Jump to content

ଉଇକିପିଡ଼ିଆ:ଉଇକିପିଡ଼ିଆ ୧୫/ଗଣସମ୍ପାଦନା

ଉଇକିପିଡ଼ିଆ‌ରୁ
ଉଇକିପିଡ଼ିଆ୧୫ ଗଣସମ୍ପାଦନା

୧୧ ଜାନୁଆରୀ ୨୦୧୬ ରୁ ୧୫ ଜାନୁଆରୀ ୨୦୧୬
ଉଇକିପିଡିଆ ଏବଂ ବୈଷୟିକ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସମ୍ପର୍କୀୟ ପ୍ରସଙ୍ଗ ଲେଖନ୍ତୁ
ଅଂଶଗ୍ରହଣ · ପୁରସ୍କାର · ଫଳାଫଳ


ଉଇକିପିଡ଼ିଆ୧୫ ପାଳନ ଅବସରରେ ଏହି ୫ ଦିନ ଯାକ ନିମ୍ନୋକ୍ତ ୧୫ଟି ଉଇକିପିଡିଅ ସମ୍ବନ୍ଧୀୟ ବିଷୟ

ଏବଂ ୧୫ ଟି ବୈଷୟିକ ବିଜ୍ଞାନ ବିଷୟର ନୂଆ ପ୍ରସଙ୍ଗ ଲିଖନ ହେବ । ଆପଣ ଏଥିରେ ଭାଗ ନେଇ ସମ୍ପୃକ୍ତ ବିଷୟ ବାବଦରେ ଲେଖିବାକୁ ଇଚ୍ଛୁକ ଥିଲେ ପ୍ରସଂଗ ପାର୍ଶ୍ବରେ ନିଜ ନାମ ଲେଖନ୍ତୁ ।

କିପରି ଭାଗନେବେ

[ସମ୍ପାଦନା]
  1. ଲଗ ଇନ କରିବେ ।
  2. ପ୍ରସଙ୍ଗ ତାଲିକାରୁ ନିଜ ପସନ୍ଦ ମୁତାବକ ପ୍ରସଙ୍ଗଟିଏ ବାଛିବେ ।
  3. କିପରି ନୂଆ ଲେଖାଟିଏ ଗଢ଼ିବେ କିମ୍ବା ଆଗରୁ ଥିବା ଲେଖାରେ ଅଧିକ ତଥ୍ୟ ଯୋଇବେ ଏହି ପୃଷ୍ଠାରୁ ଶିଖିପାରିବେ । କିଛି ଅସୁବିଧା ହେଲେ ସେଠାରେ ପଚାରିପାରିବେ ।
  4. ଲେଖିସାରି ସବା ତଳେ "[[ଶ୍ରେଣୀ:ଉଇକିପିଡିଆ୧୫ ଗଣସମ୍ପାଦନା]]" ଯୋଡ଼ି ଲେଖାଟି ସାଇତିବେ ।

ସାରଣୀ-୧ ଉଇକି ସମ୍ବନ୍ଧୀୟ:

କ୍ରମାଙ୍କବିଷୟଦାୟିତ୍ବ ନେବେଫଳାଫଳ--
ଉଇକିପିଡ଼ିଆ---
ଓଡ଼ିଆ ଉଇକିପିଡ଼ିଆ---
ଉଇକି ପାଠାଗାରନିଷ୍ଠା ରଞ୍ଜନ ଦାଶ ଲେଖା ଚାଲିଛି...-
ଉଇକି ଡାଟାସତ୍ୟବ୍ରତ ସାହୁ ଲେଖା ଚାଲିଛି...-
ଉଇକି ସମ୍ବାଦନିଷ୍ଠା ରଞ୍ଜନ ଦାଶ--
ଉଇକି ଅଭିଧାନ---
ଉଇକି ଭ୍ରମଣ---
ଉଇକିକମନ୍ସ---
ମେଟା-ଉଇକି---
୧୦ଉଇକିକଥା---
୧୧ଉଇକିପୋଥି---
୧୨ଉଇକି ମହାବିହାର---
୧୩ଉଇକିସ୍ପିସିସ---
୧୪ଉଇକିମିଡ଼ିଆ ଫାଉଣ୍ଡେସନ---
୧୫ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟି (ଭାରତ)ନିଷ୍ଠା ରଞ୍ଜନ ଦାଶ ଲେଖା ଚାଲିଛି...--

ସାରଣୀ ୨ ଟେକ୍ନୋଲୋଜି ସମ୍ବନ୍ଧୀୟ:

କ୍ରମାଙ୍କପ୍ରସଙ୍ଗଦାୟିତ୍ବ ନେବେଫଳାଫଳ
୨ଜିସଂଗ୍ରାମ କେଶରୀ ସେନାପତିସମାପ୍ତ
୩ଜି----
୪ଜି----
ଏଲଟିଇ----
ୱାଇଫାଇ ହଟସ୍ପଟ----
ରାଣ୍ଡମ ଆସେସ ମେମୋରୀ----
ରିଡ଼ ଓନଲି ମେମୋରୀ----
କ୍ଲାଉଡ଼ ଟେକ୍ନୋଲୋଜିସତ୍ୟବ୍ରତ ସାହୁ ଲେଖା ଚାଲିଛି...--
ମୋଡେମ----
୧୦ଇମେଲଜଗନ୍ନାଥ ଦୋରା ଲେଖା ଚାଲିଛି...--
୧୧ମାଇକ୍ରୋସଫ୍ଟ ଉଇଣ୍ଡୋଜସ୍ନେହାଶିଷ ନାୟକ ଲେଖା ଚାଲିଛି...--
୧୨ବ୍ଲୁଟୁଥନିଷ୍ଠା ରଞ୍ଜନ ଦାଶ--
୧୩୫ଜି----
୧୪ମୋବାଇଲ ଆପ------
୧୫ବ୍ରାଉଜର--
  • ଏଥିପାଇଁ କୌଣସି ପୁରସ୍କାର ବ୍ୟବସ୍ଥା କରାଯାଇ ନାହିଁ କିମ୍ବା ଅନୁଦାନ ଅନୁରୋଧ କରାଯାଇନାହିଁ *ଉଇକିପିଡ଼ିଆ୧୫କୁ ସ୍ମରଣୀୟ କରିବାକୁ ଏହା ଏକ ସାଧାରଣ ଗଣସମ୍ପାଦନା ମାତ୍ର *ଉଇକିକୁ ଆପଣଙ୍କ ଆଦର ଲୋଡ଼ା