Jump to content

ଇଲାବାରାସି

ଉଇକିପିଡ଼ିଆ‌ରୁ
ଇଲାବାରାସି
ଅନ୍ୟ ନାମକଳ୍ପନା (ତେଲୁଗୁ)
ମଞ୍ଜୁଳା ଶର୍ମା (କନ୍ନଡ଼ା)
ବୃତ୍ତିକଥାଚିତ୍ର ଅଭିନେତ୍ରୀ
ସକ୍ରିୟ ବର୍ଷ୧୯୮୨–୧୯୯୨ (ମୁଖ୍ୟ ଅଭିନେତ୍ରୀ)
୧୯୯୩–୨୦୦୫ (ସହକାରୀ ଅଭିନେତ୍ରୀ)

ଇଲାବାରାସି ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ତାମିଲ, ତେଲୁଗୁ, ମାଲାୟାଲମ ଓ କନ୍ନଡ଼ା କଥାଚିତ୍ର ଜଗତରେ କାମ କରନ୍ତି । ୧୯୮୨ ମସିହାରୁ ୧୯୯୨ ମସିହା ପର୍ଯ୍ୟନ୍ତ ଅନ୍ୟତମ ପ୍ରମୁଖ ମୁଖ୍ୟ ଅଭିନେତ୍ରୀ ଭାବରେ ସେ ଅଭିନୟ କରୁଥିଲେ । ମାମୁଟ୍ଟିଙ୍କ ସହ ବାତ୍ସଲ୍ୟ ଏବଂ ବିସୁଙ୍କ ସହ ସମସାରାମ ଅଧୁ ମିନସାରାମରେ ଅଭିନୀତ ଚରିତ୍ର ପାଇଁ ସେ ଜଣାଶୁଣା । ସେ ତାମିଲରେ ଇଲାଭାରାସି, ତେଲୁଗୁରେ କଳ୍ପନା ଏବଂ କନ୍ନଡ଼ରେ ମଞ୍ଜୁଳା ଶର୍ମା ଭାବରେ ବିଭିନ୍ନ କଥାଚିତ୍ରରେ କାମ କରଛନ୍ତି । ହୋଇଛନ୍ତି ।[] ୧୯୯୦ ଦଶକର ଶେଷ ଭାଗରେ ସେ ତାଙ୍କର ସହକାରୀ ଭୂମିକା ପାଇଁ ଅଧିକ ଜଣାଶୁଣା ଥିଲେ ।[]

ପୁରସ୍କାର

[ସମ୍ପାଦନା]
  • ନନ୍ଦି ପୁରସ୍କାର (ଶ୍ରେଷ୍ଠ ସହକାରୀ ଅଭିନେତ୍ରୀ) - ସଗାତୁ ମନିଷୀ ପାଇଁ (୧୯୮୮)[]
  1. "Vishnuvardhan birth anniversary: Here are some rare stills of 'The Phoenix Of Indian Cinema'". The New Indian Express. 18 September 2019. Retrieved 2023-12-07.
  2. "50+ வயதிலும் அதே அழகு!". Kalki. 8 March 2024. Retrieved 12 March 2024.
  3. "నంది అవార్డు విజేతల పరంపర (1964–2008)" [A series of Nandi Award Winners (1964–2008)] (PDF). Information & Public Relations of Andhra Pradesh. Retrieved 21 August 2020.(in Telugu)

ବାହାର ଲିଙ୍କ୍

[ସମ୍ପାଦନା]