Jump to content

ଉଇକିପିଡ଼ିଆ:ଉଇକିପ୍ରକଳ୍ପ ଓଡ଼ିଶାର ରାଜନୀତି

ଉଇକିପିଡ଼ିଆ‌ରୁ
ଉଇକିପ୍ରକଳ୍ପ

ଓଡ଼ିଶାର ରାଜନୀତି

 
ଓଡ଼ିଶାର ରାଜନୀତି ସ‌ହ ଜଡ଼ିତ ପ୍ରସଙ୍ଗ ଗଢ଼ିବା ଏବଂ ଉନ୍ନତ କରିବା ଆମର ଲକ୍ଷ୍ୟ

ପ୍ରକଳ୍ପର ଲକ୍ଷ୍ୟ

[ସମ୍ପାଦନା]

ଉଇକିପ୍ରକଳ୍ପ ଓଡ଼ିଶାର ରାଜନୀତି, ହେଉଛି ଏକ ଉଇକି ପ୍ରକଳ୍ପ, ଯାହା ଅଧିନରେ ଓଡ଼ିଶାର ରାଜନୀତି ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗମାନ ଗଢ଼ାଯିବା ସହିତ ଉନ୍ନତ କରାଯିବ । ଏହି ପ୍ରକଳ୍ପ ଅଧିନରେ କେବେଳ ଉଇକିପିଡ଼ିଆରେ ନୁହେଁ, ବରଂ ଉଇକିଡାଟାରେ ମଧ୍ୟ କାମ କରାଯିବ । ଏତଦ୍‌ବ୍ୟତୀତ ଓଡ଼ିଶା ସରକାରଙ୍କ ସହ ଏକ ସହଭାଗିତା ପ୍ରକଳ୍ପର ମଧ୍ୟ ଲକ୍ଷ୍ୟ ରହିଛି ।

ପ୍ରସଙ୍ଗ

[ସମ୍ପାଦନା]

ଗୁଣାତ୍ମକ ପ୍ରସଙ୍ଗ ପରିସଂଖ୍ୟନ

[ସମ୍ପାଦନା]

ନିକୃଷ୍ଟ ପ୍ରସଙ୍ଗରେ ଅଧିକ ତଥ୍ୟ ଯୋଡ଼ି, ଗୁଣାତ୍ମକ ପ୍ରସଙ୍ଗ ଗଠନରେ ସହାୟକ ହୁଅନ୍ତୁ ।


ପ୍ରକଳ୍ପକୁ ଉନ୍ନତ କରିଥିବା ବ୍ୟବହାରକାରୀଗଣ

[ସମ୍ପାଦନା]

(ତଳେ ନିଜ ନାମ ଯୋଡନ୍ତୁ)

ନାମ ନୂତନ ଗଢ଼ା ପ୍ରସଙ୍ଗ ସଂଖ୍ୟା ଉନ୍ନତ କରିଥିବା ପ୍ରସଙ୍ଗ ସଂଖ୍ୟା ଆଧାର ଯୋଡ଼ିଥିବା ପ୍ରସଙ୍ଗ ସଂଖ୍ୟା
ସଂଗ୍ରାମ କେଶରୀ ସେନାପତି ୧୩୧୬

ଗଣ-ସମ୍ପାଦନା

[ସମ୍ପାଦନା]

ଯୋଗାଯୋଗ

[ସମ୍ପାଦନା]

ସଂଗ୍ରାମ କେଶରୀ ସେନାପତି