ଇଶାନୀ ଶର୍ମା
ଦେଖଣା
ଇଶାନୀ ଶର୍ମା | |
|---|---|
| ଜନ୍ମ | ୨୦ ଜୁନ ୧୯୯୨ |
| ଜାତୀୟତା | ଭାରତୀୟ |
| ବୃତ୍ତି | ଅଭିନେତ୍ରୀ |
| ସକ୍ରିୟ ବର୍ଷ | ୨୦୧୫–୨୦୧୯ |
ଇଶାନୀ ଶର୍ମା ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଧାରାବାହିକରେ କାମ କରନ୍ତି । ଷ୍ଟାର୍ ପ୍ଲସ୍ରେ ପ୍ରସାରିତ ଧାରାବାହିକ ହମ୍କୋ ତୁମ୍ସେ ହୋ ଗୟା ହୈ ପ୍ୟାର୍ କ୍ୟା କରେଁରେ ଅନୋଖି ଏବଂ କଲର୍ସର ଟିଭିର ଧାରାବାହିକ ବେପନ୍ନାଃରେ ମିଲ୍ଲୀ ଭୂମିକାରେ ଅଭିନୟ କରିବା ପାଇଁ ସେ ଜଣାଶୁଣା ।[୧]
ଅଭିନୟ ଜୀବନ
[ସମ୍ପାଦନା]ଟେଲିଭିଜନ
[ସମ୍ପାଦନା]| ବର୍ଷ | ଧାରାବାହିକ/କାର୍ଯ୍ୟକ୍ରମ | ଭୂମିକା | ଆଧାର |
|---|---|---|---|
| ୨୦୧୬ | ହମ୍କୋ ତୁମ୍ସେ ହୋ ଗୟା ହୈ ପ୍ୟାର୍ କ୍ୟା କରେଁ | ଅନୋଖି ମେହରା | [୨][୩] |
| ୨୦୧୭–୧୮ | ଶଶୁରାଲ୍ ସୀମର୍ କା | ଆଲିୟା | [୪] |
| ୨୦୧୮ | ଇସ୍କବାଜ | ପୂଜା | |
| ବେପନ୍ନାଃ | ମିଲ୍ଲି | ||
| ୨୦୧୯ | ଲାଲ୍ ଇସ୍କ | ଗୁଞ୍ଜା | |
| ଚାରୁ |
କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା | ଆଧାର |
|---|---|---|---|
| ୨୦୧୫ | ଓଃ ୟାରା ଐଁବୟି ଐଁବୟି ଲୁଟ୍ ଗୟା |
ଆଧାର
[ସମ୍ପାଦନା]- ↑ "Kangana Ranaut is my inspiration, says Ishani Sharma". The Indian Express (in ଆମେରିକୀୟ ଇଂରାଜୀ).
- ↑ "Varun Toorkey and I are just friends: Ishani Sharma". The Indian Express (in ଆମେରିକୀୟ ଇଂରାଜୀ).
- ↑ "We talk over the phone after shoots: Varun Toorkey". Deccan Chronicle (in ଇଂରାଜୀ).
- ↑ "Ishani Sharma to enter Sasural Simar Ka". IWMBuzz (in ଆମେରିକୀୟ ଇଂରାଜୀ).[permanent dead link]
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଇଶାନୀ ଶର୍ମା