇନଥିବା ଆବଶ୍ୟକ ।
  3. ଲେଖାର ତିଆରି କିମ୍ବା ସମ୍ପ୍ରସାରଣ ମାର୍ଚ୍ଚ ୧ – ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ହୋଇଥିବ ।
  4. ଲେଖାଟି ଭାଷା ସମ୍ବନ୍ଧିୟ ପ୍ରସଙ୍ଗ ହେବା ଆବଶ୍ୟକ ।
  5. ଲେଖାରେ କୌଣସି ସତ୍ତ୍ୱାଧିକାର ଉଲ୍ଲଂଘନ ହୋଇନଥିବ ଏବଂ ଏହା ଉଲ୍ଲେଖନୀୟ ହୋଇଥିବ । ଏହା ଉଇକିପିଡ଼ିଆ ନୀତି ଅନୁସାରେ ଥିବ ଏବଂ ସଠିକ ଆଧାର ଯୋଡ଼ା ହୋଇଥିବ ।
  6. ଲେଖାଟି ସମ୍ପୂର୍ଣ୍ଣ କରିବା ପରେ ଫାଉଣ୍ଟେନ୍ ଟୁଲ୍‌ରେ ଯୋଡ଼ିବା ଆବଶ୍ୟକ ।

ନିଜ ପ୍ରସଙ୍ଗ ପ୍ରତିଯୋଗିତା ତାଲିକାରେ ଯୋଡ଼ନ୍ତୁ

[ସମ୍ପାଦନା]

ନୂଆ ପ୍ରସଙ୍ଗ ଲେଖିବା ବା ପୁରୁଣା ପ୍ରସଙ୍ଗ ଉନ୍ନତି କରିସାରିବା ପରେ ତାକୁ ଉପର ବଟନରେ କ୍ଲିକ କରି ଫାଉଣ୍ଟେନ ଟୁଲ୍‌ରେ ଯୋଡ଼ନ୍ତୁ ।

ଯୋଗାଯୋଗ

[ସମ୍ପାଦନା]

ଫଳାଫଳ

[ସମ୍ପାଦନା]

ଏହି ଗଣ-ସମ୍ପାଦନାରେ ସମୁଦାୟ ୪୬ଟି ପ୍ରସଙ୍ଗ ଗଢ଼ାଯାଇଥିଲା, ଯେଉଁଥିରୁ ୪୫ଟି ଅଲିଭା ସାହୁ ଓ ଗୋଟିଏ ସଂଗ୍ରାମ କେଶରୀ ସେନାପତି ଗଢ଼ିଥିଲେ ।