Jump to content

ଆୟୂଷୀ ତାଲୁକଦାର

ଉଇକିପିଡ଼ିଆ‌ରୁ
ଆୟୂଷୀ ତାଲୁକଦାର
ଜନ୍ମ
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ୍
ସକ୍ରିୟ ବର୍ଷ୨୦୧୭–ଏବେଯାଏଁ

ଆୟୂଷୀ ତାଲୁକଦାର ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ୍ । ସେ ମୁଖ୍ୟତଃ ବଙ୍ଗଳା କଥାଚିତ୍ର ଜତରେ କାମ କରନ୍ତି । ୨୦୨୧ ମସିହାରେ, ସେ ତଥାଗତ ସିଂହଙ୍କ ନିର୍ଦ୍ଦେଶିତ ହିନ୍ଦୀ କଥାଚିତ୍ର ଉମାରେ କାମ କରିଥିଲେ, ଯାହାକି ମୁକ୍ତିଲାଭ କରିନାହିଁ । ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।[][]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ସେ ବଙ୍ଗଳା ଲେଖକ ତଥା ଆଧୁନିକ ସାହିତ୍ୟିକ ନାରାୟଣ ସନ୍ୟାଲ ତାଙ୍କର ଜେଜେବାପା ।

ଅଭିନୟ ଜୀବନ

[ସମ୍ପାଦନା]

୨୦୧୮ ମସିହାରେ, ସେ ବଙ୍ଗଳା କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଓସ୍କାର । ଏହା ବ୍ୟତୀତ, ସେ ସତ୍ୟାନୱେଶୀ ବ୍ୟୋମକେଶ, ଥାଇ କରି, ଦାଦୁର କୀର୍ତ୍ତି ଭଳି ଅନେକ କଥାଚିତ୍ରରେ ଅଭିନୟ କରିଛନ୍ତି । ୨୦୨୧ ମସିହାରେ, ସେ ତଥାଗତ ସିଂହଙ୍କ ନିର୍ଦ୍ଦେଶିତ ହିନ୍ଦୀ କଥାଚିତ୍ର ଉମାରେ କାମ କରିଥିଲେ, ଯାହାକି ମୁକ୍ତିଲାଭ କରିନାହିଁ ।[][][][]

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ ଆଧାର
୨୦୧୮ ଓସ୍କାର କୋୟେଲ ବଙ୍ଗଳା କଥାଚିତ୍ର []
୨୦୧୯ ସତ୍ୱାନୱେଶୀ ବ୍ୟୋମକେଶ ହୀନା ମଲ୍ଲିକ []
ଥାଇ କରି []
୨୦୨୦ ହରାନୋ ପ୍ରପଟି []
ଦାଦୁର କିର୍ତ୍ତୀ ତୋର୍ଷା [୧୦]
୨୦୨୧ ଉମା ପିଙ୍କି ହିନ୍ଦୀ (ମୁକ୍ତିଲାଭ କରିନାହିଁ) [୧୧]
୨୦୨୨ ହିରୋକଗୋରେର ହାୟାର୍ ବଙ୍ଗଳା କଥାଚିତ୍ର [୧୨]
ଆମ୍ରପାଲି [୧୩]
ହାର ମାନା ହାର [୧୪]
୨୦୨୩ ଆର୍ଚିଏର୍ ଗ୍ୟାଲେରୀ[୧୫]

ୱେବ୍ ସିରିଜ୍

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ ଆଧାର
୨୦୧୮ ଏକେନ ବାବୁ ବଙ୍ଗଳା ସିରିଜ୍
୨୦୨୪ କାନ୍ତାୟେ କାନ୍ତାୟେ
  1. "Ayoshi and Om in Pathikrit Basu's upcoming romcom - Times of India". The Times of India (in ଇଂରାଜୀ). Retrieved 21 July 2021.
  2. "Ayoshi is super excited about working with Kajal Aggarwal and Harsh Chhaya - Times of India". The Times of India (in ଇଂରାଜୀ). Retrieved 21 July 2021.
  3. "Ayoshi Talukdar on shooting for her Bollywood debut film 'Uma'". The Telegraph (India). Retrieved 21 July 2021.
  4. "Om, Ayoshi to romance in Pathikrit Basu's next - Times of India". The Times of India (in ଇଂରାଜୀ). Retrieved 21 July 2021.
  5. "Ayoshi Talukdar gets ready to start shooting for a new romcom with Om". The Telegraph (India). Retrieved 21 July 2021.
  6. "Ayoshi Talukdar on her upcoming film 'Hirakgarer Hire'". The Telegraph (India). Retrieved 24 September 2021.
  7. "Partha Sarathi Manna's next 'Oskar' has an Oscar connection? - Times of India". The Times of India (in ଇଂରାଜୀ). Retrieved 21 July 2021.
  8. "সত্তরের সময়ে খুন, রহস্যের জট খুলবে 'সত্যান্বেষী ব্যোমকেশ'". Indian Express Bangla (in Bengali). Retrieved 21 July 2021.
  9. ୯.୦ ୯.୧ "Ayoshi Talukdar movies, filmography, biography and songs". Cinestaan. Archived from the original on 5 July 2020. Retrieved 21 July 2021.
  10. "Bartaman Patrika". bartamanpatrika.com. Retrieved 21 July 2021.[permanent dead link]
  11. "কলকাতায় শ্যুটিংয়ে ব্যস্ত কাজল আগরওয়াল, ছবিতে গুরুত্বপূর্ণ রোলে শহরের মেয়ে আয়ুষী". News18 Bengali (in Bengali). Retrieved 21 July 2021.
  12. "Anandalok". anandalok.in. Retrieved 22 July 2021.[permanent dead link]
  13. Ananda, A. B. P. (5 November 2022). "সোমরাজ আয়ুষীর রসায়ন দেখা যাবে না বড়পর্দায়, ওটিটিতে মুক্তি পেল 'আম্রপালি'". bengali.abplive.com (in Bengali). Retrieved 6 November 2022.
  14. "Soham and Paayel reunites after 13 years, Ayoshi headlines Raja Chanda's 'Haar Mana Haar' - Times of India". The Times of India (in ଇଂରାଜୀ). Retrieved 6 November 2022.
  15. "Ayoshi Talukdar: Old-school romance still stands a chance in today's world". The Times of India. 2023-03-14. ISSN 0971-8257. Retrieved 2023-06-17.

ବାହାର ଲିଙ୍କ୍

[ସମ୍ପାଦନା]