Jump to content

ଆସେଟିଲସାଲିସିଲିକ ଏସିଡ/ସିମ୍ଭାଷ୍ଟାଟିନ/ରାମିପ୍ରିଲ/ଆଟେନୋଲୋଲ/ହାଇଡ୍ରୋକ୍ଲୋରୋଥିଆଜାଇଡ

ଉଇକିପିଡ଼ିଆ‌ରୁ
ଆସେଟିଲସାଲିସିଲିକ ଏସିଡ/ସିମ୍ଭାଷ୍ଟାଟିନ/ରାମିପ୍ରିଲ/ଆଟେନୋଲୋଲ/ହାଇଡ୍ରୋକ୍ଲୋରୋଥିଆଜାଇଡ
Combination of
Acetylsalicylic acidAntiplatelet
SimvastatinStatin
RamiprilACE inhibitor
AtenololBeta blocker
Clinical data
Trade namesPolycap, others[]
SynonymsAspirin/simvastatin/ramipril/atenolol/hydrochlorothiazide

ଆସେଟିଲସାଲିସିଲିକ ଏସିଡ/ସିମ୍ଭାଷ୍ଟାଟିନ/ରାମିପ୍ରିଲ/ଆଟେନୋଲୋଲ/ହାଇଡ୍ରୋକ୍ଲୋରୋଥିଆଜାଇଡ, ଯାହା ପଲିକ୍ୟାପ୍ ନାମରେ ବିକ୍ରି ହୁଏ, ଏହା ଏକ ଔଷଧ ମିଶ୍ରଣ ଯାହା ହୃଦରୋଗ ଏବଂ ଷ୍ଟ୍ରୋକ୍ ରୋକିବା ପାଇଁ ବ୍ୟବହୃତ ହୁଏ । [] ବିଶେଷକରି ଏହା ୧୦ ବର୍ଷ ମଧ୍ୟରେ ୧୦% ରୁ ଅଧିକ ବିପଦ ଥିବା ଲୋକଙ୍କ ପାଇଁ ବ୍ୟବହୃତ ହୁଏ । [] ଏହା ପାଟିରେ ଦିଆଯାଏ ।[] କିଛି ଲୋକଙ୍କ ପାଇଁ ଏହି ବ୍ୟକ୍ତିଗତ ଉପାଦାନ ଅପେକ୍ଷା ମିଶ୍ରଣକୁ ଗ୍ରହଣ କରିବା ସହଜ ହୁଏ ।[]

ପୃଥକ ଉପାଦାନଗୁଡ଼ିକର ପାର୍ଶ୍ୱ ପ୍ରତିକ୍ରିୟାଗୁଡ଼ିକ ଥାଏ ଯଦିଓ ଏହା ସାଧାରଣତଃ ଭଲ ଭାବରେ ସହ୍ୟ କରାଯାଏ ।[] ଏହା ଆସିଟେଲସାଲିସିଲିକ ଏସିଡ (ଆସପିରିନ୍) ଯାହା ଏକ ଆଣ୍ଟିପ୍ଲାଟେଲେଟ୍ ; ସିମ୍ଭାଷ୍ଟାଟିନ ଯାହା ଏକ ଷ୍ଟାଟିନ୍; ରାମିପ୍ରିଲ ଯାହା ଏକ ଏସିଇ ଇନହିବିଟର; ଆଟେନୋଲୋଲ ଯାହା ଏକ ବିଟା ବ୍ଲକର୍ ଏବଂ ହାଇଡ୍ରୋକ୍ଲୋରୋଥିଆଜାଇଡ୍ ଯାହା ଏକ ଥିଆଜାଇଡ୍ ଡାଇୟୁରେଟିକ୍ ଔଷଧମାନଙ୍କୁ ନେଇ ଗଠିତ । []

ଏହି ମିଶ୍ରଣ ଭାରତ ଏବଂ ଜାମ୍ବିଆରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକ ଔଷଧ ତାଲିକାରେ ଲିପିବଦ୍ଧ ଅଛି ।[] ଭାରତରେ ଏକ ମାସର ଔଷଧର ମୂଲ୍ୟ ପ୍ରାୟ ୧୦ ଆମେରିକୀୟ ଡଲାର ।[] ଏହା ଏକ ପ୍ରକାରର ପଲିପିଲ []

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "An application to include fixed dose combinations in the WHO Model List of Essential Medicines for primary and secondary prevention of atherosclerotic cardiovascular diseases in adults" (PDF). WHO. Archived (PDF) from the original on 19 October 2023. Retrieved 24 September 2023.
  2. "eEML - Electronic Essential Medicines List". list.essentialmeds.org. Archived from the original on 10 September 2023. Retrieved 8 September 2023.
  3. ୩.୦ ୩.୧ "eEML - Electronic Essential Medicines List". list.essentialmeds.org. Archived from the original on 9 September 2023. Retrieved 8 September 2023.
  4. Yusuf, Salim; Pais, Prem; Sigamani, Alben; Xavier, Denis; Afzal, Rizwan; Gao, Peggy; Teo, Koon K. (July 2012). "Comparison of Risk Factor Reduction and Tolerability of a Full-Dose Polypill (With Potassium) Versus Low-Dose Polypill (Polycap) in Individuals at High Risk of Cardiovascular Diseases: The Second Indian Polycap Study (TIPS-2) Investigators". Circulation: Cardiovascular Quality and Outcomes. 5 (4): 463–471. doi:10.1161/CIRCOUTCOMES.111.963637.
  5. World Health Organization (2023). The selection and use of essential medicines 2023: web annex A: World Health Organization model list of essential medicines: 23rd list (2023). Geneva: World Health Organization. hdl:10665/371090. WHO/MHP/HPS/EML/2023.02.