ଇନ୍ସପେକ୍ଟର ସନା
ଦେଖଣା
| ଇନ୍ସପେକ୍ଟର ସନା | |
|---|---|
| ନିର୍ଦ୍ଦେଶକ | ରାଜା ଡି |
| ପ୍ରଯୋଜକ | ସୁଦୀପ୍ତା ଷ୍ଟାଲିନ ମହାପାତ୍ର ସୁଶୀଲ କୁମାର ବାରିକ |
| ସଂଳାପ | ବାବୁ ଡି ଧରିତ୍ରୀ |
| ଚିତ୍ରନାଟ୍ୟ | ରାଜା ଡି |
| କାହାଣୀ | ବିବେକ ମହାପାତ୍ର ରାଜା ଡି |
| କଳାକାର | ବଣ୍ଟି ଆର୍. ସାମଲ ଅର୍ଚ୍ଚିତା ମହାନ୍ତି ହରିହର ମହାପାତ୍ର |
| ସଙ୍ଗୀତ | ଅସଦ ନିଜାମ |
| ଚିତ୍ରଗ୍ରହଣ | ଅକ୍ଷୟ କୁମାର ନାୟକ |
| ସମ୍ପାଦକ | କେଡି ସିପୁନ |
| ବିତରକ | ଜୀ ସାର୍ଥକ |
ମୁକ୍ତିଲାଭ ତାରିଖ | ୨୨ ଫେବୃଆରୀ ୨୦୨୬ |
| ଦେଶ | |
| ଭାଷା | ଓଡ଼ିଆ |
ଇନ୍ସପେକ୍ଟର ସନା ୨୦୨୬ ମସିହାରେ ଟେଲିଭିଜନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଇଲେ ସୁଦୀପ୍ତା ଷ୍ଟାଲିନ ମହାପାତ୍ର ଓ ସୁଶୀଲ କୁମାର ବାରିକ । ରାଜା ଡି ଏହି କଥାଚିତ୍ରଟିର କାହାଣୀ ଦ୍ୱୈତ ଭାବରେ ବିବେକ ମହାପାତ୍ରଙ୍କ ସହ ରଚନା କରିଥିଲେ ଏବଂ ଚିତ୍ରନାଟ୍ୟ ରଚନା କରିବା ସହିତ ନିର୍ଦ୍ଦେଶନା ଦେଇଥିଲେ । ବାବୁ ଡି ଓ ଧରିତ୍ରୀ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସଙ୍ଗୀତକାର ଅସଦ ନିଜାମ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବଣ୍ଟି ଆର୍. ସାମଲ, ଅର୍ଚ୍ଚିତା ମହାନ୍ତି ଓ ହରିହର ମହାପାତ୍ର । ୨୨ ଫେବୃଆରୀ ୨୦୨୬ରେ ଏହି କଥାଚିତ୍ରଟି ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।
ଅଭିନୟ
[ସମ୍ପାଦନା]- ବଣ୍ଟି ଆର୍. ସାମଲ - ଇନ୍ସପେକ୍ଟର ସନା
- ଅର୍ଚ୍ଚିତା ମହାନ୍ତି
- ହରିହର ମହାପାତ୍ର
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଗୀତ
[ସମ୍ପାଦନା]| କ୍ରମ | ଗୀତ | ସମୟ |
|---|
ଆଧାର
[ସମ୍ପାଦନା]ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଇନ୍ସପେକ୍ଟର ସନା