ଉଇକିପିଡ଼ିଆ:ଉଇକିପ୍ରକଳ୍ପ ଆମ ଗାଁ ଆମ ପଞ୍ଚାୟତ/ଗଣ-ସମ୍ପାଦନା୧

ଉଇକିପିଡ଼ିଆ‌ରୁ

"ଓଡ଼ିଶା ଦିବସ - ୨୦୧୩" ଉପଲକ୍ଷେ ଓଡ଼ିଆ ଉଇକିପିଡ଼ିଆରେ ମିଳିତ ଭାବେ ସମ୍ପାଦନା କରିବା ପାଇଁ ଫେସବୁକ ମାଧ୍ୟମରେ ଏକ ଗଣ-ସମ୍ପାଦନାର ଆୟୋଜନ କରାଯାଇଥିଲା । ଏଥିରେ ସକାଳ ୧୦ ଘଟିକାରୁ ନେଇ ସନ୍ଧ୍ୟା ୭ ଘଟିକା ଭିତରେ ଅନେକ ଓଡ଼ିଆ ଉଇକି-ସମ୍ପାଦକ ଓଡ଼ିଶାର ଗାଁ, ପଞ୍ଚାୟତ, ସ‌ହର ଆଦି ଉପରେ ଓଡ଼ିଆ ଉଇକିପିଡ଼ିଆରେ ପ୍ରସଙ୍ଗମାନ ତିଆରି କରିଥିଲେ । ଆଜି ମୋଟ ଗୋଟି ପ୍ରସଙ୍ଗ ତିଆରି ହୋଇଥିଲା । ଏଥିରେ ଜଣ ଉଇକି-ସମ୍ପାଦକ ଭାଗ ନେଇଥିଲେ ।

ପ୍ରସଙ୍ଗର ନାମ ଓ ସମ୍ପାଦକ[ସମ୍ପାଦନା]

ପରିଚାଳକ ସଭ୍ୟଗଣ[ସମ୍ପାଦନା]

ବ୍ୟବ‌ହାରକାରୀ:

ଫେସବୁକ[ସମ୍ପାଦନା]

‌* ଗଣ-ସମ୍ପାଦନା କାର୍ଯ୍ୟକ୍ରମ

ଫଟୋସବୁ କମନ୍ସର ‌ଓଡ଼ିଶା ଦିବସ ଗଣ-ସମ୍ପାଦନା ଶ୍ର୍ରେଣୀରେ ଦେଖିପାରିବେ ।