ଇରା ସୋନି
ଦେଖଣା
Ira Sone | |
|---|---|
| ଜନ୍ମ | ୪ ଜୁଲାଇ ୧୯୮୯ |
| ଜାତୀୟତା | ଭାରତ |
| ବୃତ୍ତି | ଅଭିନେତ୍ରୀ |
| ସକ୍ରିୟ ବର୍ଷ | ୨୦୦୭ – ଏବେଯାଏଁ |
ଇରା ସୋନି ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଧାରାବାହିକରେ କାମ କରନ୍ତି । ସେ ଉଲ୍ଲୁରେ ଷ୍ଟ୍ରିମ୍ ହୋଇଥିବା ୱେବ୍ ସିରିଜ୍ ଉଡ୍ପିକର୍ରେ ସନାୟା ଏବଂ ଦେଶ୍ କି ବେଟି ନନ୍ଦିନୀରେ ଜୀନା ଭୂମିକାରେ ଅଭିନୟ ପାଇଁ ଜଣାଶୁଣା ।[୧] ସେ ପ୍ରିମାଚ୍ୟୁଅର୍ ଓଭାରିଆନ୍ ଫେଲ୍ୟୁଅର୍ରେ ଆକ୍ରନ୍ତ ହୋଇଥିଲେ ।[୨]
ଟେଲିଭିଜନ
[ସମ୍ପାଦନା]- କୁମକୁମ – ଏକ୍ ପ୍ୟାରା ସା ବନ୍ଧନ (୨୦୦୭–୨୦୦୮)
- ୱୋଃ ରେହନେ ୱାଲି ମେହଲୋଁ କୀ
- ତୀନ ବହୁରୂପିୟାଁ
- ରାଜା କୀ ଆୟେଗି ବରାତ (୨୦୦୯)
- ସାତ ଫେରେ – ସଲୋନି କା ସଫର୍ (୨୦୦୯)
- ସବ୍କି ଲାଡ୍ଲି ବେବୋ (୨୦୦୯)
- ସାଥ ନିଭାନା ସାଥିୟାଁ (୨୦୧୦; ୨୦୧୨)
- ଗୀତ – ହୁଇ ସବ୍ସେ ପ୍ୟାରୀ (୨୦୧୦)
- ସୱାରେ ସବକେ ସପ୍ନେ... ପ୍ରୀତୋ (୨୦୧୧–୨୦୧୨)
- ଦେଶ କୀ ବେଟି ନନ୍ଦିନୀ (୨୦୧୩)
- କୁଣ୍ଡଳୀ ଭାଗ୍ୟ (୨୦୨୩)
ୱେବ୍ ସିରିଜ୍
[ସମ୍ପାଦନା]- ଉଲ୍ଲୁ: ଚରମସୁଖ - ସଉଦା (୨୦୧୯)
- ଉଲ୍ଲୁ: ଉଡ୍ପିକର୍ (୨୦୨୦)
ଆଧାର
[ସମ୍ପାଦନା]ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଇରା ସୋନି