Jump to content

ଉଇକିପିଡ଼ିଆ:ଉଇକିଡାଟା/ଜନ୍ମତିଥି ୧୩

ଉଇକିପିଡ଼ିଆ‌ରୁ
ଉଇକିଡାଟାର ୧୩ଶ ଜନ୍ମତିଥି ପାଳନ

୨୯ ଅକ୍ଟୋବର ୨୦୨୫ରେ ଉଇକିଡାଟାର ୧୩ ବର୍ଷ ପୂରଣ ହୋଇଥିଲା । ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ ଏହାର ଜନ୍ମତିଥି ପାଳନ କରିବାକୁ ଭଦ୍ରକରେ ଏକ କ୍ଷୁଦ୍ର ମେଳଣ ଆୟୋଜନ କରିଥିଲା । ୨୦୧୭ ମସିହାରେ ଆସାଫ୍‌ଙ୍କ ଉଇକିଯାତ୍ରା କାର୍ଯ୍ୟକ୍ରମ ପରଠାରୁ ଓଡ଼ିଆ ଉଇକିଆଳିମାନେ ସକ୍ରିୟ ଭାବରେ ଉଇକିଡାଟାରେ ଯୋଗଦାନ କରି ଆସୁଛନ୍ତି । ସମସ୍ତଙ୍କର ଅବଦାନକୁ ଉତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ଅଂଶଗ୍ରହଣ କରିଥିବା ସଦସ୍ୟଗଣ

[ସମ୍ପାଦନା]
  • ସଂଗ୍ରାମ କେଶରୀ ସେନାପତି
  • ଚିରଶ୍ରୀ ଚିନ୍ମୟୀ ଚଇନି
  • ମୋନାଲିସା ସାହୁ
  • ବିଚିତ୍ରାନନ୍ଦ ଜେନା

ସ୍ଥାନ

[ସମ୍ପାଦନା]
  • ଭଦ୍ରକ

ଫଟୋ/ଭିଡିଓ ଗ୍ୟାଲେରୀ

[ସମ୍ପାଦନା]

ପ୍ରକାଶିତ ଖବର

[ସମ୍ପାଦନା]
  • Rodrigues, Suman (29 October 2025). "Odia Wikimedians Mark Wikidata's 13th Birthday with Celebration in Bhadrak". The News Insight (in Indian English). Bhadrak. Archived from the original on 29 October 2025. Retrieved 29 October 2025.