ଆଶା (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
ଆଶା
ନିର୍ଦ୍ଦେଶକଶାନ୍ତନୁ ମିଶ୍ର
ପ୍ରଯୋଜକଆଳୟ ମହାନ୍ତି
କାହାଣୀଆଳୟ ମହାନ୍ତି
କଳାକାରଅପରାଜିତା ମହାନ୍ତି
ଅଶ୍ରୁମୋଚନ ମହାନ୍ତି
ସ୍ନିଗ୍ଧା ମହାନ୍ତି
ପୁଷ୍ପା ପଣ୍ଡା
ସଙ୍ଗୀତପ୍ରଫୁଲ୍ଲ କର
ମୁକ୍ତିଲାଭ ତାରିଖ
୧୯୯୩
ଦେଶ ଭାରତ
ଭାଷାଓଡ଼ିଆ

ଆଶା, ୧୯୯୩ରେ ନିର୍ମିତ ହୋଇଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ ମିଶ୍ର । ସଙ୍ଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ କର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଅପରାଜିତା ମହାନ୍ତି, ଅଶ୍ରୁମୋଚନ ମହାନ୍ତି, ସ୍ନିଗ୍ଧା ମହାନ୍ତି, ପୁଷ୍ପା ପଣ୍ଡା, ଚୌଧୁରୀ ଜୟପ୍ରକାଶ ଦାସ, ଦେବଯାନୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଫୁଲ୍ଲ କର । ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ପ୍ରଣବ ପଟ୍ଟନାୟକ

ଗୀତ[ସମ୍ପାଦନା]

କ୍ରମଗୀତସମୟ

ପୁରସ୍କାର[ସମ୍ପାଦନା]

ଏହି କଥାଚିତ୍ରଟିର ୫ଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ।[୨]

ଆଧାର[ସମ୍ପାଦନା]

  1. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
  2. MOHAPATRA, MRUDU MALAY (4 December 2020). "Asha Odia film Interesting facts". Odia Live (in ଆମେରିକୀୟ ଇଂରାଜୀ). Archived from the original on 29 August 2023. Retrieved 29 August 2023.

ବାହାର ଆଧାର[ସମ୍ପାଦନା]

  • ଇଣ୍ଟରନେଟ ମୁଭି ଡାଟାବେସରେ ଆଶା