ଇସ୍କନ ମନ୍ଦିର , ଦିଲ୍ଲୀ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଇସ୍କନ ମନ୍ଦିର , ନୂଆ ଦିଲ୍ଲୀ
Outer View of Temple
Outer View of Temple
ଇସ୍କନ ମନ୍ଦିର , ନୂଆ ଦିଲ୍ଲୀ is located in Delhi
ଇସ୍କନ ମନ୍ଦିର , ନୂଆ ଦିଲ୍ଲୀ
ଇସ୍କନ ମନ୍ଦିର , ନୂଆ ଦିଲ୍ଲୀ
Location in Delhi
ନାମ
ମୂଳ ନାମ ଶ୍ରୀ ଶ୍ରୀ ରାଧା ପାର୍ଥସାରଥୀ ମନ୍ଦିର
ଦେବନାଗରୀ श्री श्री राधा पर्थसरथि मन्दिर
ଭୌଗୋଳିକ ଅବସ୍ଥିତି
ଦିଗବାରେଣି 28°33′29″N 77°14′36″E / 28.55806°N 77.24333°E / 28.55806; 77.24333Coordinates: 28°33′29″N 77°14′36″E / 28.55806°N 77.24333°E / 28.55806; 77.24333
ଦେଶ India
State Delhi
ଜିଲ୍ଲା New Delhi
ଅବସ୍ଥିତି Hare Krishna Hills, East of Kailash
ପରମ୍ପରା
ମୁଖ୍ୟ ଆରାଧ୍ୟ Radha Parthasarathi (Krishna and Radha)
ତିଆରି ଶୈଳୀ Hindu temple architecture
ଇତିହାସ ଓ ପାଳନ
ନିର୍ମାଣ କାଳ 1998
ୱେବସାଇଟ iskcondelhi

ଶ୍ରୀ ଶ୍ରୀ ରାଧା ପାର୍ଥସାରଥୀ ମନ୍ଦିର (ହିନ୍ଦୀ : श्री श्री राधा पार्थसारथी मन्दिर), ସାଧାରଣତଃ ଇସ୍କନ ମନ୍ଦିର ଭାବରେ ପରିଚିତ , ଏକ ସୁପରିଚିତ ବୈଷ୍ଣବ ମନ୍ଦିର , ଯାହା ଭାରତର ରାଜଧାନୀ ନୂଆଦିଲ୍ଲୀରେ ଅବସ୍ଥିତ ।ଏହି ମନ୍ଦିରରେ ଭଗବାନ ଶ୍ରୀକୃଷ୍ଣ ଓ ରାଧାରଣୀଙ୍କୁ ଆରାଧନା କରାଯାଏ ଓ ତାଙ୍କୁ ରାଧା ପାର୍ଥସରଥୀ କୁହା ଯାଇଥାଏ । ଏହିମନ୍ଦିର 1998ରେ ନିର୍ମିତ ହେଇଥିଲା ଓ ଏହା ନୂଆ ଦିଲ୍ଲୀର କୈଳାସ ଅଞ୍ଚଳର ପୂର୍ବ ଭାଗରେ ସ୍ଥିତ ହରେ କୃଷ୍ଣ ପାହାଡ ଉପରେ ରହିଛି । ଏହା ନୂଆ ଦିଲ୍ଲୀର ଏକ ବିଶିଷ୍ଟ ପର୍ଯ୍ୟଟକ ସ୍ଥଳୀ । ଏଠାରେ ମନ୍ଦିର ସହ ଆଧୁନିକ ଭାବରେ ବେଦ ଉପରେ ଗବେଷଣା ପାଇଁ ବେଦିକ ଶିକ୍ଷଣ କେନ୍ଦ୍ର ମଧ୍ୟ ରହିଛି ।  

ମନ୍ଦିର ସମୂହ [ସମ୍ପାଦନା]

ଇସ୍କନ ସଂସ୍ଥାର ଶ୍ରୀଲ ପ୍ରଭୁପାଦ [୧]ଙ୍କ ଆଦେଶାନୁସାରେ ଏହି ମନ୍ଦିରର ନକସା ଓ ନିର୍ମାଣ କାର୍ଯ୍ୟ ଅଚ୍ୟୁତ କାନବିନ୍ଧେ ନାମକ ସ୍ଥପତ୍ୟଙ୍କଦ୍ଵାରା 1993 ମସିହାରେ ହେଇଥିଲା । ଏଠାରେ ପୂଜକ ଓ ସେବକ ମାନଙ୍କ ପାଇଁ ଅନେକ ସଂଖ୍ୟାରେ କୋଠରି ରହିଛି । ପ୍ରଶାସନ ଓ ସେମିନାର ସବୁ କରିବା ପାଇଁ ଅନେକ ହଲ ନିର୍ମିତ ହେଇଛି । [ଆଧାର ଲୋଡ଼ା]

ଗେଲେରୀ [ସମ୍ପାଦନା]

ଯାନୀ ଯାତ୍ରା [ସମ୍ପାଦନା]

ପୁନଶ୍ଚ ଦେଖଣା [ସମ୍ପାଦନା]

ଆଧାର [ସମ୍ପାଦନା]

  1. KK Ashraf, J Belluardo, An architecture of independence: the making of modern South Asia : Charles Correa, Balkrishna Doshi, Muzharul Islam, Achyut Kanvinde, ISBN 978-0-9663856-0-1, 1998, p.15

ବାହ୍ୟ ସଂଯୋଗ ସବୁ [ସମ୍ପାଦନା]