ଇଣ୍ଟରନ୍ୟାସନାଲ ଫୋନେଟିକ ଲାଙ୍ଗୁଏଜ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଇଣ୍ଟରନ୍ୟାସନାଲ ଫୋନେଟିକ ଲାଙ୍ଗୁଏଜ
IPA in IPA.svg
ପ୍ରକାର ଲିପି, ଆଂଶିକଭାବେ ଫିଚରାଲ
କଥିତ ଭାଷା କୌଣସି ଭାଷାର ଉଚ୍ଚାରଣଗତ ଓ ଫୋନିମଗତ ପ୍ରତିଲିପିକରଣ ପାଇଁ ବ୍ୟବହୃତ ହୁଏ
କାଳ ୧୮୮୮ ମସିହାରୁ
ମୂଳ ବିଭାଗ
ରୋମିକ ଲିପି
ଆଇ.ଏସ.ଓ ୧୫୯୨୪ Latn
ଧ୍ୟାନ‌ଦେବେ: ଏହି ପୃଷ୍ଠାରେ ଆଇପିଏ ଉଚ୍ଚାରଣ ଚିହ୍ନ ଥାଇପାରେ ।

ଇଣ୍ଟରନ୍ୟାସନାଲ ଫୋନେଟିକ ଲାଙ୍ଗୁଏଜ (ଇଂରାଜୀ: International Phonetic Alphabet, IPA, ବା ଆଇପିଏ) ଉଚ୍ଚାରଣ ଚିହ୍ନ ଆଧାରିତ ଓ ଲାଟିନ ଲିପିରେ ଲିଖିତ ଏକ ଲିଖନ ବିଧି । ଏହା କଥିତ ଭାଷାମାନଙ୍କର ଲିଖନ ନିମନ୍ତେ ଆନ୍ତର୍ଜାତୀୟ ଫୋନେଟିକ ଆସୋସିଏସନ ଦ୍ୱାରା ଏକ ମାନକ ରୂପେ ତିଆରି କରାଯାଇଥିଲା ।[୧] ଆଇପିଏ ଅଭିଧାନ ସଂକଳକ, ବିଦେଶୀ ଭାଷାଭାଷୀ ଛାତ୍ର ଓ ଶିକ୍ଷକ, ଭାଷାବିଦ, ଧ୍ୱନି-ଭାଷା ରୋଗବିଦ୍ୱାବିଦ, ଗାୟକ-ଗାୟିକା, ଅଭିନେତା, ନିର୍ମିତ ଭାଷାକାର, ଓ ଅନୁବବାଦକମାନଙ୍କ ଦେଇ ବ୍ୟବହୃତ ହୋଇଥାଏ ।[୨][୩]


ଅଧିକ ପଠନ[ସମ୍ପାଦନା]

  1. ଉଇକିପିଡ଼ିଆ : ଓଡ଼ିଆରୁ ଆଇପିଏ କନଭର୍ଟର

ଆଧାର[ସମ୍ପାଦନା]

  1. International Phonetic Association (IPA), Handbook.
  2. MacMahon, Michael K. C. (୧୯୯୬). "Phonetic Notation". In P. T. Daniels and W. Bright (eds.). The World's Writing Systems. New York: Oxford University Press. pp. ୮୨୧–୮୪୬. ISBN ୦-୧୯-୫୦୭୯୯୩-୦. 
  3. Wall, Joan (୧୯୮୯). International Phonetic Alphabet for Singers: A Manual for English and Foreign Language Diction. Pst. ISBN ୧-୮୭୭୭୬୧-୫୦-୮.