ଆହିଲ ଖାନ
ଦେଖଣା
ଆହିଲ ଖାନ | |
|---|---|
| ଜନ୍ମ | ୪ ଜୁନ ୧୯୮୯ |
| ବୃତ୍ତିସମୂହ |
|
| ସକ୍ରିୟ ବର୍ଷ | ୨୦୧୬–ଏବେଯାଏଁ |
| ଉଲ୍ଲେଖନୀୟ କୃତି | ଡିଅର୍ ଦିଆ |
ଆହିଲ ଖାନ (ଜନ୍ମ: ୪ ଜୁନ ୧୯୮୯) ଜଣେ ଭାରତୀୟ ଅଭିନେତା ଓ ମଡେଲ୍ । ସେ ୨୦୧୬ ମସିହାରେ, ହିନ୍ଦୀ ଟେଲିଭିଜନ ଧାରାବାହିକ ବାଲ କ୍ରିଷ୍ଣା ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ୨୦୨୨ ମସିହାରେ, ସେ ହିନ୍ଦୀ କଥାଚିତ୍ର ଡିଅର୍ ଦିଆ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।
ଜୀବନୀ
[ସମ୍ପାଦନା]ଆହିଲ ୧୯୮୯ ମସିହାର ଜୁନ ୪ ତାରିଖରେ ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ଜନ୍ମଗ୍ରହଣ କରିଥିଲେ ।
ଅଭିନୟ ଜୀବନ
[ସମ୍ପାଦନା]ସେ ଅଭିନୟ ଜଗତରେ କାମ କରିବା ପୂର୍ବରୁ, ଜଣେ ମଡେଲ୍ ଭାବରେ କାମ କରିଥିଲେ । ଏହାପରେ, ସେ ବିଭିନ୍ନ ଟେଲିଭିଜନରେ ଅଭିନୟ କରିଥିଲେ ଏବଂ ପରେ କଥାଚିତ୍ରରେ କାମ କରିଥିଲେ ।[୧][୨]
ଟେଲିଭିଜନ
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା | ଚ୍ୟାନେଲ୍ |
|---|---|---|---|
| ୨୦୧୬ | ବାଲ୍ କ୍ରିଷ୍ଣା | ସୁଗମ | ବିଗ୍ ମ୍ୟାଜିକ୍ |
| ୨୦୧୮ | ଚନ୍ଦ୍ରଶେଖର | – | ଷ୍ଟାର୍ ଭାରତ |
| ମହାକାଳୀ – ଅନ୍ତ ହି ଆରମ୍ଭ ହୈ | ବନ ଦେବତା | କଲର୍ସ ଟିଭି | |
| ୨୦୨୦ | ମନମୋହିନୀ | – | ଜୀ ଟିଭି |
| ୨୦୨୧ | ବେଟି ଘର୍ କା ଉଜାଲା | – | ଦୂରଦର୍ଶନ[୩][୪] |
| ବିଘ୍ନହର୍ତ୍ତା ଗଣେଶ | – | ସୋନି ଟିଭି[୫] | |
| ୨୦୨୩ | ରାଧାକ୍ରିଷ୍ଣ | ବାୟୁ ଦେବ | ଷ୍ଟାର୍ ଭାରତ |
କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ମନ୍ତବ୍ୟ |
|---|---|---|
| ୨୦୨୨ | ଡିଅର୍ ଦିଆ | |
| ୨୦୨୩ | ଦିଲ୍ ହୈ ଗ୍ରେ | |
ଆଧାର
[ସମ୍ପାଦନା]- ↑ Times Of India (10 June 2022). "Aahil Khan on his dream to become an actor since childhood says i was always inspired by watching Shah Rukh Khan". www.timesofindia.indiatimes.com. Retrieved 10 June 2022.
- ↑ MediaHindustan (14 April 2023). "Dear Dia actor Aahil Khan bags lead role in an untitled upcoming film". www.mediahindustan.com.
- ↑ NDTV. "Aahil Khan is ready to knock on the small screen from Beti Ghar Ka Ujala". www.ndtv.in.[permanent dead link]
- ↑ Patrika (15 March 2019). "Aahil Khan is ready to knock on the small screen from Beti Ghar Ka Ujala". www.patrika.com. Retrieved 15 March 2019.
- ↑ Zee News. "TV Show Vighnaharta Ganesha actor Aahil Khan shares why Ganesh Chaturthi is important for them". www.zeenews.india.com.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଆହିଲ ଖାନ